ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି, ଶ୍ରୀବିଗ୍ରହମାନଙ୍କ ମୁଖକୁ ସୁନ୍ଦର ଭାବେ ସଜାଇଥାନ୍ତି ସେବକ
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାରମାସରେ ତେରପର୍ବ ପାଳନ ହୋଇଥାଏ । ଆଉ ଦୈନନ୍ଦିନ ନୀତିକାନ୍ତି ବି ମହାପ୍ରଭୁଙ୍କର ଅନେକ । ସେଥିରୁ ବନକଲାଗି ନୀତି ଅନ୍ୟତମ । ଏହା ହେଉଛି ସାପ୍ତାହିକ ନୀତି । ଅର୍ଥାତ୍ ପ୍ରତି ସପ୍ତାହରେ ଶ୍ରୀଜଗନ୍ନାଥଙ୍କର ବନକଲାଗି ନୀତି ହୋଇଥାଏ । ବନକଲାଗି ହେଉଛି…