କଦଳୀ ଖାଇବା ପୂର୍ବରୁ ସାବଧାନ! ଏହି ସମସ୍ୟା ଥିଲେ ବଢ଼ିପାରେ ଅସୁବିଧା
ସୁସ୍ଥ ଶରୀର ପାଇଁ ଆମେ ଅନେକ ପ୍ରକାର ପନିପରିବା ଏବଂ ଫଳମୂଳ ଆଦି ଖାଇଥାଉ । ସେଥି ମଧ୍ୟରୁ କଦଳୀ ହେଉଛି ଅନ୍ୟତମ । କଦଳୀକୁ ଆମ ଶରୀର ପାଇଁ ଲାଭଦାୟକ ମାନାଯାଇଥାଏ । ଏହା ସମସ୍ତଙ୍କୁ ଯେତିକି ସ୍ବାଦିଷ୍ଟ ଲାଗେ ଦେହ ପାଇଁ ହିତକର ହୋଇଥାଏ । ଯାହା ସବୁ ଋତୁରେ ସହଜରେ ଏବଂ ସୁଲଭ ମୁଲ୍ୟରେ…