ଚେନାବ ବ୍ରିଜରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ, କଶ୍ମୀର ଥଣ୍ଡାକୁ ଦୃଷ୍ଟିରେ ରଖି କରାଯାଇଛି ଡିଜାଇନ
ଜମ୍ମୁ କଶ୍ମୀର ପାଇଁ ବନ୍ଦେ ଭାରତ ସ୍ବପ୍ନ ପୂରଣ ହୋଇଛି । ବିଶ୍ବର ସୁଉଚ୍ଚ ବ୍ରିଜରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । କଟରାରୁ ଶ୍ରୀନଗର ଭିତରେ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ଟ୍ରାଏଲ ରନ୍ ହୋଇଛି । ଭାରତର ପ୍ରଥମ କେବଲ ଷ୍ଟେ ବ୍ରିଜ ଏବଂ ଚେନାବ ରେଲୱେ ବ୍ରିଜରେ ବନ୍ଦେ ଭାରତ ଏକ୍ସପ୍ରେସ…