Browsing Tag

bangalore

ଶାରୀରିକ ସମ୍ପର୍କ ନରଖିବାରୁ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କଲେ ସ୍ତ୍ରୀ

ଅଜବ ବୈବାହିକ ବିବାଦ ।ଏହି ନବବିବାହିତ ଦମ୍ପତିଙ୍କ ବିବାଦ ଖବର ବର୍ତ୍ତମାନ ଶିରୋନାମା ପାଲଟିଛି । ବିବାହର ଚତୁର୍ଥୀ ରାତିରେ ଶାରୀରିକ ସମ୍ପର୍କ ନ ରଖିବାରୁ ସ୍ତ୍ରୀ ତାଙ୍କ ସ୍ବାମୀଙ୍କଠାରୁ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ସ୍ବାମୀ ମଧ୍ୟ ତାଙ୍କ ଶ୍ୱଶୁର ଘର ଲୋକଙ୍କ ଉପରେ…

କର୍ଣ୍ଣାଟକରେ ବୁଲା କୁକୁରଙ୍କ ଆତଙ୍କ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନକୁ ନିବେଦନ କଲେ…

ତୁମକୁରୁ : କର୍ଣ୍ଣାଟକରେ ବୁଲା କୁକୁରଙ୍କ ଆତଙ୍କ । ତୁମକୁରୁ ଜିଲ୍ଲାର ଗୁବ୍ବି କୋର୍ଟ ପରିସରରେ ଏକ ବୁଲା କୁକୁର ଜଣେ ମହିଳାଙ୍କୁ ମରଣାନ୍ତକ ଭାବରେ କରିଥିଲା ଆକ୍ରମଣ । ହୋନାଲି ତାଲୁକରେ ବୁଲା କୁକୁରଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଚାରି ଜଣ ଶିଶୁ ଏବଂ ଜଣେ ବୃଦ୍ଧ । ଏହା ଲୋକଙ୍କ…

ଯୌତୁକ ଯୁଇରେ ଜଳିଲେ ସଫ୍ଟୱେର୍ ଇଞ୍ଜିନିୟର ଶିଳ୍ପା, ଥାନାରେ ଅଭିଯୋଗ କଲେ ବାପା ଓ ମା

କଥାରେ ଅଛି ପୁଅ ଏବଂ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଯଦି ଝିଅ ପାଠପଢ଼ି ସକ୍ଷମ ହୁଏ, ତେବେ ସେ ପୁରୁଣା ସମୟର ଶିକୁଳିରୁ  ମୁକ୍ତ ହେବ । ମୁକ୍ତ ଜୀବନ ବଞ୍ଚିପାରିବ । ଆଜି ମଧ୍ୟ ସମାଜରେ ଏପରି ଘଟଣା ଘଟୁଛି ଯାହା ହୃଦୟକୁ ବିଚଳିତ କରିଦିଏ । ଏଭଳି ଏକ ଘଟଣା ଘଟିଛି ଦକ୍ଷିଣ…

ଏହି କାଫେରେ ପୋଙ୍ଗଲରୁ ମିଳିଲା ପୋକ, ଯାହାକୁ ଦେଖି ରାଗିଲେ ଲୋକେ

ବେଙ୍ଗାଲୁରୁ : ବେଙ୍ଗାଲୁରୁର କମ୍ପେଗୌଡା ଇଣ୍ଟରନାସନାଲ୍ ଏୟାରପୋର୍ଟରେ ଥିବା ଲୋକପ୍ରିୟ ରାମେଶ୍ବର କାଫେ ପୁଣିଥରେ ବିବାଦ ଘେରକୁ ଆସିଛି ।  ଗୁରୁବାର ସକାଳେ ଜଣେ ଗ୍ରାହକ ଅଭିଯୋଗ କରିଛନ୍ତି କି ତାଙ୍କ ଜଳଖିଆ ଖାଦ୍ୟରେ ଥିବା ପୋଙ୍ଗଲରେ ଏକ ପୋକ ପଡିଛି । ତେବେ ଆଶ୍ଚର୍ଯକର କଥା ଯେତେବେଳେ…

ମେଟା ପ୍ଲାର୍ଟଫର୍ମରେ କନ୍ନଡ ଭାଷାକୁ ଭୂଲ ଅନୁବାଦ କରାଯାଉଛି : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ : କଣ୍ଣଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମିୟା ଗତକାଲି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।  କାରଣ ଫେସବୁକ ଏବଂ ଇନଷ୍ଟାଗ୍ରାମ ଭଳି ମେଟା ପ୍ଲାଟଫର୍ମରେ କନ୍ନଡ ଭାଷାକୁ ଭୂଲ ଭାବରେ ଅନୁବାଦ କରାଯାଇଛି । ଯାହାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଚିନ୍ତାରେ ପଡିଯାଇଛନ୍ତି…

ଫୋନ୍ ଗିଳିଦେଲେ କଏଦୀ, ଅସ୍ତ୍ରୋପଚାର ପରେ ପେଟରୁ ବାହାର କଲେ ଡାକ୍ତର

ଶିବମୋଗା କେନ୍ଦ୍ରୀୟ କାରାଗାରରୁ ଆସିଲା ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ କଏଦୀ ଏକ ମୋବାଇଲ୍ ଫୋନ୍ ଗିଳି ଦେଇଛନ୍ତି ।  ଅସ୍ତ୍ରୋପଚାର ପରେ ତାଙ୍କ ପେଟରୁ ବାହାର କରାଯାଇଥିଲା ମୋବାଇଲ୍ । ସୂଚନା ଅନୁଯାୟୀ, ଅଭିଯୁକ୍ତ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଶିବମୋଗା କେନ୍ଦ୍ରୀୟ କାରାଗାରରେ ସଜା…

ବାଙ୍ଗାଲୁରୁରେ ଗୁଣି ଗାରେଡ଼ି ଘଟଣା : ପୋଷା କୁକୁରକୁ ମାରି ଘରେ ଲୁଚେଇଥିଲେ ମହିଳା

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଜଣେ ମହିଳା ତାଙ୍କ ପାଳିତ କୁକୁର ଲାବ୍ରାଡରକୁ ହତ୍ୟା କରିଛନ୍ତି ।  ଏହାପରେ ସେ ତାଙ୍କ ବେଙ୍ଗାଲୁରୁ ଆପାର୍ଟମେଣ୍ଟରେ କୁକୁରର ପଚିଯାଇଥିବା ଶରୀରକୁ ଚାରି ଦିନ ପାଇଁ ରଖିଥିବା ଅଭିଯୋଗ ହୋଇଛି ।  ଯାହାକୁ କି ଗୁଣି ଗାରେଡ଼ି ବୋଲି ଅନୁମାନ କରାଯାଉଛି ।  ଅଭିଯୁକ୍ତ…

ଇଣ୍ଡିଗୋ ବିମାନର ‘MAYDAY’ କଲ, ବେଙ୍ଗାଲୁରୁ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ବେଙ୍ଗାଲୁରୁ : ଇଣ୍ଡିଗୋ ବିମାନର ‘MAYDAY’ କଲ ।  ବେଙ୍ଗାଲୁରୁ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ ।  ଗୁରୁବାର ସନ୍ଧ୍ୟାରେ ଗୌହାଟୀରୁ ଚେନ୍ନାଇ ଆସୁଥିଲା ଇଣ୍ଡିଗୋ 6E-6764 ବିମାନ ।  ତେବେ ଇନ୍ଧନ ଅଭାବ ଦେଖାଦେଇଥିଲା ।  ସନ୍ଧ୍ୟା ୭ଟା ୪୫ ମିନିଟରେ ଲ୍ୟାଣ୍ଡିଂ ଚେଷ୍ଟା ବିଫଳ…

କର୍ଣ୍ଣାଟକରେ ସକ୍ରିୟ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ଵାୟୁ, ଜୁନ୍ ୧୭ ପର୍ଯ୍ୟନ୍ତ ବର୍ଷା : ଆଇଏମଡି

ବେଙ୍ଗାଲୁରୁ :  ପ୍ରାୟ ଦୁଇ ସପ୍ତାହ ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପୁଣି ସକ୍ରିୟ ହୋଇଛି ।  ଆଜି ଭୋର ସମୟରେ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) କର୍ଣ୍ଣାଟକ ପାଇଁ ସାତ ଦିନର ସତର୍କତା ଜାରି କରିଛନ୍ତି । ଜୁନ୍ ୧୭ ପର୍ଯ୍ୟନ୍ତ ପ୍ରାୟ…

ବେଙ୍ଗାଲୁରୁ ଦଳଚକଟା : ପୁଅର କବର ପାଖେ ବସି କାନ୍ଦୁଛି ବାପା, ସାମ୍ନାକୁ ଆସିଲା ହୃଦୟବିଦାରକ ଦୃଶ୍ୟ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଦଳଚକଟା ଘଟଣା ପରେ ଅନେକ ପରିବାର ଲୋକ ଭାଙ୍ଗିପଡିଛନ୍ତି । ସେହି ଘଟଣାରେ ୧୧ଜଣଙ୍କର ଜୀବନ ଚାଲିଯାଇଥିବାବେଳେ  ୪୭ ଜଣ ଆହତ ହୋଇଛନ୍ତି । ସେହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୧ ବର୍ଷୀୟ ପୁଅ ଭୂମିକା ଲକ୍ଷ୍ମଣଙ୍କ ବାପା ବିଟି ଲକ୍ଷ୍ମଣଙ୍କର ଏକ ଭାବପ୍ରବଣତା ଏବଂ…

ଦଳାଚକଟା ମାମଲାରେ RCB ବିରୋଧରେ FIR ରୁଜୁ, ୨୪ ଘଣ୍ଟା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ

ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ପୁଲିସ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଫ୍ରାଞ୍ଚାଇଜ, ବିଜୟ ପରେଡ କାର୍ଯ୍ୟକ୍ରମର ଆୟୋଜକ ଡିଏନଏ ଏଣ୍ଟରଟେନମେଣ୍ଟ ନେଟଓ୍ବର୍କ୍ସ ଏବଂ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ(କେଏସସିଏ)ର ପ୍ରଶାସନିକ କମିଟି ବିରୋଧରେ ଆଜି ଏତଲା ରୁଜୁ କରିଛି ।…

ଆରସିବି ବିଜୟ ଉତ୍ସବ ବେଳେ ଦଳାଚକଟାରେ ପ୍ରାଣ ହରାଇଥିବା ଜଣେ ବାପାର କୋହ ଓ ଲୁହ

ମୋ ପୁଅକୁ ମୋତେ ଦେଇଦିଅ । ତା ଶରୀରକୁ ଖଣ୍ଡ ଖଣ୍ଡ କରନାହିଁ । ତାର ପୋଷ୍ଟମର୍ଟମ କର ନାହିଁ । ଏହି କଥା ଆଉ କାହାର ନୁହେଁ, ପୁଅର ମୃତଶରୀରକୁ ନିଜ ଆଖି ଆଗରେ ଦେଖି ଛାତି ଫାଟି ପଡୁଥିବା ଜଣେ ବାପାର କୋହ । ହଁ ଆଜ୍ଞା ଏ ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟ ବି ସମ୍ଭାଳିବନି । ଦୀର୍ଘ ୧୮ବର୍ଷ ପରେ…