Browsing Tag

Bangladesh

Bangladesh Murder Case: ବାଂଲାଦେଶରେ ଚାଲିଗଲା ହିନ୍ଦୁ ପରିବାରର ୪ ଜୀବନ! ପୋଲିସର ତଦନ୍ତ ଜାରି

ବାଂଲାଦେଶ: ବାଂଲାଦେଶରେ ଏକ ହିନ୍ଦୁ ପରିବାରର ଚାରି ଜଣଙ୍କ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ସେମାନଙ୍କୁ ହତ୍ୟା କରାଯାଇଛି ପ୍ରାରମ୍ଭିକ ତଦନ୍ତରୁ ପୋଲିସ…

AUS vs BAN : ବାଂଲାଦେଶ ୬୪ ରନରେ ଅଲଆଉଟ୍, ଟେଷ୍ଟ କ୍ରିକେଟରେ ସବୁଠାରୁ କମ୍ ରନ କରିବାର ରେକର୍ଡ

ବାଂଲାଦେଶ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଖେଳାଳିଙ୍କ କମାଲ୍ । ଦ୍ବିତୀୟ ଟେଷ୍ଟରେ ବାଂଲାଦେଶ ପ୍ରଥମ ଇନିଂସରେ ମାତ୍ର ୬୪ ରନ୍ ସଂଗ୍ରହ କରି ଅଲ୍ଆଉଟ୍ ହୋଇଛି । ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ୱିକେଟ୍ ନେଇଛନ୍ତି । ଅଷ୍ଟ୍ରେଲିଆ…

Bangladesh Premier league Suspend : ବାଂଲାଦେଶ କ୍ରିକେଟ ବୋର୍ଡର ବଡ଼ ନିଷ୍ପତ୍ତି, ବାଂଲାଦେଶ ପ୍ରିମିୟର ଲିଗ୍…

ବାଂଲାଦେଶ କ୍ରିକେଟ ବୋର୍ଡ (BCB) ର ବଡ଼ ନିଷ୍ପତ୍ତି । ବାଂଲାଦେଶ ପ୍ରିମିଅର ଲିଗକୁ ସସପେଣ୍ଡ କରାଯାଇଛି। ଦେଶର ସବୁଠାରୁ ବଡ଼ କ୍ରିକେଟ ଲିଗ୍ ବିପିଏଲର ଆୟୋଜନ କରିବ ନାହିଁ । ବୋର୍ଡର ଅଧ୍ୟକ୍ଷ ତମିମ ଇକବାଲ କହିଛନ୍ତି, ଲିଗ୍ ଭିନ୍ନ ରୂପରେ ବ୍ୟବସ୍ଥିତ ଭାବେ ପୁଣି କରାଯିବ । ତେବେ ବୋର୍ଡର…

AUS vs BAN 1st Test : ବାଂଲାଦେଶର ଐତିହାସିକ ବିଜୟ, ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଟିମକୁ ୫୭ ରନରେ ହରାଇଲା

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ବାଂଲାଦେଶ । ୨୩ ବର୍ଷ ପରେ ଅଷ୍ଟ୍ରେଲିଆ ଖେଳିବାକୁ ଯାଇଥିବା ବାଂଲାଦେଶ ଟିମ୍ ବଦଳାଇ ଦେଇଛି ଇତିହାସ । ସୃଷ୍ଟି କରିଛି ନୂଆ ରେକର୍ଡ । ଡାରୱିନରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ହରାଇଲା ବାଂଲାଦେଶ । ୫୭ ରନର ଲକ୍ଷ୍ୟକୁ ଗୋଟିଏ ୱିକେଟ ହରାଇ ହାସଲ କରି କଙ୍ଗାରୁ…

Bangladesh : ବାଂଲାଦେଶରେ ଭୟଙ୍କର ବିଦ୍ୟୁତ୍ ସଙ୍କଟ, ସହାୟତା ପାଇଁ ଭାରତର ଦ୍ୱାରସ୍ଥ ହେଲା ଢାକା

ଭୁବନେଶ୍ୱର : ବାଂଲାଦେଶରେ ଭୟଙ୍କର ବିଦ୍ୟୁତ୍ ସଙ୍କଟ ।  ଘଣ୍ଟା ଘଣ୍ଟା ଅନ୍ଧାରରେ ଦେଶ ।  ସହାୟତା ପାଇଁ ଭାରତର ଦ୍ୱାରସ୍ଥ ହେଲା ଢାକା । ବାଂଲାଦେଶ ଏହାର ସବୁଠାରୁ ବଡ଼ ଏବଂ ଗମ୍ଭୀର ବିଦ୍ୟୁତ୍ ସଙ୍କଟର ସାମ୍ନା କରୁଛି। ଦେଶର ବିଭିନ୍ନ ଅଞ୍ଚଳରେ ୯ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଅତ୍ୟଧିକ…

Taskin Ahmed Celebration : ବାଂଲାଦେଶୀ ବୋଲରଙ୍କ ଅଦ୍ଭୁତ ସେଲିବ୍ରେସନ, ୱିକେଟ ନେବା ପରେ କଲେ ନାଗିନ୍ ଡ୍ୟାନ୍ସ

ଅଷ୍ଟ୍ରେଲିଆ ବନାମ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡର୍ବାନରେ ଖେଳାଯାଉଛି । ମ୍ୟାଚର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଚୟନ କରିଥିଲା, କିନ୍ତୁ ଏହି ନିଷ୍ପତ୍ତି ଅଷ୍ଟ୍ରେଲିଆ ପାଇଁ ମହଙ୍ଗା ପଡ଼ିଛି । ବାଂଲାଦେଶର ବଢିଆ ବୋଲିଂ…

ବାଂଲାଦେଶ ରାଷ୍ଟ୍ରପତି ଶହାବୁଦ୍ଦିନଙ୍କ ଇସ୍ତଫା, ଚିଠିରେ ଦର୍ଶାଇଲେ ସ୍ବାସ୍ଥ୍ୟଗତ କାରଣ

ବାଂଲାଦେଶ : ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନ ସମ୍ବିଧାନର ଧାରା ୫୦(୩) ଅଧିନରେ ସଂସଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ କର୍ଯ୍ୟକାଳ ୨୦୨୮ରେ ସମାପ୍ତ ହେବାର ଥିଲା । କିନ୍ତୁ ଏହାପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ବଙ୍ଗାଳୀ ଭାଷାରେ ଏକ ଚିଠି ଲେଖି ବଙ୍ଗଭବନ ଲେଟର ହେଡ…

ବାଂଲାଦେଶରେ ତାତିଲେ ହିନ୍ଦୁ, ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିକୁ ଅବମାନନା ପ୍ରତିବାଦରେ ବିକ୍ଷୋଭ

 ଢାକା : ବାଂଲାଦେଶ ଢାକାରେ ତାତିଲେ ହିନ୍ଦୁ। ହଜାର ହଜାର ସଂଖ୍ୟାରେ ହିନ୍ଦୁ ସମ୍ପ୍ରଦାୟର ଲୋକେ ଏକ ବିଶାଳ ମଶାଲ ଶୋଭାଯାତ୍ରା କରିଛନ୍ତି। ‘ଜୟ ଶ୍ରୀରାମ’, ‘ଜାଗୋ ସନାତନୀ ଜାଗୋ’ ନାରାବାଜୀରେ କମ୍ପିଲା ରାଜପଥ। ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିକୁ ଅବମାନନା ଓ ଏକ ପ୍ରମୁଖ ମନ୍ଦିରରେ…

IPL ପ୍ରସାରଣକୁ ନେଇ ୟୁ-ଟର୍ଣ୍ଣ ନେଇଥିଲେ ବାଂଲାଦେଶ ସରକାର, ଏହା ପୂର୍ବରୁ ଚୁକ୍ତି ବାତିଲ କଲା ଜିଓଷ୍ଟାର

ବାଂଲାଦେଶରେ ଚଳିତ ଆଇପିଏଲର ଟିଭି ପ୍ରସାରଣ ଉପରେ ଲାଗିଲା ପ୍ରତିବନ୍ଧକ । ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍ ମ୍ୟାଚର ପ୍ରସାରଣ କରିବାର ଥିଲା । ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରି ଦେଇଛି ।…

ପଦ୍ମାବତୀ ନଦୀକୁ ଖସିପଡିଲା ଯାତ୍ରୀ ଭର୍ତ୍ତି ବସ୍, ୨୩ ମୃତ ଓ ଅନେକ ନିଖୋଜ

ବାଂଲାଦେଶ : ବାଂଲାଦେଶର ରାଜବାରୀ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପଦ୍ମା ନଦୀକୁ ଖସିପଡିଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଅନେକ ଲୋକ ଆହତ ଏବଂ ନିଖୋଜ ଥିବା ସୂଚନା ମିଳିଛି ।…

ଖୁବ୍ ଶୀଘ୍ର ବାଂଲାଦେଶରେ ଭିସା ସେବା ପୁନଃସ୍ଥାପିତ କରିବ ଭାରତ, ସମ୍ପର୍କରେ ଆସିପାରେ ଉନ୍ନତି

ତାରିକ ରହମାନ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତାରିକ ରହମାନଙ୍କ ନେତୃତ୍ୱାଧୀନ ସରକାର କ୍ଷମତା ପାଇବା ପରେ ଭାରତ ଏହାର ପଡୋଶୀ ଦେଶ ବାଂଲାଦେଶକୁ ସମସ୍ତ ଭିସା ସେବା ଆରମ୍ଭ କରିଛି । ଏହାରି ମଧ୍ୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଥିବା ସମ୍ପର୍କରେ ଉନ୍ନତିର ସଙ୍କେତ ମିଳୁଛି ।…

ତାରିକ ରହମାନ ପ୍ରଧାନମନ୍ତ୍ରୀ ହେବା ପରେ ଭାରତୀୟ ଏୟାରଲାଇନ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ଏୟାରସ୍ପେସ କଲା ବନ୍ଦ

ନୂଆଦିଲ୍ଲୀ : ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ବିରୋଧୀ ପଦକ୍ଷେପ ଗ୍ରହଣ କଲେ ତାରିକ ରହମାନ୍ । ବକେୟା ଦେୟ ନଥିବାରୁ ବାଂଲାଦେଶ ଭାରତୀୟ ବଜେଟ୍ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ ବାରଣ କରିଛନ୍ତି । ଏବେ କୋଲକାତାରୁ ଗୌହାଟି ଏବଂ ଇମ୍ଫାଲକୁ…