ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା ମାମଲାରେ ୭ ଗିରଫ
ନୂଆଦିଲ୍ଲୀ : ଛାତ୍ର ନେତା ଉସମାନ ହାଦିଙ୍କ ମୃତ୍ୟୁ ପରେ ଜଳୁଛି ବାଂଲାଦେଶ । ସ୍ଥିତି ପୁଣି ଥରେ ଖରାପ ହୋଇଛି । ଗୁରୁବାର ରାତିରେ ହାଦିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଶରେ ଦଙ୍ଗା ଆରମ୍ଭ ହୋଇଥିଲା । ଜଣେ ହିନ୍ଦୁ ଯୁବକଙ୍କ ନିର୍ମମ ହତ୍ୟା କରିବା ମାମଲାରେ ୭ ଜଣଙ୍କୁ ଗିରଫ…