Odisha News
.
Browsing Tag

bangladesh

ବାଂଲାଦେଶରୁ ଭାରତକୁ ଆସୁଛି ଜାଲ ମେଡ଼ିସିନ, ବର୍ଷକୁ ହେଉଛି ୩୦୦ କୋଟିର କାରବାର

ଚୀନରୁ ଆସୁଥିବା ନକଲି ମେଡ଼ିସିନର ଚିନ୍ତା ସମ୍ପୂର୍ଣ୍ଣ ରୂପେ ସରି ନ ଥିବା ବେଳେ ବାଂଲାଦେଶରୁ ଆସୁଥିବା ନକଲି ମେଡ଼ିସିନ ମାମଲା ଔଷଧ କମ୍ପାନୀ ମାନଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଖାଲି ବାଂଲାଦେଶ କି ଚୀନ ନୁହେଁ ଅନ୍ୟ ଦେଶ ମାନଙ୍କରୁ ମଧ୍ୟ ଭାରତକୁ ବେପରୁଆ ଭାବେ ନକଲି ମେଡ଼ିସିନ…

ପିଆଜ ଖାଇବା ଛାଡ଼ିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଦର ଜାଣିଲେ କାନରେ ହାତ ଦେବେ

ପିଆଜର ଦର ଏବେ ଆକାଶଛୁଆଁ। କେବଳ ଭାରତ ନୁହେଁ ବରଂ ବାଲାଂଦେଶରେ ମଧ୍ୟ ପିଆଜ ଦର ବଢିବଢି ଚାଲିଛି। ବାଲାଂଦେଶରେ ପିଆଜ ଦର କିଲୋ ପ୍ରତି ୨୨୦ ଟଙ୍କାରେ ବିକ୍ରି କରାଯାଉଛି। ସାଧାରଣତଃ ବାଲାଂଦେଶରେ ପିଆଜ କିଲୋ ପ୍ରତି ୩୦ ଟଙ୍କା ବିକ୍ରି କରାଯାଏ। କିନ୍ତୁ ଭାରତ ପିଆଜ ରାପ୍ତାନୀ ବନ୍ଦ…

ବାଂଲାଦେଶ ମୁହାଁ ବାତ୍ୟା ବୁଲ୍‌ବୁଲ୍‌, ତଳିଆ ଅଞ୍ଚଳରୁ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କଲା…

କେନ୍ୟୁଜ୍ (ବ୍ୟୁରୋ): ବାଂଲାଦେଶ ମୁହାଁ ବାତ୍ୟା ବୁଲ୍‌ବୁଲ୍‌ । ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି ବାଂଲାଦେଶ ପ୍ରଶାସନ । ଉପକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳରୁ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବୁଲ୍‌ବୁଲ୍‌ ସ୍ଥଳଭାଗରେ ଛୁଇଁବା ପୂର୍ବରୁ ୧୫ ଲକ୍ଷ…

ଏଠାରେ ଝିଅ ହୋଇଥାଏ ନିଜ ମା’ର ହିଁ ସଉତୁଣୀ! ଜାଣନ୍ତୁ କେଉଁଠି ରହିଛି ଏଭଳି ଅଜବ ପରମ୍ପରା

କେବେ ଆପଣ ଶୁଣିଛନ୍ତି କି, ମା’ ଓ ଝିଅ ସଉତୁଣୀ ହେବାର? ଆପଣଙ୍କୁ ହୁଏତ ଏହି କଥା ଉପରେ ବିଶ୍ୱାସ ହୋଇ ନ ପାରେ, କିନ୍ତୁ ଘଟଣାଟି ସତ। ସମାଜରେ ଆଜି ବି ଏମିତି ଅନେକ ଅଜବ ପରମ୍ପରା ରହିଛି, ଯାହାକି ଆପଣଙ୍କୁ ଚକିତ କରିଦେବ। ଆସନ୍ତୁ ଜାଣିବା ବାଂଲାଦେଶର ଏମିତି ଏକ ପରମ୍ପରା ବିଷୟରେ।…

ସହଜ ନୁହେଁ ବିରାଟଙ୍କ ବିଜୟ ପଥ, ବାଂଲାଦେଶର ଏହି ୫ ଖେଳାଳି ହୋଇପାରନ୍ତି ବଡ଼ ଚ୍ୟାଲେଞ୍ଜ

ଆଜି ଭାରତ-ବାଂଲାଦେଶ ବିଶ୍ୱକପ୍‌ ମୁକାବିଲା। ବିରମିଂହାମରେ ହେଉଥିବା ଏହି ମ୍ୟାଚ୍‌ ଜିତି ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ। ସେହିପରି ସେମି ଫାଇନାଲ୍‌ ରେସରେ ରହିବାକୁ ହେଲେ ବାଂଲାଦେଶକୁ ଆଜିର ମ୍ୟାଚ୍‌ ଜିତିବା ନିହାତି ଜରୁରୀ। ଏହି ଦୃଷ୍ଟିରୁ ଆଜି…

ଆମେ ତ ବୁଡି ସାରିଛୁ, ତୁମକୁ ବି ବୁଡାଇବୁ : ବାଂଲାଦେଶକୁ ଆଫଗାନିସ୍ତାନ କ୍ୟାପଟେନଙ୍କ ଚେତାବନୀ

ଆଜି ମୁହାଁମୁହିଁ ହେବେ ଆଫଗାନିସ୍ତାନ ଏବଂ ବାଲାଂଦେଶ । ସାଉଥମ୍ପଟନସ୍ଥିତ ଦ ରୋଜ ବାଉଲ ଷ୍ଟାଡିୟମରେ ହେବ ଏହି ମୁକାବିଲା । ଟୁର୍ଣ୍ଣାମେଂଟରେ ପ୍ରଥମ ପାଂଚଟି ମ୍ୟାଚରେ ପରାଜୟ ପରେ ବିଶ୍ବକପର ପ୍ରବଳ ଦାବିଦାର ଭାରତ ବିରୋଧରେ ଜବରଦସ୍ତ ପ୍ରଦର୍ଶନ କରିଥିଲା ଆଫଗାନିସ୍ତାନ । ସେହିପରି ନିଜର…

ବିଶ୍ୱକପରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଥର ହରାଇ ଇତିହାସ ରଚିଲା ବାଂଲାଦେଶ

ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ହରାଇଲା ବାଂଲାଦେଶ। ୩୨୨ ରନର ବିଶାଳ ବିଜୟ ଲକ୍ଷକୁ ପିଛା କରି ମାତ୍ର ୩ ୱିକେଟ୍ ହରାଇ ବିଜୟ ମୁକୁଟ ପିନ୍ଧିଲା ବାଂଲାଦେଶ। ବାଂଲାଦେଶ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି ସାକିବ ଉଲ ହସନ । ସେ ୯୯ ବଲରେ କରିଛନ୍ତି ୧୨୪ ରନ୍ । ଟନଟ୍ରନର କୁପର ଆସୋସିଏଟ୍ସ…

ଦକ୍ଷିଣ ଆଫ୍ରିକାକୁ ୩୩୧ରନର ଟାର୍ଗେଟ ଦେଲା ବାଂଲାଦେଶ

ଲଣ୍ଡନ: ଆଇସିସି ବିଶ୍ବକପ୍ ୨୦୧୯ରେ ଆଜି ଓଭାଲ ଷ୍ଟାଡିୟମରେ ଟସ୍ ଜିଣି ଦକ୍ଷିଣ ଆଫ୍ରିକା ବୋଲିଂ ନିଷ୍ପତ୍ତି ନେବା ପରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିଥିଲା। ମ୍ୟାଚରେ ସାକିବୁଲ ହାସନ୍ (୭୫ ରନ୍) ଓ ମୁସଫିକର ରହିମ (୭୮ ରନ୍)ଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ରବିବାର ଦକ୍ଷିଣ ଆଫ୍ରିକାକୁ…