Browsing Tag

Bangladeshi

କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା: ଆଉ ୨ ଦଲାଲଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର: କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଆଉ ଦୁଇ ଦଲାଲଙ୍କୁ ଉଠାଇନେଲା ପୋଲିସ । ଲକ୍ଷ୍ମୀ ସାଗର ଅଞ୍ଚଳରୁ ଦୁଇ ଯୁବକଙ୍କୁ ଉଠାଇଛି କଟକ ସହରାଞ୍ଚଳ ପୋଲିସର ସ୍ପେସାଲ ସ୍ଵାଡ । ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଆଜି ଗିରଫ ହୋଇ ପାରନ୍ତି ଏହି ଦୁଇ ସନ୍ଦିଗ୍ଧ ।…

କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା: ୩ ମାସ ତଳୁ ଭାରତ ଆସିଥିଲେ ନାବାଳିକା

କଟକ: କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ତିନି ମାସ ତଳୁ ବାଂଲାଦେଶରୁ ଭାରତ ଆସିଥିଲେ ନାବାଳିକା । ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଚାକିରି ପାଇଁ ଆସିଥିଲେ । କିଛି ବାଟ ଟ୍ରେନରେ, କିଛି ବାଟ ପାଦରେ ଜଙ୍ଗଲ ରାସ୍ତା ଦେଇ ଚାଲି ଚାଲି…

କଟକ ମଧୁପାଟଣା ଅଞ୍ଚଳରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା, ଗିରଫ ହେଲେ ଦଲାଲ ଦମ୍ପତି

କଟକ : କଟକ ମଧୁପାଟଣା ଅଞ୍ଚଳରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା । ଘଟଣାରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କଲା ମଧୁପାଟଣା ଥାନା ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ କଟକ ସଦର ଥାନା ଅନ୍ତର୍ଗତ ଶ୍ରୀ କୋରୁଁଅ ଅଞ୍ଚଳର ସ୍ୱାମୀ ଓ ସ୍ତ୍ରୀ । ସେମାନଙ୍କ ବିରୁଦ୍ଧରେ ବିଏନ୍ଏସ୍ ଧାରା…

କାନପୁର ଷ୍ଟାଡିୟମ୍‌ରେ ବାଂଲାଦେଶର ‘ସୁପର ଫ୍ୟାନ୍‌’ ଟାଇଗର ରବିଙ୍କୁ ମାଡ଼ ! ହସ୍ପିଟାଲରେ ଭର୍ତ୍ତି

କାନପୁର ଷ୍ଟାଡିୟମ୍‌ରେ ବାଂଲାଦେଶ କ୍ରିକେଟ୍‌ ଟିମ୍‌ର ‘ସୁପର ଫ୍ୟାନ୍‌’ ଟାଇଗର ରବିଙ୍କୁ ମାଡ଼ ମରାଯାଇଥିବା ଖବର ସାମ୍ନାକୁ ଆସିଛି । ଏଠାରେ ଗ୍ରୀନ୍‌ ପାର୍କ ଷ୍ଟାଡିୟମ୍‌ରେ ଭାରତ-ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଚାଲିଥିବା ବେଳେ ଏଭଳି ଏକ ଅପ୍ରିୟକର ଘଟଣା ଘଟିଥିବା ସୂଚନା…

ବାଂଲାଦେଶରୁ ଅନୁପ୍ରବେଶକାରୀଙ୍କ ପାଇଁ ମୁହାଣରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଖୁବ୍ ଶୀଘ୍ର ସେମାନଙ୍କର ଚିହ୍ନଟ…

ଭୁବନେଶ୍ୱର : ବାଂଲାଦେଶରେ ଲାଗିଥିବା ହିଂସାକୁ ନେଇ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ସମୁଦ୍ର ପଥ ଦେଇ ବାଂଲାଦେଶରୁ ଅନୁପ୍ରବେଶକାରୀ ଆସିପାରନ୍ତି ବୋଲି ଆଶଂକା କରି ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ତଟ ଓ ସମୁଦ୍ର ମୁହାଣରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହାସହ ଅନୁପ୍ରବେଶ ଏକ ବଡ଼…

କେଉଁଠି ଲୁଚିବେ ବାଂଲାଦେଶ ବିଚାରପତି ?

ପ୍ରଧାନମନ୍ତ୍ରୀ ଦେଶ ଛାଡ଼ି ପଳାଇଲେ । ଏବେ ବିଚାରପତିମାନଙ୍କ ପାଳି । ଅନ୍ତରୀଣ ସରକାର ଗଠନ ପରେ ବି ବାଂଲାଦେଶରେ ଥମୁନି ହିଂସା। ପ୍ରଧାନମନ୍ତ୍ରୀ ଗାଦିଚ୍ୟୁତ ହୋଇଥିଲେ। ଆଜି ଇସ୍ତଫା ଦେଲେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି। ସୁପ୍ରିମକୋର୍ଟକୁ ଘେରାଉ କରି ପ୍ରଧାନ ବିଚାରପତିଙ୍କୁ ଇସ୍ତଫା…

ସମୁଦ୍ରପଟୁ ବାଂଲାଦେଶରୁ ଓଡ଼ିଶାକୁ ଅନୁପ୍ରବେଶ ଆଶଙ୍କା, ୬ ଉପକୂଳବର୍ତ୍ତୀ ଜିଲ୍ଲାରେ ହାଇ ଆଲର୍ଟ

ଅଶାନ୍ତ ବାଂଲାଦେଶ । ତେଣୁ ସମୁଦ୍ରପଟୁ ବାଂଲାଦେଶରୁ ଓଡ଼ିଶାକୁ ଅନୁପ୍ରବେଶ ଆଶଙ୍କା ରହିଛି । ସତର୍କ ରହିଛି ଓଡ଼ିଶା ପୋଲିସ। ବଢାଯାଉଛି ପାଟ୍ରୋଲିଂ । ରାଜ୍ୟର ୬ ଉପକୂଳବର୍ତ୍ତୀ ଜିଲ୍ଲାରେ ଥିବା ୧୮ କୋଷ୍ଟାଲ ପୋଲିସ ଷ୍ଟେସନକୁ ହାଇ ଆଲର୍ଟରେ ରଖାଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ ଓ…

ପରାଜୟକୁ ଗ୍ରହଣ କରିପାରିଲା ନାହିଁ ବାଂଲାଦେଶ, କୋହଲିଙ୍କ ନାଁରେ ଆଣିଲା ସାଂଘାତିକ ଅଭିଯୋଗ

ଟି -୨୦ ବିଶ୍ୱକପ ୨୦୨୨ ପାଇଁ ବୁଧବାର ଭାରତ ଏବଂ ବାଂଲାଦେଶ (ଭାରତ ବନାମ ବାଂଲାଦେଶ) ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ୫ ରନ୍ ରେ ଜିତିବାରେ ସଫଳ ହୋଇଥିଲା। କିନ୍ତୁ ଏହି ମ୍ୟାଚ୍ ପରଠାରୁ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ 'ନକଲି ଫିଲ୍ଡିଂ' ଅଭିଯୋଗ…