ବେଙ୍ଗାଲୁରରେ ଓଡ଼ିଆ ଝିଅକୁ ବିଭତ୍ସ ହତ୍ୟା, ସାବତ ବାପା ଝିଅର ଜୀବନ ନେଇଥିବା ଅଭିଯୋଗ
ଜଗତସିଂହପୁର : ବେଙ୍ଗାଲୁରରେ ଓଡ଼ିଆ ଝିଅକୁ ହତ୍ୟା । ସଦର ବଡ଼ବାଗ ସ୍ଥିତ ମାମୁଁ ଘରେ ରହି ଶୁଭସ୍ମିତା ବେହେରା (ଖୁସି) ବୃନ୍ଦାବନ ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲା। ମାତ୍ର ୮ମାସ ପୂର୍ବେ ନିଜ ମା ସସ୍ମିତା ସହିତ ବେଙ୍ଗାଲୁରୁରେ ରହୁଥିଲା। ମାତ୍ର ଗତକାଲି ଭୋର ସମୟରେ ରହୁଥିବା…