ଶୁଣିଲାନି ବ୍ୟାଙ୍କ, ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଁଚିଲେ ଭାଇ
ଆନନ୍ଦପୁର : ଜମା ଟଙ୍କା ପାଇଁ ଭଉଣୀର କଙ୍କାଳ ଧରି ବ୍ୟାଙ୍କ୍ ରେ ପହଁଚିଲେ ଭାଇ । କହିଲେ କଙ୍କାଳ ଆଣିଛି ଟଙ୍କା ଦିଅ । ଏଭଳି ହୃଦୟ ବିଦାରକ ଦୃଶ୍ୟକୁ ନେଇ ସବୁଠି ଚର୍ଚ୍ଚା । ସାମାନ୍ୟ କିଛି ହଜାର ଟଙ୍କା ହୁଏତ ଅନେକଙ୍କ ନିମନ୍ତେ ମୂଲ୍ୟହୀନ ହୋଇଥାଇପାରେ, କିନ୍ତୁ ଏକ ଗରିବ ବ୍ୟକ୍ତି ପାଇଁ…