ଏବେ ଗ୍ରାହକଙ୍କୁ ଦେବାକୁ ପଡିବନି ମିନିମମ୍ ବାଲାନ୍ସ ଚାର୍ଜ, ଆରବିଆଇର ରହିଛି ଏହି ଗାଇଡଲାଇନ୍…
ଆଜିକାଲି ବ୍ୟାଙ୍କ ସହ ଜଡିତ ଅଧିକାଂଶ କାମ ଫୋନ୍ ମାଧ୍ୟମରେ କରିଦିଆଯାଉଛି । ଲୋକମାନେ ସେମାନଙ୍କର ୟୁପିଆଇ ଆପ୍ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିପାରୁଛନ୍ତି । ତଥାପି, ଯେତେବେଳେ ବି କିଛି ଅଧିକ ଅର୍ଥ କାରବାର ହେବାକୁ ଥିବ ତେବେ, ଏଥିପାଇଁ ବ୍ୟାଙ୍କ ଯିବାକୁ…