Odisha News
.
Browsing Tag

bank

ଗୋଟିଏରୁ ଅଧିକ ବ୍ୟାଙ୍କରେ ଖାତା ଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌ ଭୋଗିବାକୁ ପଡିପାରେ ଅନେକ ସମସ୍ୟା

ଯଦି ଆପଣଙ୍କର ଏପରି କିଛି ବ୍ୟାଙ୍କ ଖାତା ଅଛି, ଯାହାର ଆପଣ ବ୍ୟବହାର କରୁ ନାହାନ୍ତି ତେବେ ତାକୁ ବନ୍ଦ କରିଦେବା ଠିକ୍ ହେବ। କାରଣ ଆପଣଙ୍କୁ ଖାତାଟି ଚାଲୁ ରଖିବା ପାଇଁ ବ୍ୟାଙ୍କ ଦ୍ୱାରା ଦିର୍ଦ୍ଧାରିତ ସର୍ବନିମ୍ନ ଟଙ୍କା ରଖିବାକୁ ପଡିବ। ନଚେତ ବ୍ୟାଙ୍କ ଆପଣଙ୍କ ଠାରୁ ଅଧିକ ଚାର୍ଜ ମଧ୍ୟ…

ଏବେ ବଦଳିବ ବ୍ୟାଙ୍କ ଖୋଲିବା ଏବଂ ବନ୍ଦ ହେବା ସମୟ, ପ୍ରସ୍ତୁତ ହୋଇ ସାରିଛି ନୂଆ ଟାଇମ୍‌ ଟେବୁଲ

ଉତ୍ସବ ମାହୋଲ ସରିବା ପରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଚିନ୍ତା ବଢିଯାଇଛି । ବ୍ୟାଙ୍କ ଏବେ ତାର ନୂଆ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପ୍ରକ୍ରିୟାରେ ବ୍ୟାଙ୍କ ଖୋଲିବା ଏବଂ ବନ୍ଦ ହେବା ନେଇ ନୂଆ ସମୟସାରଣୀ ପ୍ରସ୍ତୁତ କରାଯାଇଛି। ଅନେକ ବ୍ୟାଙ୍କ ଶୁକ୍ରବାର ଠାରୁ ନୂଆ ସମୟ ଲାଗୁ କରିବା ପାଇଁ…

ଏଣିକି ଘରେ ବସି ପାଇପାରିବେ ସରକାରୀ ବ୍ୟାଙ୍କ ସୁବିଧା

ବହୁ ଶୀଘ୍ର ଦେଶର ସରକାରୀ ବ୍ୟାଙ୍କ ଗୁଡିକ ନିଜ ଗ୍ରାହକ ମାନଙ୍କୁ ନିଜ ଘରେ ବ୍ୟାଙ୍କିଂ ସୁବିଧା ଯୋଗାଇବେ । ଏହାର ସବୁଠୁ ଅଧିକ ଫାଇଦା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କୁ ହେବ । ଏହି ସୁବିଧା ଦ୍ୱାରା ଗ୍ରାହକ ମାନେ ଘରେ ଥାଇ ଟଙ୍କା ଜମା କରିବା ସହ ଟଙ୍କା ଉଠାଇ ମଧ୍ୟ ପାରିବେ । ସବୁ…

ଅଦ୍ଭୁତ ‘ଗୌରାଙ୍ଗ ମହାପ୍ରଭୁ ବ୍ୟାଙ୍କ’, ଯେଉଁଠି ନା ଦରକାର ପଡେ ଗ୍ୟାରେଣ୍ଟର ନା ପଡିଥାଏ ପଇସା ଫେରାଇବାର ଚାପ,…

ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। କିନ୍ତୁ ଏହା ସତ୍ୟ। ଧନବାଦରେ ଏପରି ଏକ ଅଦ୍ଭୁତ ବ୍ୟାଙ୍କ ରହିଛି, ଯେଉଁଠୁ ପଇସା ଆଣିବା ପାଇଁ ଆପଣଙ୍କୁ କୌଣସି ହଇରାଣର ଶିକାର ହେବାକୁ ପଡିବ ନାହିଁ। ଆପଣକୁ ଯେତେ ପଇସା ଦରକାର ଆପଣ ଆଣିପାରିବେ, ଏହା ସହିତ ପଇସା ଫେରାଇବାର କୌଣସି ଚାପ ନଥିବା ସହିତ…

ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ ଆଣିଲା ‘Advantage’ ସ୍କିମ୍, ଗ୍ରାହକଙ୍କୁ ମିଳିବ ଏତେ ବଡ଼ ଫାଇଦା

ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ ଏକ ନୂଆ ସ୍କିମ୍ ‘PNB Advantage’ ଆରମ୍ଭ କରିଛି। ଏଥିରେ ଗ୍ରାହକମାନେ ଶସ୍ତା ଦାମରେ ହୋମ୍ ଏବଂ ଅଟୋ ଲୋନ୍ ନେଇପାରିବେ। ‘PNB Advantage’ ଏକ ରିଟେଲ୍ ଲୋନ୍ ସ୍କିମ୍ ଅଟେ। ଏହି ସ୍କିମ୍ ଅଧୀନରେ ବ୍ୟାଙ୍କ ଋଣକୁ ରେପୋ ରେଟରେ ଲିଙ୍କ୍ କରିଦେଇଛି। ଏହି…

ଆସୁଛି ଫେଷ୍ଟିଭ୍ ସିଜନ୍: SBI କଲା ଖାସ୍ ଘୋଷଣା, ଗ୍ରାହକଙ୍କୁ ଦେଲା ଏହି ବଡ଼ ଉପହାର

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଗାମୀ ଫେଷ୍ଟିଭ୍ ସିଜିନ୍ ପାଇଁ କେତେକ ଘୋଷଣା କରିଛି। ଏହା ଅଧୀନରେ ବ୍ୟାଙ୍କ ଅଟୋ ଲୋନ୍ ଉପରେ ପ୍ରୋସେସିଙ୍ଗ୍ ଫିସ୍ ବନ୍ଦ କରିଦେଇଛି। ସେହିପରି ଅନଲାଇନ୍ କାର୍ ଲୋନ୍ ଆପ୍ଲାଏ କରିବାକୁ ଥିବା ଗ୍ରାହକମାନଙ୍କୁ ୨୫ ପ୍ରତିଶତ ମୂଳ ବିନ୍ଦୁ ଛାଡ଼ କରିବାକୁ ଘୋଷଣା…

ଖୁସିଖବର ! ଏବେ ୧୦ଟା ନୁହେଁ ଏହି ସମୟରେ ଖୋଲିବ ସମସ୍ତ ସରକାରୀ ବ୍ୟାଙ୍କ, ସେପ୍ଟେମ୍ବରରୁ ଲାଗୁ ହେବ ନୂଆ ନିୟମ

ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଏହା ବହୁତ ଭଲ ଖବର। କାରଣ ସାଧାରଣତଃ ଆପଣ ଜାଣିଥିବେ ସରକାରୀ ବ୍ୟାଙ୍କ ଗୁଡିକ ୧୦ ଟାରେ ଖୋଲିଥାଏ। କିନ୍ତୁ ନିକଟରେ ଅର୍ଥମନ୍ତ୍ରୀ ବ୍ୟାକିଂ ଡିଭିଜନର ଘୋଷଣା କରିଛନ୍ତି ଯେ ସମସ୍ତ ସରକାରୀ ଏବଂ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ (RBI) ସକାଳ ୯ଟାରେ ଖୋଲିବ। ସାରା…

ସାବଧାନ ! ବ୍ୟାଙ୍କରେ ଭୁଲ୍ ଆଧାର ଦେଲେ ହୋଇପାରେ ୧୦ ହଜାର ଟଙ୍କା ଜରିମାନା

ବ୍ୟାଙ୍କରେ ନେଣ ଦେଣ ପାଇଁ ପାନ୍ କାର୍ଡ ସ୍ଥାନରେ ଆଧାର କାର୍ଡର ବିକଳ୍ପ ରଖିଛନ୍ତି ସରକାର । ଯଦି ଆପଣ ଏହି ନେଣ ଦେଣ ପାଇଁ ଆଧାର କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର । ଯଦି ବ୍ୟାଙ୍କର କୌଣସି କାମରେ ଆପଣ ଭୁଲ୍ ଆଧାର ନମ୍ବର ଦେଉଛନ୍ତି ତେବେ ଏହା ଆପଣଙ୍କ ଉପରେ…

ଲୁଚି ରହି ପାରିଲାନି ଖଳନାୟକର ଖଳ ଷଡ଼ଯନ୍ତ୍ର, ନିଜେ ଚୋରି କରି ଟଙ୍କା ଚୋରିର ନାଟକ

ସମ୍ବଲପୁର : ଲୁଚି ରହି ପାରିଲାନି ଖଳନାୟକର ଖଳ ଷଡ଼ଯନ୍ତ୍ର । ନିଜେ ଚୋରି କରି ଟଙ୍କା ଚୋରି ହୋଇଯାଇଥିବା ନାଟକ ରଚିଥିବା ମାଇକ୍ରୋଫାଇନାନ୍ସ ସଂସ୍ଥାର ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜରକୁ ଧରିଛି ପୋଲିସ । ସମ୍ବଲପୁର ରେଙ୍ଗାଲି ଥାନା ପିପୁଲ୍ସ ଫୋରମ ବ୍ୟାଙ୍କରେ ଦେଖିବାକୁ ମିଳିଛି ଏଭଳି ଘଟଣା…

ଲୋକସଭା ନିର୍ବାଚନ ରେଜଲ୍ଟ ପରେ ଏହି ସବୁ ବ୍ୟାଙ୍କ୍ ର ହୋଇପାରେ ବିଲୟ, ଆପଣଙ୍କ ଉପରେ ବି ପଡିବ ପ୍ରଭାବ

ଆଉ ମାତ୍ର କିଛି ଘଂଟାର ଅପେକ୍ଷା । ବାହାରିବ ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ରର ଫଳ । କିଏ ସମ୍ଭାଳିବ ଦେଶର ଶାସନଭାର ଆସନ୍ତାକାଲି ହୋଇଯିବ ସ୍ପଷ୍ଟ । ତେବେ ନୂଆ ସରକାର ହେବା ପରେ ଦେଶର ବ୍ୟାଙ୍କିଙ୍ଗ୍ ସେକ୍ଟରରେ ହୋଇପାରେ ଏକ ବଡ଼ ପରିବର୍ତ୍ତନ । ନୂଆ ସରକାରଙ୍କ ତିନି ମାସ ମଧ୍ୟରେ ଦେଶର ୪ ଟି…

ମେ ୩୧ ସୁଦ୍ଧା ନିଜ ବ୍ୟାଙ୍କ ଖାତାରେ ରଖନ୍ତୁ ୩୪୨ ଟଙ୍କା, ନଚେତ ସହିବେ ଲକ୍ଷାଧିକ କ୍ଷତି !

ମେ ୩୧ ମଧ୍ୟରେ ନିଜ ବ୍ୟାଙ୍କ ଆକାଉଣ୍ଟରେ ଯଦି ୩୪୨ ଟଙ୍କା ନରଖିବେ ତେବେ ଆପଣଙ୍କୁ ଅଧିକ କ୍ଷତି ସହିବାକୁ ପଡିପାରେ । ଏହି ଖବରଟି କେବଳ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଲାଭ ଉଠାଉଥିବା ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ । କେନ୍ଦ୍ର…

ମିଶିପାରନ୍ତି ପିଏନ୍‌ବି, ବିଓଆଇ ଓ ୟୁନିୟନ ବ୍ୟାଙ୍କ

ଗତ ଅକ୍ଟୋବରରେ ସରକାର ବ୍ୟାଙ୍କ ଅଫ୍ ବରୋଦା ସହିତ ‌ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ ପ୍ରସ୍ତାବ ଦେଇଥିଲେ। ବ୍ୟାଙ୍କ ଅଫ୍ ବରୋଦା ସହିତ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କକୁ ମିଶାଇ ଦିଆଯାଇଛି। ଏହି ମିଶ୍ରଣ ୨୦୧୯ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହୋଇଛି। ଏହି ପରିପେକ୍ଷୀରେ…