Browsing Tag

bank

FD ହାର ବୃଦ୍ଧି: ଏହି ଦୁଇ ବ୍ୟାଙ୍କ ଗ୍ରାହକଙ୍କୁ ଦେଲା ବଡ଼ ଉପହାର, ମିଳୁଛି ୮.୫୦% ପର୍ଯ୍ୟନ୍ତ ରିଟର୍ନ

ଯେକୌଣସି ବ୍ୟକ୍ତି ଋଣ ଆଣନ୍ତି ଇଚ୍ଛା କରନ୍ତି ଯେ ଏହାର ସୁଧ କମ୍ ରହୁ ବୋଲି। କିନ୍ତୁ ବ୍ୟାଙ୍କରେ ଫିକ୍ସ ଡିପୋଜିଟ ରଖିଲେ ସମସ୍ତେ ଚାହାନ୍ତି ଏହାର ସୁଧ ବଢ଼ୁ। ଯାହାକି ଗ୍ରାହକଙ୍କ ପାଇଁ ଖୁବ୍ ଭଲ ହୋଇପାରିବ। ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ରହିଛି ଖୁସି ଖବର। ଦେଶର ସର୍ବବୃହତ ଘରୋଇ…

ବିଜନେସମ୍ୟାନଙ୍କ ପାଇଁ ଖୁସି ଖବର, ଛୋଟ ଏବଂ ମଧ୍ୟମ ବ୍ୟବସାୟୀମାନଙ୍କ ପାଇଁ HDFC ବ୍ୟାଙ୍କ ଲଞ୍ଚ କଲା ସ୍ମାର୍ଟହବ୍…

ବର୍ତ୍ତମାନ ଖାସ କରି କରୋନା ପରେ ଅଧିକ ମାତ୍ରାରେ ଛୋଟ ବଡ ଦୋକାନ ସବୁ ଖୋଲିବାରେ ଲାଗିଛି। ଏମିତିକି ଏବେ ଡିଜିଟାଲ ପ୍ଲାଟଫର୍ମରେ ଅଧିକ ଏହି ସେଲ୍ ମଧ୍ୟ ଚାଲିଛି। ତେବେ କହିବାକୁ ଗଲେ ବର୍ତ୍ତମାନ ଅଧିକ ମାତ୍ରାରେ ଗଢି ଉଠିଛନ୍ତି ସ୍ଥାନୀୟ ବ୍ୟବସାୟୀ। ତେବେ ଏହି ବ୍ୟବସାୟୀଙ୍କ ପାଇଁ ଏବେ…

ବଦଳିଲା ବ୍ୟାଙ୍କ ଲକର୍‌ ନିୟମ! ଚୋରି ହେଲେ ବ୍ୟାଙ୍କକୁ ଦେବାକୁ ପଡ଼ିବ ୧୦୦ ଗୁଣା କ୍ଷତିପୂରଣ

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗ୍ରାହକଙ୍କ ସୁରକ୍ଷା ଏବଂ ସୁବିଧାକୁ ଦୃଷ୍ଟିରେ ରଖି ନିୟମଗୁଡ଼ିକରେ ପରିବର୍ତ୍ତନ କରିଥାଏ। ଏଥର ପୁଣିଥରେ ଆରବିଆଇ ବ୍ୟାଙ୍କ ଲକର ସହ ଜଡିତ ନିୟମରେ ପରିବର୍ତ୍ତନ କରିଛି। ଯଦି ଆପଣ କୌଣସି ବ୍ୟାଙ୍କରେ ଲକର ନେଇଛନ୍ତି ଏବଂ ଏଥିରେ ସୁନା, ରୁପା କିମ୍ବା ଅନ୍ୟାନ୍ୟ…

ଏବେ ଲୋନ୍‌ ନେବା ହେଲା ମହଙ୍ଗା, ଜାଣନ୍ତୁ କେଉଁ ବ୍ୟାଙ୍କ୍‌ କେତେ ସୁଧରେ ଦେଉଛନ୍ତି ଲୋନ୍‌

ନୂଆଦିଲ୍ଳୀ : ଲୋନ୍‌ ଦେଉଥିବା ଦେଶର ସବୁଠୁ ବଡ଼ ବ୍ୟାଙ୍କ୍‌ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ନିଜର ବେଞ୍ଚ୍‌ ମାର୍କ ପ୍ରାଇମ୍‌ ଲେଣ୍ଡିଂ ରେଟ୍‌ରେ ୭୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିଛି । ଏସବିଆଇ େଓ୍ଵବସାଇଟରେ ପୋଷ୍ଟ କରାଯାଇଥିବା ସୂଚନାନୁସାରେ ଏବେ ସଂଶୋଧିତ ରେଟ୍‌ ୧୩.୪୫ % ରହିଛି ।…

ବ୍ୟାଙ୍କରେ ପଡ଼ିଛି ୧୪ ହଜାର ୯୭୦ କୋଟି ଟଙ୍କା, ନେବାକୁ ନାହାନ୍ତି କେହି ଦାବିଦାର

ନୂଆଦିଲ୍ଲୀ: ଜମା ରାଶି ବ୍ୟାଙ୍କ ଖାତାରେ ରହିଛି, କିନ୍ତୁ ସେହି ଟଙ୍କାକୁ ନେବାକୁ କେହି ଆସୁ ନାହାନ୍ତି। ଏଭଳି ଭାବେ ଦେଶରେ ସମସ୍ତ ପବ୍ଲିକ ବ୍ୟାଙ୍କ ଓ ପ୍ରାଇଭେଟ୍‌ ବ୍ୟାଙ୍କରେ ହଜାର ହଜାର କୋଟି ଟଙ୍କାର ଧନରାଶି ପଡ଼ି ରହିଛି। ଏହାକୁ ବ୍ୟାଙ୍କିଂ ଭାଷାରେ ‘ଅନକ୍ଲେମ୍‌ଡ ମନି’ ବୋଲି…

ହାଫ୍‌ ପ୍ୟାଣ୍ଟ ପିନ୍ଧୁଥିବା ବ୍ୟକ୍ତି ସାବଧାନ! ଯାଇପାରିବେନି ବ୍ୟାଙ୍କ

ନୂଆଦିଲ୍ଲୀ : ହାଫ୍‌ ପ୍ୟାଣ୍ଟ ପିନ୍ଧୁଥିବା ବ୍ୟକ୍ତି ସାବଧାନ। ଏଣିକି ଆଉ ଯାଇପାରିବେନି ବ୍ୟାଙ୍କ। ହାଫ୍‌ ପ୍ୟାଣ୍ଟ ପିନ୍ଧିଲେ ବ୍ୟାଙ୍କରେ ଏଣ୍ଟ୍ରି ମନା। ଏଭଳି କିଛି ଅଜବ ପ୍ରତିବନ୍ଧକ ଲଗାଇଛି ଉତ୍ତରପ୍ରଦେଶ ବାଗପତ ଜିଲ୍ଲାର କାନାରା ବ୍ୟାଙ୍କ। ଅଧା ପ୍ୟାଣ୍ଟ ପିନ୍ଧି ବ୍ୟାଙ୍କ ଆସୁଥିବା…

ଫେଷ୍ଟିଭାଲରେ FD ଉପରେ ସ୍ୱତନ୍ତ୍ର ସୁଧ ହାର ଦେଉଥିବା ବ୍ୟାଙ୍କ, ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛି ସର୍ବାଧିକ ସୁଧ

ଅନେକ ସମୟରେ ଏପରି କିଛି ପରିସ୍ଥିତି ଉପୁଜେ ଯାହା ପାଇଁ ଅଧିକ ଟଙ୍କା ଦରକାର ହୁଏ କିନ୍ତୁ ହଠାତ ସମସ୍ତଙ୍କ ପାଖରେ ଏତେ ଟଙ୍କା ନଥାଏ। ଯାହା ପାଇଁ ବେଳେ ବେଳେ ପାଠ ପଢା ପାଇଁ ହେଉ କିମ୍ବା ଅନ୍ୟ କୌଣସି କାମ ପାଇଁ ବ୍ୟାଙ୍କ ରୁ ଋଣ ନେବାକୁ ହୁଏ। ତେବେ ବ୍ୟାଙ୍କରୁ ଋଣ ନେବା ସମୟରେ ମଧ୍ୟ ଅନେକ…

ସୁପ୍ରିମକୋର୍ଟସ୍ଥିତ ବ୍ୟାଙ୍କରେ ଲାଗିଲା ନିଆଁ, ଆୟତ୍ତ କରିବାକୁ ପହଞ୍ଚିଲା ୫ଟି ଅଗ୍ନିଶମ ଗାଡ଼ି

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ସୁପ୍ରିମକୋର୍ଟର କ୍ୟାମ୍ପସରେ ନିଆଁ ଲାଗିଛି। ସୂଚନା ମୁତାବକ, ସୁପ୍ରିମ୍‌କୋର୍ଟର କ୍ୟାମ୍ପସ ଭିତରେ ନିର୍ମିତ ବ୍ୟାଙ୍କରେ ନିଆଁ ଲାଗିଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର ୫ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। କୁହାଯାଉଛି…

ବ୍ୟାଙ୍କରେ ପଶି ହିନ୍ଦୁ ମ୍ୟାନେଜରଙ୍କ ଉପରକୁ ଅନ୍ଧାଧୂନ ଗୁଳି ମାଡ଼ କଲା ଆତଙ୍କବାଦୀ; ସାମ୍ନାକୁ ଆସିଲା ହତ୍ୟାର…

ଜମ୍ମୁ କାଶ୍ମୀର: କାଶ୍ମୀରରେ ଟାର୍ଗେଟ୍‌ କିଲିଂ ଘଟଣା ଥମିବାର ନାଁ ଧରୁନି। ଗୁରୁବାର ଦିନ ଦକ୍ଷିଣ କାଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଆତଙ୍କବାଦୀ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଛି। ଏହି ଆକ୍ରମଣର ସିସିଟିଭି ଫୁଟେଜ୍‌ ଏବେ ସାମ୍ନାକୁ ଆସିଛି। ଦେଖନ୍ତୁ ଭିଡିଓ:…

ଜୁନ୍‌ ମାସରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ସାରି ଦିଅନ୍ତୁ ସବୁ ଜରୁରୀ କାମ

ଆରମ୍ଭ ହୋଇଛି ଜୁନ୍‌ ମାସ। ଏହି ମାସରେ ଅନେକ ସରକାରୀ ଛୁଟି ପଡ଼ୁଛି। ଫଳରେ ଗ୍ରାହକଙ୍କ କାମ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ଦେଶର ବିଭିନ୍ନ ସ୍ଥାନରେ ଚଳିତ ମାସରେ ମୋଟ୍‌ ୮ ଦିନ ବ୍ୟାଙ୍କ କାମ ବନ୍ଦ ରହିବ। ଏଥିରେ ରବିବାର ଏବଂ ଦ୍ୱିତୀୟ- ଚତୁର୍ଥ ଶନିବାରର ଛୁଟି ବି ରହିଛି। କିନ୍ତୁ…

ଯଦି ମୃତ ବ୍ୟକ୍ତିଙ୍କର କେହି ନୋମିନୀ ନାହାଁନ୍ତି, ତେବେ କେମିତି ନେବେ ଖାତାରେ ଥିବା ଜମା ଟଙ୍କା, ଜାଣନ୍ତୁ ନିୟମ

ଏ ଦୁନିଆରେ ଟଙ୍କା କମାଇବା ସହଜ କଥା ନୁହେଁ । ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ । କିଏ ଚାକିରି କରେ ତ କିଏ ନିଜର ବିଜନେସ, ପୁଣି କିଏ ମଜୁରୀ ଲାଗି ଅର୍ଥ ରୋଜଗାର କରିଥାନ୍ତି । ସେହିପରି ଲୋକେ ଟଙ୍କା କମାଇବା ପରେ ପ୍ରଥମେ ନିଜ ପରିବାର ଖର୍ଚ୍ଚ ଉଠାନ୍ତି ତା ପରେ ଭବିଷ୍ୟତ ପାଇଁ କିଛି…

ଏବେ ICICI, HDFC, AXIS, SBI ପ୍ରମୁଖ ବ୍ୟାଙ୍କ ବି ଆରମ୍ଭ କଲେଣି ହ୍ଵାଟ୍ସଆପ୍‌ ସେବା, ନୋଟ୍‌ କରି ନିଅନ୍ତୁ ନମ୍ବର

ଦେଶରେ ବ୍ୟାଙ୍କିଂ ସେବା ଦିନକୁ ଦିନ ବଦଳିବାରେ ଲାଗିଛି। ପୂର୍ବରୁ ଛୋଟ କାମ ପାଇଁ ବ୍ୟାଙ୍କ ଦୌଡ଼ିବାକୁ ପଡ଼ୁଥିଲା। ଟଙ୍କା ଡିପୋଜିଟ୍‌ ହେଉ କି ଉଠାଣ, ଲୋକଙ୍କୁ ସବୁ କାମ ପାଇଁ ବ୍ୟାଙ୍କ ଯିବାକୁ ପଡ଼ୁଥିଲା। କିନ୍ତୁ ଏବେ ବ୍ୟାଙ୍କିଂ ସେବା ହାତ ପାହାନ୍ତାରେ ସହଜରେ ଉପଲବ୍ଧ ହେଉଛି। ଏବେ ଯୁଗ ସହ…