Browsing Tag

bank

କାଲିଠାରୁ ଲଗାତାର ୩ ଦିନ ବନ୍ଦ ରହିବ ବ୍ୟାଙ୍କ; ୧୭ ତାରିଖରେ କରି ପାରିବେ ଜରୁରୀ କାମ

ଯଦି ଆପଣ ବ୍ୟାଙ୍କ ସହ ଜଡ଼ିତ କାମ ପାଇଁ ବ୍ୟାଙ୍କ ଶାଖା ଯିବାର ଅଛି, ତ ଆପଣଙ୍କ ପାଇଁ ଜରୁରୀ ଖବର। କାଲିଠାରୁ ଲଗାତାର ୩ ଦିନ ବ୍ୟାଙ୍କ ବନ୍ଦ ରହିଛି। ଏମିତିରେ ଆପଣଙ୍କ ବ୍ୟାଙ୍କ ଯିବା ବ୍ୟର୍ଥ ହୋଇପାରେ। ତେଣୁ ଯିବା ପୂର୍ବରୁ ଜାଣି ନିଅନ୍ତୁ କ’ଣ ପାଇଁ ବ୍ୟାଙ୍କ ବନ୍ଦ ରହୁଛି। ମେ’ ମାସରେ…

ଏବେ ୨୦ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ରାଶି ଜମା ପାଇଁ ପ୍ରମାଣ ପତ୍ର ହେଲା ଜରୁରୀ, ସରକାର ଦେଲେ ବଡ଼ ସୂଚନା

ସରକାର ବଦଳାଇଲେ ବ୍ୟାଙ୍କ ଓ ପୋଷ୍ଟ ଅଫିସର ନିୟମ। ଏବେ ନିର୍ଦ୍ଦିଷ୍ଟ ସୀମାର ରାଶି କିମ୍ବା ତାଠାରୁ ଅଧିକ ଟଙ୍କା ଜମା କଲେ ଆପଣଙ୍କ କିଛି ଡକ୍ୟୁମେଣ୍ଟକୁ ଭେରିଫାଏ କରାଯିବ। ନୂଆ ନିୟମ ଆଧାରରେ ଏବେ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜମା କଲେ ଆଧାର କାର୍ଡ ସହିତ ପାନ…

ୟୁଜର୍ସଙ୍କ ପାଇଁ ଆସିଲା ଗୁଗଲ ପେ କ୍ରେଡିଟ କାର୍ଡ, ଜାଣନ୍ତୁ କେମିତି କରିବେ ଆପ୍ଲାଏ

ଆସିଗଲା ଗୁଗଲ କ୍ରେଡିଟ କାର୍ଡ। ଯଦି ଆପଣ ବି ଜଣେ ଗୁଗଲ ପେ ୟୁଜର୍ସ, ତେବେ ଆପଣଙ୍କ ପାଇଁ ଖୁସି ଖବର। ଫୋନରେ ଅନେକ ଜଣ ଗୁଗଲ ପେ ଜରିଆରେ ଟଙ୍କା ଟ୍ରାନ୍ସଫର କରିଥାନ୍ତି। ଏମିତିରେ ସପିଂ ଠୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁକିଛିର ଅନଲାଇନ ପେମେଣ୍ଟ ଏହାରି ମାଧ୍ୟମରେ କରିଥାନ୍ତି। କିନ୍ତୁ…

ମେ’ ମାସ ପାଇଁ ଆଗୁଆ ସାରିଦିଅନ୍ତୁ ବ୍ୟାଙ୍କ କାମ, ମାସରେ ୧୩ ଦିନ ଛୁଟି ରହିବ ବ୍ୟାଙ୍କ

ଯଦି ଆପଣଙ୍କର ମେ’ ମାସରେ ବ୍ୟାଙ୍କ କାମ ଅଛି, ତେବେ ଆଜିଠାରୁ ପ୍ଲାନିଂ କରିଦିଅନ୍ତୁ। ଆଗକୁ କୌଣସି ଅସୁବିଧା ନ ହେଉ ତେଣୁ ଆଜିଠାରୁ ପ୍ଲାନିଂ କରିବା ଜରୁରୀ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେ’ ୨୦୨୨ର ଛୁଟି ତାଲିକା ଜାରି କରିଛି । ଆରବିଆଇ କ୍ୟାଲେଣ୍ଡର ଅନୁସାରେ ମେ’ ମାସ ଆରମ୍ଭରେ…

ମାର୍ଚ୍ଚ ମାସରେ ବ୍ୟାଙ୍କରେ ଲମ୍ବା ଛୁଟି, ମୋଟ୍‌ ୧୫ ଦିନ ବନ୍ଦ ରହିବ; ଦେଖନ୍ତୁ ପୂରା ତାଲିକା

ମାର୍ଚ୍ଚ ମାସ ହେଉଛି ଉତ୍ସବର ମାସ। ଏହି ମାସରେ ମହାଶିବରାତ୍ରି, ହୋଲି ଭଳି ବଡ଼ ବଡ଼ ଉତ୍ସବ ପଡ଼ୁଛି। ସେହିଭଳି କେତେକ ସ୍ଥାନୀୟ ପର୍ବ ପର୍ବାଣୀ ମଧ୍ୟ ଏହି ମାସରେ ପଡ଼ୁଛି। ଏହି କାରଣରୁ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବ୍ୟାଙ୍କ ମଧ୍ୟ ଛୁଟି ରହିବ। ଏବେ ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବଢ଼ୁଥିବାରୁ…

ଜରୁରୀକାଳୀନ ପରିସ୍ଥିତିରେ ଟଙ୍କା ଦରକାର ହେଲେ ଡିଜିଟାଲ୍ ଲୋନ୍ ପାଇପାରିବେ, ଜାଣନ୍ତୁ ଏହାର ପ୍ରକ୍ରିୟା

ଆପଣ ଜାଣିଛନ୍ତି କି, ଡିଜିଟାଲ୍ ଲୋନ ଣ କ’ଣ ? ଡିଜିଟାଲ୍ ଲୋନ ଦ୍ଵାରା ଆପଣ ବର୍ତ୍ତମାନ ଅନେକ ସୁବିଧା ପାଇପାରିବେ। ତେବେ ଡିଜିଟାଲ୍ ଲୋନ ଏକ ନୂଆ ଲେଣ୍ଡିଂ ମେଥଡ, ଯାହାକୁ ଅନଲାଇନ୍ ଟେକ୍ନୋଲୋଜି ପ୍ଲାଟଫର୍ମ ବ୍ୟବହାର କରି ଲୋନ ଦିଆଯାଏ। ଆପଣ ଯେକୌଣସି ଅନଲାଇନ୍ ଋଣଦାତାଙ୍କ ପୋର୍ଟାଲ୍ କିମ୍ବା…