Browsing Tag

banki devi dwara

ଭାଇକୁ ବଞ୍ଚାଇବାକୁ ଯାଇ ମହାନଦୀକୁ ଡେଇଁ ଥିଲା ବଡ଼ ଭାଇ : ବଡ଼ର ମୃତଦେହ ଉଦ୍ଧାର ସାନ ନିଖୋଜ

ବାଙ୍କୀ (କେନ୍ୟୁଜ): ଭାଇକୁ ବଞ୍ଚାଇବାକୁ ଯାଇ ଭାଇ ମୃତ। ଅଧାରେ ରହିଗଲା ଭୋଜି ଖିଆ। ମହାନଦୀର ଦେବୀଦ୍ବାର ଘାଟରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ଅରୁଣ ରାଉତରାୟ। ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର କିଛି ଯୁବକ ଭୋଜି…