Browsing Tag

banshadhara river

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ, ଖୁସି ପ୍ରକାଶ କରିଛନ୍ତି ଆନ୍ଧ୍ର ଓ ଓଡିଶାର ଲୋକେ

ଗଜପତି: ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ । ଗୁପ୍ତ ବୃନ୍ଦାବନ ଭାବେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯିବା ଓଡିଶାବାସୀଙ୍କ ପାଇଁ ସହଜ ହେବ । ୪୬୦ ମିଟର ଲମ୍ବର ଏହି ପୋଲ ଉଭୟ ଆନ୍ଧ୍ର ଓ ଓଡିଶା ମଧ୍ୟରେ ରହିଥିବା ପୁରୁଣା ସଂପର୍କକୁ ତାଜା କରିବ । ଏହାଦ୍ବାରା ଉଭୟ ରାଜ୍ୟ ମଧ୍ୟରେ…

ବଂଶଧାରା ନଦୀରେ ଭାସି ୨ନିଖୋଜ

କେନ୍ୟୁଜ୍(ବ୍ୟୁରୋ): ବଂଶଧାରା ନଦୀରେ ଭାସି ୨ନିଖୋଜ। ରାୟଗଡ଼ା ଜିଲ୍ଲା ଗୁଣପୁରର ଚନ୍ଦ୍ରପୁର ଠାରେ ଅଘଟଣ। ମୀନାଝୋଲା ଶୌବ ପୀଠକୁ ଦର୍ଶନ କରିବାକୁ ଯାଇ ବଂଶଧାରା ନଦୀ ଜଳସ୍ରୋତରେ ଭାସିଗଲେ ଦୁଇଜଣ। ଏମାନଙ୍କ ମଧ୍ୟରେ ଜଣେ ୯ବର୍ଷର ନାବାଳକ ଓ ଅନ୍ୟ ଜଣକ ୧୦ବର୍ଷର ନାବାଳିକା ରହିଛନ୍ତି।…