ଯୁକ୍ତ ୨ କଳାରେ ୮୫ ପ୍ରତିଶତ ମାର୍କ ରଖି ଛେଳି ଚରାଉଛନ୍ତି ଛାତ୍ର, ଅର୍ଥ ସାଜିଛି ବାଧକ
ବାଂଶପାଳ : ଯୁକ୍ତ ୨ କଳାରେ ୮୫ ପ୍ରତିଶତ ମାର୍କ ରଖି ଛେଳି ଚରାଉଛନ୍ତି ଛାତ୍ର । ପର ଘରେ ମୂଲ ଲାଗି +୩ ଆଡମିସନ୍ ପାଇଁ ଅର୍ଥ ଯୋଗାଡ କରୁଛନ୍ତି । ହେଉଛି କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ସୁଡ଼ଙ୍ଗ ଗାଁର ଅଭାବନୀୟ ଚିତ୍ର । ଗାଁର ମେଧାବୀ ଛାତ୍ର ମାନସ ଦେହୁରୀ ଧରଣୀଧର…