Browsing Tag

banyan tree nalgonda

ଭାରତର ଏହି ସ୍ଥାନରେ ରହିଛି ବିଶ୍ୱର ଏକମାତ୍ର ବରଗଛ, ଯାହାର ଶାଖା ପ୍ରଶାଖାରେ ଦେଖିବାକୁ ମିଳେ ଜୀବଜନ୍ତୁଙ୍କ ରହସ୍ୟମୟ…

ଆନ୍ଧ୍ର ପ୍ରଦେଶର ନାଲଗୋଣ୍ଡାରେ ଥିବା ଏକ ବରଗଛକୁ ଯିଏ ଦେଖେ, ସିଏ ସ୍ତବ୍ଧ ହୋଇଯାଏ। କାରଣ, ଏଥିରେ ବିଭିନ୍ନ ଜଙ୍ଗଲି ଜୀବଜନ୍ତୁଙ୍କ କଳାକୃତି ଦେଖିବାକୁ ମିଳିଥାଏ। ସାପଠାରୁ ଆରମ୍ଭ କରି ବିଛା, କୁମ୍ଭୀର, ସିଂହ ଆଦି ଭୟଙ୍କର ବନ୍ୟପ୍ରାଣୀଙ୍କ ଅବିକଳ ଦୃଶ୍ୟ ଦେଖି ଲୋକେ ଭୟଭୀତ ହୋଇଯାଆନ୍ତି।…