Browsing Tag

barat in jcb

ନିଆରା ବିବାହ, ଗାଡ଼ି ନୁହେଁ କି ଘୋଡ଼ା ନୁହେଁ ବିବାହ ପାଇଁ ଜେସିବିରେ ଗଲେ ବର

ବୌଦ୍ଧ(କେନ୍ୟୁଜ୍‌) : ଜୀବନରେ ଥରେ ସମସ୍ତେ ବିବାହ ଭଳି ପବିତ୍ର ବନ୍ଧନରେ ବାନ୍ଧି ହୋଇଥାନ୍ତି ଏବଂ ଏହି ପବିତ୍ର ବନ୍ଧନକୁ ସବୁଦିନ ମନେ ରଖିବାକୁ ମଧ୍ୟ ଚାହିଁଥାନ୍ତି । କିଏ ଦାମୀ ଗାଡ଼ିକୁ ଫୁଲ ରେ ସଜାଇ ବରଯାତ୍ରୀ ଯାଏ ତ ଆଉ କିଏ ଘୋଡ଼ା ଗାଡ଼ିରେ ବସି କନ୍ଯାକୁ ଆଣିବାକୁ ଯାଏ। ହେଲେ ବୌଦ୍ଧ…