Browsing Tag

bargarah

ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ଖେଳ ପଡ଼ିଆ ଠାରେ ଭୁଲିଆ ମେହେର ସମାଜ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ବଡ ଆଡମ୍ବର ସହ ଆରମ୍ଭ ହୋଇଛି ।  କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦାନ କରିଛନ୍ତି ।  ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ…

ବରଗଡ଼ ସଦର ବ୍ଳକ ଧଉଁରାଖନ୍ଦା ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି, ୫୧ ଆକ୍ରାନ୍ତ

ବରଗଡ଼ : ଝାଡ଼ାବାନ୍ତି ଆତଙ୍କ, ୫୧ ଆକ୍ରାନ୍ତ । ବରଗଡ଼ ସଦର ବ୍ଳକ ନିଲେଶ୍ବର ପଞ୍ଚାୟତ ଧଉଁରାଖନ୍ଦା ଗାଁରେ ବ୍ୟାପୁଛି ଝାଡାବାନ୍ତି । ଗାଁର ପ୍ରାୟ ୫୧ ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ…

କାରାଗାରରେ ଥିଲେ ବିଚାରାଧୀନ କଏଦୀ, ହୃଦଘାତ ଯୋଗୁଁ ମନୋଜଙ୍କ ମୃତ୍ୟୁ ହୋଇଥିଲା କହିଲେ ଜେଲ୍ କର୍ତ୍ତୃପକ୍ଷ

ବରଗଡ଼ : ବରଗଡ଼ ଜିଲ୍ଲା କାରାଗାରରେ ଥିବା ବିଚାରାଧୀନ କଏଦୀର ମୃତ୍ୟୁ ।  ମୃତକ ଜଣକ ପାଇକମାଲ ବ୍ଲକ ପ୍ରକାଶପୁର ଗାଁର ୨୬ ବର୍ଷୀୟ ଯୁବକ ମନୋଜ ପାଇକ ।  ବେଆଇନ ମଦ ବିକ୍ରୀ ଅଭିଯୋଗରେ ଗତ ୬ ତାରିଖ ଦିନ ଗିରଫ ହୋଇଥିଲେ ।  ବେଲ୍ ନାମଞ୍ଜୁର ହେବାରୁ ତାଙ୍କୁ ବରଗଡ଼ ଜିଲ୍ଲା କାରାଗାରକୁ…

ଲଗାଣ ବର୍ଷାରେ ବେହାଲ ବରଗଡ, ହନ୍ତସନ୍ତ ହେଲେ ସ୍ଥାନୀୟଲୋକେ

ବରଗଡ: ଲଗାଣ ବର୍ଷା ଯୋଗୁଁ ବରଗଡରେ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା । ସହରର ସ୍ଥିତି ବେହାଲ । କେଉଁଠି ରାସ୍ତା ଉପରେ ପାଣି ତ ଆଉ କେଉଁଠି ଘର ଭିତରେ ପାଣି ପଶି ଯାଇଛି । ପାଣିରେ ଉବୁଟୁବୁ ଘରର ଆସବାବ ପତ୍ର । ଦୋକାନ ବଜାର ସହ ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ବର୍ଷା ପାଣି…

ସାଇକେଲ ଯୋଗେ ଭାରତ ଭ୍ରମଣ,ନନ୍ଦିଘୋଷ ଖମାରୀଙ୍କୁ କରାଗଲା ବିପୁଳ ସ୍ବାଗତ

ବରଗଡ଼ (କେନ୍ୟୁଜ): ସମସ୍ତଙ୍କୁ ଦେଶର ଭିନ୍ନ ଭିନ୍ନ ସ୍ଥାନ ବୁଲାବୁଲି କରି ସୁନ୍ଦର ସୁନ୍ଦର ସ୍ଥାନ ଉପଭୋଗ କରିବା ପାଇଁ ବହୁତ ଇଚ୍ଛା ଥାଏ । କିନ୍ତୁ ଆମ ପରିବେଶ ସୁରକ୍ଷା କିପରି ହେବ ? ପରିବେଶକୁ ଆହୁରି ଅଧିକ ସୁନ୍ଦର କିପରି କରାଯାଇ ପାରିବ ? ସେ ଦିଗରେ କେହି ବି ଦୃଷ୍ଟି ଦିଅନ୍ତି ନାହିଁ…

ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥକ୍ଷେତ୍ର ନୃସିଂହନାଥଙ୍କ ପୀଠରେ ପାଳିତ ହୋଇଛି ବୈଶାଖୀ ମେଳା

ବରଗଡ଼ ଜିଲ୍ଲା ନୃସିଂହନାଥ ପୀଠରେ ପାଞ୍ଚଦିନ ଧରି ଚାଲିଥିବା ବୈଶାଖ ମେଳା ସୋମବାର ଉଦଯାପିତ ହୋଇଯାଇଛି । ଐତିହାସିକ,ସାଂସ୍କୃତିକ ଏବଂ ଧାର୍ମିକ ପୀଠ ଭାବେ ପରିଚିତ ଥିବା ଏହି ସ୍ଥାନରେ ପ୍ରକୃତିର ସବୁଜିମା ପରିବେଶ ଭିତରେ ଅବସ୍ଥାପିତ ହୋଇଛନ୍ତି ପ୍ରଭୁ ନୃସିଂହନାଥ। ପ୍ରତିବର୍ଷ ବୈଶାଖ ମାସରେ…