Browsing Tag

bargarh

ମାନବିକତାର ଅନନ୍ୟ ଦୃଷ୍ଟାନ୍ତ, କାରକୁ କ୍ଲିନିକ୍ କରି ରୋଗୀଙ୍କ ସେବା କଲେ ଡାକ୍ତର

ବରଗଡ଼:ଡାକ୍ତରଖାନା ନୁହେଁ, କାର ହେଲା କ୍ଲିନିକ୍ । ଦୁର୍ଗମ ଆଦିବାସୀ ଗାଁରେ ମାନବିକତାର ପରିଚୟ ଦେଖାଇଲେ ଡାକ୍ତର ଶଙ୍କର ରାମଚନ୍ଦାନି । ଆଜିର ବ୍ୟସ୍ତବହୁଳ ସମାଜରେ ଯେଉଁଠି ଚିକିତ୍ସା ସେବା ଧୀରେ ଧୀରେ ବ୍ୟବସାୟର ରୂପ ନେଉଛି, ସେଠାରେ ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ତଥା ‘ଟଙ୍କିକିଆ…

ବରଗଡ଼ ହାଟପଦା ସାଇ ମନ୍ଦିର ନିକଟରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ ଓ ୩ ଜଣ ଗୁରୁତର

ବରଗଡ଼: ବରଗଡ଼ ହାଟପଦା ସାଇ ମନ୍ଦିର ନିକଟରେ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ, ୩ ଜଣ ଗୁରୁତର । ଗୋଷ୍ଠୀ ସଂଘର୍ଷର କାରଣ ଅସ୍ପଷ୍ଟ ରହିଛି। ଗତକାଲି୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଭୁଜାଲି ଆକ୍ରମଣରେ ଜଣେ ଗୁରୁତର ଦୁଇ ଆହତ ହୋଇଥିଲେ। ମୃତକ କଲେଜ ରୋଡ଼…

ବରଗଡ଼ ଧନୁଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ପ୍ରକଳ୍ପ ପାଇଁ ୧୩୬୨ କୋଟିର ଭେଟି

ବରଗଡ଼ : ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ୧୩୬୨ କୋଟିର ଭେଟି । ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ ଯୋଗଦେଇ ଜିଲ୍ଲାବାସୀଙ୍କ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ଯେ, ଧନୁଯାତ୍ରାକୁ ୟୁନେସ୍କୋ ସ୍ୱୀକୃତି ପ୍ରଦାନ ପାଇଁ ସରକାର ପ୍ରୟାସ କରୁଛନ୍ତି ।…

ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି ସରିଲା ଅଡିସନ, କାଲି କଂସ ନାଁ ଘୋଷଣ

ସରିଲା ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ କଳାକାର ଚୟନ ପ୍ରକ୍ରିୟା । ବରଗଡ଼ ସହର ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ତିନି ଦିନ ଧରି ଚାଲିଥିଲା କଳାକାର ଚୟନ ପ୍ରକ୍ରିୟା । ଶେଷ ଦିବସରେ ୪୪ ଜଣଙ୍କ ମଧ୍ୟରୁ ୩୬ ଜଣ କଳାକାର କଂସ ଭୂମିକା ପାଇଁ ଦେଇଥିଲେ ଅଡିସନ । ମଞ୍ଚ…

ଧନୁଯାତ୍ରା ପାଇଁ ସରିଲା କଳାକାର ମାନଙ୍କ ଆବେଦନ ଯାଞ୍ଚ ପ୍ରକ୍ରିୟା

ବରଗଡ଼ : ସରିଲା କଂସ ଭୂମିକା ସମେତ ବିଭିନ୍ନ କଳାକାର ମାନଙ୍କ ଆବେଦନର ଯାଞ୍ଚ ପ୍ରକ୍ରିୟା। ବିଶ୍ଵର ସର୍ବବୃହତ ଖୋଳା ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଆବେଦନ କରିଥିବା କଳାକାର ମାନଙ୍କ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତା ୧୫ , ୧୬ ଏବଂ ୧୭ ତାରିଖ ପର୍ଯ୍ୟନ୍ତ…

ଦୀର୍ଘ ୨୫ ବର୍ଷ ହେବ ବିଦ୍ୟୁତ୍ ଦେଖିନାହାନ୍ତି ଗାଁ ଲୋକେ

ବରଗଡ଼ : ଭବିଷ୍ୟତକୁ ଉଜ୍ଜଳ କରିବାକୁ ଏଠି ଆଲୁଅର ଅଭାବ….ମହମ ବତୀ ଏଠି ଅନ୍ଧାକାରର ସାହାରା... ଟର୍ଚ୍ଚ ଲାଇଟର ଆଲୁଅରେ ଭାଗ୍ୟକୁ ଅଣ୍ଡାଳୁ ଅଣ୍ଡାଳୁ କେବେ ପ୍ରତିଶ୍‌ରୁତି ଖଣ୍ଡେ ମିଳେ । ସକାଳ ହେଲେ ଏଠି ଜୀବନ ଆରମ୍ଭ ହୁଏ । ତଥାପି ଏହାରି ଭିତରେ ଭବିଷ୍ୟତ ତିଆରି ହେବାକୁ ... ମୋବାଇଲ…

ପରିବାର ଲୋକ ନେଲେନି ମରଶରୀର, ସେଛ୍ବାସେବୀ ସଂଗଠନ କଲେ ଶବସତ୍କାର

ଖାଁ ଖାଁ ଶଶ୍ମାନ । ନା ପରିବାରର କାନ୍ଦ ବୋବାଳି ନା ବନ୍ଧୁ କୁଟୁମ୍ବଙ୍କ ଉପସ୍ଥିତି । ହୁତୁ ହୁତୁ ହୋଇ ଜଳୁଛି ଜୁଇ । ଏ ଦୃଶ୍ୟ ଦେଖିଲେ ଛାତି ଥରି ଯାଉଥାଏ । ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହେବ । ବିନା ପରିବାର ଲୋକଙ୍କ ଉପସ୍ଥିତିରେ ଜୁଇ କେମିତି ଜଳିପାରୁଛି । ଆପଣ ମାନଙ୍କ ମନରେ ପ୍ରଶ୍ନ…

ଡିଭାଇଡର ଉପରେ ମାଡ଼ିଗଲା କାର୍, ୩ ଜଣଙ୍କ ମୃତ୍ୟୁ

ବରଗଡ଼ : ଡିଭାଇଡର ଉପରେ ଚଢିଗଲା କାର୍, ୩ ଜଣଙ୍କ ମୃତ୍ୟୁ ହୋଇଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ବରଗଡ଼ ଭଟଲି ଛକ ଓଭର ବ୍ରିଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡ଼ିଗଲା କାର୍ ।…

ବରଗଡ଼ରେ ଜଘନ୍ୟ ହତ୍ୟାକାଣ୍ଡ, ଓଭର ବ୍ରିଜ୍ ରାସ୍ତା ଉପରେ ପଡ଼ିଛି ମୃତଦେହ

ବରଗଡ଼: ବରଗଡ଼ରେ ଜଘନ୍ୟ ହତ୍ୟାକାଣ୍ଡ । ୨୬ ବର୍ଷିୟ ଯୁବକଙ୍କ ଗଳା କାଟି ହତ୍ୟା । ପାଣିଛତ୍ର ଓଭର ବ୍ରିଜ୍ ରାସ୍ତା ଉପରେ ପଡ଼ିଛି ଗଳାକଟା ମୃତଦେହ ।  ମୃତକ ଜମୁର୍ଡା ଟାଙ୍ଗରପଡାର ଭୀମସେନ ବିଶ୍ବାଳ ଜଣାପଡ଼ିଛି । ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସର…

ବରଗଡ଼ରେ ଟେଲର ଦୋକାନୀଙ୍କୁ ଜଘନ୍ୟ ହତ୍ୟା, ବିକଳ ଚିତ୍କାର କରୁଛି ପରିବାର

ବରଗଡ଼: ମା' କାନ୍ଦି କାନ୍ଦି ନୟାନ୍ତ ହେଲାଣି ସ୍ତ୍ରୀ'ର ହଂସା ଉଡିଯାଉଛି । ମା' କହୁଛି ମୋତେ ମା' ବୋଲି ଆଉ କିଏ ଡାକିବ ? ସ୍ତ୍ରୀ ପଚାରୁଛି ମୋ ଛୁଆଙ୍କ ମୁହଁରେ କିଏ ଆହାର ଦେବ । ହଁ ଦର୍ଶକବନ୍ଧୁ, ଏ ମା' ଆଉ ସ୍ତ୍ରୀର ଟିକେ ବିକଳ ଚିତ୍କାର ଭଲସେ ଶୁଣନ୍ତୁ । କିପରି ଛାତି ବାଡେଇ…

ବରଗଡ଼ ୮ମ ଶ୍ରେଣୀ ଛାତ୍ରୀଙ୍କୁ ପୋଡ଼ି ମାରିବା ଘଟଣା, ପେଟ୍ରୋଲ ଦୋକାନୀ ଗିରଫ

ବରଗଡ : ବରଗଡ ଗାଇସିଲେଟ ଥାନା ଫିରିଙ୍ଗିମାଲ ଗାଁରେ ନାବାଳିକା ପେଟ୍ରୋଲ ଢାଳି ଜାଳି ହେବା ଘଟଣାରେ ରାସନ ଦୋକାନୀ ଗିରଫ । ରାସନ ଦୋକାନୀ ପ୍ରେମାନନ୍ଦ ଡନସେନାଙ୍କୁ ଗିରଫ କରିଛି ଗାଇସିଲେଟ ପୋଲିସ । ପୂର୍ବରୁ ମଧ୍ୟ ପୋଲିସ ପ୍ରେମାନନ୍ଦଙ୍କୁ ଥାନାକୁ ଡାକି ପଚରାଉଚୁରା କରିଥିଲା । ଗତ ୧୧…

ବରଗଡ଼ ଛାତ୍ରୀ ଜୀବନ ହାରିବା ଘଟଣା, ଗାଏସିଲେଟ୍ ଥାନାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା

ବରଗଡ଼: ରହସ୍ୟ ଘେରରେ ବରଗଡ଼ ଛାତ୍ରୀ ଜୀବନ ହାରିବା ଘଟଣା ।  ନିଜେ ଜଳିଲେ ନା କିଏ ଜାଳିଦେଲା ? ୩ ଜଣଙ୍କୁ ଅଟକ ରଖି ପଚରା ଉଚରା ଉଚରା କରୁଛି ପୋଲିସ । ମୃତ ଛାତ୍ରୀଙ୍କ ଅଜା, ଜଣେ ଦୋକାନୀଙ୍କ ସମେତ ୨ଜଣଙ୍କୁ ପଚରା ଜାରି ରଖିଛି । ଗତକାଲି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ପିରିଙ୍ଗିମାଳ ଗାଁରେ…