Browsing Tag

bargarh

ଗନ୍ଧମାର୍ଦ୍ଧନ ପର୍ବତରେ ଗୁଳି ବିନିମୟ ପରେ ମାଓ ସାମଗ୍ରୀ ଜବତ

ବରଗଡ଼ (କେନ୍ୟୁଜ୍‌): ଗନ୍ଧମାର୍ଦ୍ଧନ ପର୍ବତରେ ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ । ବରଗଡ଼ ଓ ବଲାଙ୍ଗୀର ସୀମାନ୍ତ ଗନ୍ଧମାର୍ଦ୍ଧନରେ କମ୍ବିଂ ଅପରେସନ ବେଳେ ଏସଓଜି ଏବଂ ଡିଭିଏଫ ଟିମ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ । ଗୁଳି ବିନିମୟ ବେଳେ ନକ୍ସଲମାନେ ଖସି…

ଶାଶୁ ଘରକୁ ଯାଉଥିବା ସମୟରେ ରେଳ ଷ୍ଟେସନରୁ ଜ୍ୱାଇଁ ନିଖୋଜ, ଥାନାରେ ଅଭିଯୋଗ ଦେଲେ ପରିବାର ଲୋକେ

ବରଗଡ଼ (କେନ୍ୟୁଜ): ବରଗଡ଼ ରେଳ ଷ୍ଟେସନରୁ ୩୨ ବର୍ଷିୟ ବିବାହିତ ଯୁବକ ନିଖୋଜ । ବରଗଡ଼ ଜିଲ୍ଲା ଭେଡେନ ଗ୍ରାମ ର ଗୁଣନିଧି ମେହେର ଓରଫ ବାବୁଲୁ ନିଖୋଜ ଅଛନ୍ତି । ସେ ବରଗଡ଼ ସହର ବାନ୍ଦୁଟିକ୍ରା ସ୍ଥିତ ESI ଅଫିସ ରେ କାର୍ଯ୍ୟ କରନ୍ତି । ଗୁଣନିଧି ସମ୍ବଲପୁର - ରାୟଗଡ଼ ଟ୍ରେନରେ ସଇଁତଳା…

ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଲୋକାର୍ପିତ, ଉପକୃତ ହେବେ ୪ ବ୍ଲକର ଚାଷୀ

ଭୁବନେଶ୍ୱର(କେନ୍ୟୁଜ୍‌): ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି। ବିଜେପୁରରେ ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୬୭୭ କୋଟି ୪୨ ଲକ୍ଷ ଟଙ୍କାର ଏହି ଉଠାଜଳସେଚନ ପ୍ରକଳ୍ପ ଦ୍ବାରା ଜିଲ୍ଲାର ୪ ବ୍ଲକ, ବିଜେପୁର,…

ନବମ ଦିନରେ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା : କୃଷ୍ଣ ବଳରାମଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି ମହାରାଜା କଂସ

ବରଗଡ଼ (କେନ୍ୟୁଜ): ଗୋପପୁର ଛାଡ଼ି ମଥୁରା ଅଭିମୁଖେ ବାହାରିଲେ କୃଷ୍ଣ ବଳରାମ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ନବମ ଦିନରେ ଦୁଇ ଭାଇ କୃଷ୍ଣ- ବଳରାମଙ୍କୁ ସାଙ୍ଗରେ ନେଇ କଂସ ମହାରାଜଙ୍କ ମନ୍ତ୍ରୀ ଅକୃର ମଥୁରା ନଗରୀ ଅଭିମୁଖେ ଯାତ୍ରା କରିଛନ୍ତି । କୃଷ୍ଣ ବଳରାମଙ୍କୁ ହତ୍ୟା…

ଘରେ ଅର୍ଦ୍ଧଦଗ୍ଧ ଅଵସ୍ଥାରେ ଏକା ପଡ଼ିଥିଲେ ବୃଦ୍ଧା, ଉଦ୍ଧାର କଲେ ସ୍ୱେଚ୍ଛାସେବୀ

ବରଗଡ଼ (କେନ୍ୟୁଜ୍‌) : ରୋଷେଇ କଲା ବେଳେ କେମିତି କେଜାଣି ଘରେ ନିଆଁ ଲାଗିଗଲା । ଘରେ ଥିବା ଜିନିଷପତ୍ର ପୋଡ଼ିଗଲା । ଆଉ ତା ସହିତ ନିଜେ ପୋଡ଼ିଗଲେ ୭୦ ବର୍ଷର ବୃଦ୍ଧା ବସନ୍ତ ସାହୁ । ଶରୀରର ବହୁ ଅଂଶ ପୋଡ଼ି ଯାଇଥିଲା ବସନ୍ତ ମା’ଙ୍କର । ପୋଡ଼ା ଯନ୍ତ୍ରଣା ସମ୍ଭାଳିବା ଭାରି କଷ୍ଟ । ସେହି…

ଚାପିଦେଲା ଟ୍ରକ, ୨ ବାଇକ୍ ଆରୋହୀ ମୃତ

ବରଗଡ଼ (କେନ୍ୟୁଜ): ଚାପିଦେଲା ଟ୍ରକ। ଟ୍ରକ ଧକ୍କାରେ ୨ ବାଇକ୍ ଆରୋହୀ ମୃତ। ବରଗଡ଼ ଅତାବିରା ଥାନା ଦେବାହାଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବାଇକ ଚାଳକଙ୍କ ଉପରେ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନେ…

ବରଗଡ଼ରେ ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନା

ବରଗଡ଼ (କେନ୍ୟୁଜ): ବରଗଡ଼ରେ ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ। ବରଗଡ଼ରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି। ମୃତ ବ୍ୟକ୍ତି ଜଣକ ସୋହେଲା ଅଞ୍ଚଳର ଜଣେ ୪୮ ବର୍ଷୀୟ ବ୍ୟକ୍ତି। ବେସରକାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବରଗଡ଼ ଜିଲ୍ଲା…

ବରଗଡ଼ରେ ଆଇଟିର ଚଢ଼ାଉ : ଏକକାଳୀନ ୮୦ଟି ସ୍ଥାନରେ ରେଡ୍

ବରଗଡ଼ (କେନ୍ୟୁଜ): ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ । ବରଗଡ଼ ଜିଲ୍ଲାର ଦଶଟି ସ୍ଥାନରେ କେନ୍ଦ୍ରୀୟ ଆୟକର ବିଭାଗର ଚଢ଼ାଉ । ଜିଲ୍ଲାର କିଛି ଦୋକାନ, ଅଏଲ ପ୍ଲାଣ୍ଟ ଉପରେ ଚଢ଼ାଉ କରିଛି ବିଭାଗ । ସଁୟାସ୍ଥିତ ବାଲଗୋପାଳ ଅଏଲ୍ ମିଲରେ ବି ରେଡ୍ ହୋଇଛି । ଲିଙ୍କରେ ଥିବା ସିଏ ଓ ଅନ୍ୟାନ୍ୟ ସ୍ଥାନରେ…

ବରଗଡ଼ ସୋହିଲାରେ ପୁରା ପରିବାର ବିଷ ପିଇବା ଘଟଣା: ପୁଅ ଓ ଝିଅ ମୃତ, ମାଆ ଗୁରୁତର

ବରଗଡ଼(କେନ୍ୟୁଜ୍):  ବିଷ ପିଇ ପୁଅ ଓ ଝିଅ ମୃତ । ମାଆ ଗୁରୁତର । ବରଗଡ ଜିଲ୍ଲା ସୋହେଲା ମାଷ୍ଟରପଡ଼ାରେ ଆଜି ଅର୍ଜୁନ ସାହୁଙ୍କ ପତ୍ନୀ କୁମୁଦିନୀ, ପୁଅ ବଂଶୀଧର ଓ ବିବାହିତା ଝିଅ ସୁବର୍ଣ୍ଣ ମହାଜନ କୀଟନାଶକ ପିଇ ଦେଇଥିଲେ । ସେମାନଙ୍କ ମଧ୍ୟରୁ ପୁଅ ବଂଶୀଧର ଓ ଝିଅ ସୁବର୍ଣ୍ଣ ଆଖି ବୁଜିଛନ୍ତି ।…

ପୁଣି ବେଆଇନ କପ୍ ସିରପ: ୩ଜଣଙ୍କୁ ଗିରଫ କଲା ବରଗଡ଼ ଥାନା ପୋଲିସ

ବରଗଡ଼(କେନ୍ୟୁଜ୍):  ବିପୁଳ କପ୍ ସିରପ ସହ ୩ ଗିରଫ। ବେଆଇନ କପ୍ ସିରପ କାରବାର ଅଭିଯୋଗରେ ପୁଣି ୩ଜଣଙ୍କୁ ଗିରଫ କରିଛି ବରଗଡ଼ ଟାଉନ ଥାନା ପୋଲିସ। ଗତ ୨୨ ତାରିଖରେ ଟାଉନ ଥାନା କପ୍ ସିରପ କାରବାର ଅଭିଯୋଗରେ ପ୍ରାୟ ୬୦ ଜଣଙ୍କୁ ଗିରଫ କରିଥିଲା। ସେହି ମାମଲାରେ ଆଉ ୩ଜଣଙ୍କୁ ଗିରଫ କରାଯାଇଥିବା…

ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ, ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା…

ବରଗଡ଼ରେ ଜବରଦଖଲ ଉଚ୍ଛେଦ ପ୍ରତିବାଦ, ରାସ୍ତା କଡ଼ ଦୋକାନୀଙ୍କ ବିରୋଧ ଓ ଧାରଣା

ବରଗଡ଼(କେନ୍ୟୁଜ୍): ବରଗଡ଼ରେ ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା । ଧାରଣାରେ ବସିଲେ ବ୍ୟବସାୟୀ । ବରଗଡ଼ ସହର ସ୍ଥିତ ଲେଙ୍କୁ ମିଶ୍ର ଛକ ଠାରୁ ନୂତନ ଜୀରା ବ୍ରିଜ ପର୍ଯ୍ଯନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଜବର ଦଖଲ ଉଛେଦକୁ ନେଇ ଜିଲ୍ଲା ପ୍ରଶାସନ ଦେଇଥିବା ୪୮ ଘଣ୍ଟା ସମୟ ସୀମା ଆଜି ସରୁଛି । ଏହା…