ବରମୁଣ୍ଡା ନିର୍ମାଣାଧୀନ ବସ୍ ଟର୍ମିନାଲ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା
ଭୁବନେଶ୍ୱର(କେନ୍ୟୁଜ) : ବରମୁଣ୍ଡାର ନିର୍ମାଣାଧୀନ ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ ISBT ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା । ୧୫.୫ ଏକର ଜାଗାରେ ଏହି ବସ ଟର୍ମିନାଲ ନିର୍ମାଣ କରାଯାଉଛି । ଅନ୍ତଃ ଓ ଆନ୍ତଃ ରାଜ୍ୟବସ୍ ଏହି ଟର୍ମିନସ ଦେଇ ଯା'ଆସ କରିବ ।…