Browsing Tag

barsha priyadarshini

ବର୍ଷାଙ୍କ ଉଦ୍ଦେଶ୍ୟରେ ଅନୁଭବଙ୍କ ନୂଆ ଭିଡିଓ… କହିଲେ, ଭଲ ମଣିଷ ହିସାବରେ ଛାଡପତ୍ରକୁ ସ୍ବୀକାର କରନ୍ତୁ

(କେନ୍ୟୁଜ): ଅନୁଭବ-ବର୍ଷା । ଦିନେ ଏମାନଙ୍କ ପ୍ରେମକୁ ନେଇ ସାରା ଓଡିଶାରେ ହେଉଥିଲା ଚର୍ଚ୍ଚା । ଏବେ ଚର୍ଚ୍ଚା ହେଉଛି ଏମାନଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦକୁ ନେଇ । ଏବେ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସାଂସଦ ତଥା ସ୍ବାମୀ ଅନୁଭବ ମହାନ୍ତି ନୂଆ ଭିଡିଓ ଛାଡିଛନ୍ତି।…

ପରିବାର ଅଦାଲତରେ ବର୍ଷା ପ୍ରିୟଦର୍ଶିନୀଙ୍କ ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ, ଅଧିକ ଜେରା ପାଇଁ କୋର୍ଟକୁ ସମୟ ମାଗିଲେ…

କଟକ (କେନ୍ୟୁଜ): ପରିବାର ଅଦାଲତରେ ବର୍ଷା ପ୍ରିୟଦର୍ଶିନୀଙ୍କ ସାକ୍ଷ୍ୟ ଗ୍ରହଣ ଅସମ୍ପୂର୍ଣ୍ଣ। ଶେଷ ହେଲା ବର୍ଷାଙ୍କ ଦ୍ୱିତୀୟ ଦିନ ଜେରା। ଆହୁରି ଅଧିକ ଜେରା ପାଇଁ କୋର୍ଟକୁ ପୁଣି ସମୟ ମାଗିଲେ ଅନୁଭବଙ୍କ ଓକିଲ। ବର୍ଷାଙ୍କୁ କେବଳ ଇଂରାଜୀରେ ଜେରା ପାଇଁ ଅନୁଭବଙ୍କ ପକ୍ଷରୁ ହୋଇଥିଲା ଏକ…

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଠକେଇ ମାମଲାରେ ଓକିଲଙ୍କ ପ୍ରତିକ୍ରିୟା: କିଛି ଖଳପ୍ରକୃତିର ବ୍ୟକ୍ତି ଚକ୍ରାନ୍ତ କରି…

ଭୁବନେଶ୍ୱର (କେନ୍ୟୁଜ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଠକେଇ ମାମଲା। ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ ବର୍ଷାଙ୍କ ଓକିଲ। ସେ କହିଛନ୍ତି ଏହା ଏକ ବୃଥାହୀନ ଅଭିଯୋଗ। ଏଥିରେ କିଛିବି ସତ୍ୟତା ନାହିଁ। ଆମ ପାଖରେ ଯାହାବି ତଥ୍ୟ ରହିଛି ସେସବୁ ଆମେ ଥାନ ଅଧିକାରୀଙ୍କୁ ପ୍ରଦାନ କରିବୁ।…

ଶାଶୁ ଘର ଛାଡିଲେ ଅଭିନେତ୍ରୀ ବର୍ଷା

କଟକ (କେନ୍ୟୁଜ୍): ଶାଶୁ ଘର ଛାଡିଲେ ଅଭିନେତ୍ରୀ ବର୍ଷା। ଏକ ମାସ ଭିତରେ ଘର ଛାଡିବା ପାଇଁ ଅଦାଲତ ଅଗଷ୍ଟ ୩୦ରେ ବର୍ଷା ପ୍ରିୟଦର୍ଶନୀଙ୍କୁ ଆଦେଶ ଦେଇଥିଲେ। ଶୁକ୍ରବାର ଦିନ ସମୟସୀମା ପୂରଣ ହୋଇଥିବା ବେଳେ ବର୍ଷା ଶାଶୁ ଘର ଛାଡି ନିଜ ଘରକୁ ଚାଲି ଯାଇଛନ୍ତି। ଏପଟେ ଚଳଚ୍ଚିତ୍ର ଅଭିନେତା ତଥା…

ପରିବାର ଅଦାଲତରେ ଶୁଣାଣି ପାଇଁ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ, ଆଜି ପୁଣି ହୋଇପାରେ କାଉନସେଲିଂ

କଟକ(କେନ୍ୟୁଜ୍): ବହୁଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ପାରିବାରିକ ବିବାଦ ମାମଲା । ପରିବାର ଅଦାଲତରେ ଶୁଣାଣି ପାଇଁ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ । ଗତ ୧୪ ତାରିଖରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ । ବିଚାରପତି ସେଦିନ…

ଅନୁଭବ ଦେଇଥିବା ଭଗବତ ଗୀତାକୁ ଆଜି ବର୍ଷାଙ୍କୁ ପ୍ରଦାନ ଓକିଲ ରାମକୃଷ୍ଣ ରଥ

କଟକ(କେନ୍ୟୁଜ୍): ବର୍ଷାଙ୍କ ପାଇଁ ଗତକାଲି ଗୀତା ଉପହାର ଦେଇଥିଲେ ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଓକିଲଙ୍କ ଜରିଆରେ ଶ୍ରୀମଦ ଭଗବତ ଗୀତାକୁ ପରିବାର ଅଦାଲତ ପରିସରରେ ପ୍ରଦାନ କରିଥିଲେ । ତେବେ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ଗତକାଲି ବର୍ଷାଙ୍କୁ ଭଗବତ ଗୀତାକୁ ଗତକାଲି ପ୍ରଦାନ କରି…

କଟକ ସାଇବର ଥାନାରେ ପୁଣି ଆଉ ଏକ ଏତଲା ଦେଲେ ବର୍ଷା, ସାମାଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ ହେଉଥିବା…

କଟକ(କେନ୍ୟୁଜ୍‌): ପୁଣି ଆଉ ଏକ ଏତଲା ଦେଲେ ବର୍ଷା । କଟକ ସାଇବର ଥାନାରେ ବର୍ଷା ଏତଲା ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ ହେଉଥିବା ନେଇ ଏତଲାରେ ଉଲ୍ଲେଖ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ନିବେଦନ କରିଛନ୍ତି । ବର୍ଷାଙ୍କ…

କଟକ ଏସଡିଜେଏମଙ୍କ କୋର୍ଟରେ ବର୍ଷା-ଅନୁଭବ ବିବାଦ ମାମଲାର ଶୁଣାଣି

କଟକ(କେନ୍ୟୁଜ୍‌): କଟକ ଏସଡିଜେଏମଙ୍କ କୋର୍ଟରେ ବର୍ଷା-ଅନୁଭବ ବିବାଦ ମାମଲାର ଶୁଣାଣି । ଅନୁଭବଙ୍କ ଦ୍ୱାରା ଆଗତ ଦୁଇଟି ପିଟିସନର ଶୁଣାଣି ହୋଇଛି । ସେଥିରୁ ବର୍ଷାଙ୍କ ରୋଜଗାର ସମ୍ପର୍କିତ ତଥ୍ୟ କୋର୍ଟରେ ରଖିବାକୁ ଏକ ମାମଲା ଓ ଅନ୍ୟଟି ବର୍ଷାଙ୍କୁ ଘରୁ ଉଛେଦ ପାଇଁ ପିଟିସନ । ଉଭୟ ପିଟିସନର…

ଅନୁଭବଙ୍କ ନାଁରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଘଟଣା, ଅଭିଯୋଗର ତର୍ଜମା କରାଯାଉଥିବା କହିଲେ କଟକ ଡିସିପି

କଟକ(କେନ୍ୟୁଜ୍‌): ପୁଣି ତେଜିଲା ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶନୀ । ଏତଲାରେ ଥିବା ଅଭିଯୋଗଗୁଡିକର ତର୍ଜମା କରାଯାଉଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ପୂର୍ବରୁ ସମାନ…

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜାଗୃତି ଶୁକ୍ଳାଙ୍କ ବିରୋଧରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା

କଟକ(କେନ୍ୟୁଜ୍): ଜାତୀୟ ସ୍ତରର ସାମ୍ବାଦିକ ଜାଗୃତି ଶୁକ୍ଳାଙ୍କ ବିରୋଧ କଟକ ପୁରୀଘାଟ ଥାନାରେ ଏତଲା ଦାୟର କଲେ ବର୍ଷା ପ୍ରିୟଦର୍ଶୀନି। ଫେସବୁକ ପୋଷ୍ଟକୁ ନେଇ ବର୍ଷା ଏତଲା କରିଛନ୍ତି। ବର୍ଷା ଏତଲାରେ ଲେଖିଛନ୍ତି ଅନୁଭବଙ୍କୁ ମାଧ୍ୟମ କରି ଜାଗୃତି ମୋ ସମ୍ମାନ ହାନୀ କରୁଛନ୍ତି। ଆବଶ୍ୟକ…