ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା
ଆଜି ଶପଥ ନେଲେ ବର୍ଷା ସିଂ ବରିହା। ପଦ୍ମପୁରର ନବ ନିର୍ବାଚିତ ବିଧାୟିକା ଭାବେ ଶପଥ ନେଲେ ବର୍ଷା। ବିଧାନସଭାରେ ବର୍ଷାଙ୍କୁ ଶପଥ ପାଠ କରାଇଲେ ବାଚସ୍ପତି। ଶାଶୁ ଶ୍ୱଶୁରଙ୍କଠାରୁ ଆଶୀର୍ବାଦ ନେଇ ବିଧାନସଭା ଯାଇଥିଲେ। ଶପଥ ଗ୍ରହଣ ସମାରୋହରେ ଭଟଲି ବିଧାୟକ ସୁଶାନ୍ତ ସିଂହ ଓ ଜିଲ୍ଲାର ବହୁ…