ଜଳୁଛି ଜଙ୍ଗଲ, ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଣ୍ଡବ ଗୁମ୍ଫା ନିକଟରେ ଲାଗିଛି ନିଆଁ
ଖୋର୍ଦ୍ଧା (କେନ୍ୟୁଜ୍) : ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ଲାଗିଲା ନିଆଁ । ପାହାଡ଼ରେ ଥିବା ପାଣ୍ଡବ ଗୁମ୍ଫା ଅଞ୍ଚଳରେ ନିଆଁ ଲାଗିଛି । ୫୦୦ ମିଟର ଭିତରେ ହୁ ହୁ ହୋଇ ଜଳୁଛି ଜଙ୍ଗଲ । କୌଣସି ଦୁର୍ବୃତ୍ତ ପଣ୍ଡାବ ଗୁମ୍ଫା ବୁଲିବାକୁ ଯାଇଥିବା ବେଳେ ନିଆଁ ଲାଗେଇଥିବା ନେଇ ସନ୍ଦେହ କରାଯାଉଛି ।…