Browsing Tag

basudevpur

ଥମିବାର ନାଁ ନେଉନି ମନ୍ଦିର ଲୁଟ୍: ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ବାସୁଦେବପୁର(କେନ୍ୟୁଜ): ମନ୍ଦିର ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି । ସବୁସୀମା ଟପିଲେ ଏ ଚୋର । ଶେଷରେ ଠାକୁରଙ୍କୁ ବି ଛାଡ଼ିଲେନି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକରେ ଘଟିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗୋ ପଞ୍ଚାୟତ ଜେନା ସାହିରେ ଥିବା ଗୋପାଳଜୀୟୁ ମନ୍ଦିରରୁ ଗତକାଲି…

ୱାର୍ଡ ସଭ୍ୟଙ୍କୁ ଅତର୍କିତ ଆକ୍ରମଣ, ଘୋଷାଡ଼ି ଘୋଷାଡ଼ି ମାଡ ମାରିବା ସହ ଫିଙ୍ଗିଲେ ଇଟା

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତ ମଧୁସୁଦନପୁର ଗ୍ରାମର ୧ନଂ ସୀମାକୁ ଲାଗି କରି ରହିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ । ସେହି ସୀମାରେ ବାସୁଦେବପୁର ବ୍ଲକର କିଛି ସରକାରୀ ଜମିକୁ ସିମୁଳିଆ ବ୍ଲକର ଉପେନ୍ଦ୍ର ସାହୁଙ୍କ ପରିବାର ଜୋର ଜବରଦସ୍ତ ଦୀର୍ଘ ଦିନ ହେବ ନିଜ…

ବାସୁଦେବପୁରରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଛି ଭବ୍ୟ ଆୟୋଜନ, ୬ ଫୁଟ ଉଚ୍ଚ ଦୀପରେ ରହିବ ୧୦ ହଜାର ଲିଟର ଘିଅ

ବହୁତ ଦିନର ପ୍ରତୀକ୍ଷା ପରେ ରାମ ମନ୍ଦିର ନିର୍ମାଣର ଅନ୍ତ ଘଟିବାକୁ ଯାଉଛି । ଆଉ ମାତ୍ର କିଛି ଦିନର ଅପେକ୍ଷା ଏହାପରେ ୨୨ ଜାନୁଆରୀରେ ରାମଲାଲା ଅଯୋଧ୍ୟାରେ ବିରାଜମାନ କରିବେ । ଏଥିପାଇଁ ଚଳଚଞ୍ଚଳ ହୋଇପଡି଼ଛି ସମଗ୍ର ଭାରତ ବର୍ଷ । ସନାତନୀଙ୍କ ପାଇଁ ପୂରଣ ହେବାକୁ ଯାଉଛି ପାଞ୍ଚଶହ ବର୍ଷର…

ଅର୍ଥ ସାଜିଛି ବାଧକ, ବାପା ମା’ଙ୍କ ଦୁଃଖ ଦେଖି ନପାରି ଘରୁ ଗୋଡ଼ କାଢ଼ିଲା ପୁଅ

ଭଦ୍ରକ (କେନ୍ୟୁଜ): ପରିବାର ଆଖିରୁ ଶୁଖୁନି ଲୁହ । ଅର୍ଥ ସାଜିଛି ବାଧକ । ଦୀର୍ଘଦିନ ଧରି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶେଷରେ ଜୀବନ ମୃତ୍ୟୁର ଲଢେଇରେ ହାରିବାକୁ ବସିଛନ୍ତି । ସରକାରୀ ସହାୟତା ପାଲଟିଛି ଏମାନଙ୍କ ପାଇଁ ସାତ ସପନ । ବାପା ମା’ଙ୍କ ଦୁଃଖକୁ ଦେଖି ନପାରି ଘରର କାମ ସହିତ ବାହାର…

ରାସ୍ତା ଉପରେ ଗାଡ଼ି ସଜାଡିବା ହେଲା କାଳ: ପଛପଟୁ ଆସି ଚାପିଦେଲା ଟ୍ରକ, ହେଲପର ମୃତ

ବାସୁଦେବପୁର (କେନ୍ୟୁଜ) : ରାସ୍ତା ଉପରେ ଗାଡ଼ି ସଜାଡିବା ହେଲା କାଳ । ପଛପଟୁ ଆସି ଚାପିଦେଲା ଟ୍ରକ । ଫଳରେ ଘଟଣାସ୍ଥଳରେ ହେଲପର ମୃତ, ଡ୍ରାଇଭର ଗୁରୁତର । ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତା ମନ୍ଦାରୀପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ…

ବୋହୂର ଅଧିକାର ଦାବି: ୨୩ ଦିନ ହେଲା ଶ୍ୱଶୁର ଘର ବାରଣ୍ଡାରେ ନ୍ୟାୟ ମାଗୁଛନ୍ତି ଦୀପା

ବାସୁଦେବପୁର (କେନ୍ୟୁଜ): ପ୍ରଥମେ ପ୍ରେମ ପରେ ବିବାହ। ଏବେ ବୋହୂର ନ୍ୟାର୍ଯ୍ୟ ଦାବି କରି କୁନି ପୁଅକୁ ଧରି ଶଶୁର ଘର ଆଗରେ ଧାରଣା ଦେଇଛନ୍ତି। ଗତ ୨୩ ଦିନ ହେଲାଣି ଶ୍ୱଶୁର ଘର ବାରଣ୍ଡାରେ ବସିଛନ୍ତି ଦୀପା । ଶୀତ କାକରରେ ଥରୁଛନ୍ତି ମା ଏବଂ ଦେଢ ବର୍ଷର କୁନି ପୁଅ । ଭଦ୍ରକ ଜିଲ୍ଲା…

କାମୁଡ଼ା ସାପକୁ ଧରି ମେଡିକାଲକୁ ଆସିଲେ ରୋଗୀ, ତାଜୁବ ସ୍ଥାନୀୟବାସୀ

ଭଦ୍ରକ (କେନ୍ୟୁଜ): ସାପ ତାଙ୍କୁ କାମୁଡ଼ିଲା । ହେଲେ ସେ ବି ସାପକୁ ଛାଡ଼ିଲେନି । ଯୁବକ ଜଣକଙ୍କୁ କାମୁଡ଼ିଥିବା ସାପକୁ ଧରି ପହଞ୍ଚିଲେ ଡାକ୍ତରଖାନାରେ। ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ୧୧ ନଂ ୱାର୍ଡର ମୁସଲିମ ସାହିରେ ଏହି ଘଟଣା ଘଟିଛି । ଏପରି ଘଟଣା ଦେଖି ତାଜୁବ…

ରାସନ ସାମଗ୍ରୀକୁ ହଡ଼ପ କରିନେଲେ ରିଟେଲର ବାବୁ

ଲୋକଙ୍କ ରାସନ ସାମଗ୍ରୀକୁ ହଡପ କରିନେଲେ ରିଟେଲର ବାବୁ। ଖାଉଟିଆଙ୍କ ପାଇଁ ସରକାର ଯୋଗାଉଥିବା ଖାଦ୍ୟ ସାମଗ୍ରୀକୁ ନିଜ ହିସାବରେ ଅଧା କରି ଦେଉଥିଲେ । ପରେ ଦିଆଯିବ କହି ଲୋକଙ୍କୁ ଠକି ଚାଲୁଥିଲେ । ଲୋଭ ତାଙ୍କୁ ଏମିତି ବାୟା କଲା ଯେ ଥରେ ଭାବିଲେନି ଏହାର ପରିଣାମ କଣ ହେବ । ଏମିତି କାମ ଚୋରି…

ବସ କାର ମୁଁହାମୁହିଁ ଧକ୍କା: ୮ ଯାତ୍ରୀ ଗୁରୁତର, ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ବିଦେଇପୁର ଛକ ନିକଟରେ ବସ କାର ମୁଁହାମୁହିଁ ଧକ୍କା ହୋଇଛି। ଫଳରେ କାରରେ ଥିବା ୮ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରିଛନ୍ତି ।…

ବିଷାକ୍ତ ଫଳ ଖାଇ ୫ ଛାତ୍ର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାସୁଦେବପୁର (କେନ୍ୟୁଜ): ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। କଳାରଙ୍ଗର ଫଳ ଖାଇ ଅସୁସ୍ଥ ହୋଇ ପଡ଼ିବାରୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗତକାଲି ସନ୍ଧ୍ୟା…

ଆଜି ପବିତ୍ର ଶନି ଓଷା

ଶନି ଦେବ ହେଉଛନ୍ତି ନ୍ୟାୟର ଦେବତା | ଶନି ଦେବଙ୍କ କୋପ ଦୃଷ୍ଠିରୁ କେହିବି ତ୍ରାହି ପାରି ନାହାନ୍ତି | ଶନି ଦେବଙ୍କ ଶରଣ ନେଲେ ରୋଗ ,ଦୋଷ ,ପାପ ମୋଚନ ହୋଇଥାଏ | ଉଚିତ କର୍ମ କଲେ ଶନିଦେବ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତେବେ ଆମ ହିନ୍ଦୁ ଧର୍ମରେ ଶନିଦେବଙ୍କର ପୂଜା ପାଇଁ ଅନେକ ନିୟମ…

ରାସ୍ତାରେ ଛିଡା ହୋଇଥିବା ଟ୍ରକ ପଛରେ ପିଟିହେଲା ଆଉ ଏକ ଟ୍ରକ, ଡ୍ରାଇଭର ମୃତ

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ବାଲିମୁଣ୍ଡା ପଂଚାୟତ ନନ୍ଦପାଟଣା ଛକ ନିକଟରେ ସଡକ ଦୁର୍ଘଟଣା। ଟ୍ରକ ପଛ ପଟକୁ ଆଉ ଏକ ଟ୍ରକ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜୁଆଣି…