Browsing Tag

bbsr

ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ,ନିୟୋଜିତ ହେଲେ ଗନ୍ ମ୍ୟାନ

ଭୁବନେଶ୍ବର : ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ ।  କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।  କର୍ମଚାରୀଙ୍କ ପାଇଁ ବଢିଲା ସୁରକ୍ଷା ।  ନିୟୋଜିତ ହେଲେ ଗନ୍ ମ୍ୟାନ। ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସହ ଆଲୋଚନା କରାଯାଇଛି । ଅତିରିକ୍ତ ସୁରକ୍ଷା…

ମହାପୁରୁଷ ଜନ୍ମ ହୋଇଥିବା ଗାଁର ଉନ୍ନତି କରିବ ପଞ୍ଚାୟତିରାଜ ବିଭାଗ : ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ୧୦୦ରୁ ୧୫୦ ଗାଁ ହେବ ମହାପୁରୁଷ ଆଦର୍ଶ ଗାଁ।  ମହାପୁରୁଷ ଜନ୍ମ ହୋଇଥିବା ଗାଁର ଉନ୍ନତି କରିବ ପଞ୍ଚାୟତିରାଜ ବିଭାଗ ।  ଏଥିପାଇଁ ୯ ରୁ ୧୦ ବିଭାଗ ମିଳିତ ଭାବେ କାମ କରିବେ। ଗାଁ ରାସ୍ତା, ପିଇବା ପାଣି, କ୍ଷେତକୁ ପାଣି, ସ୍କୁଲ, ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ…

କିମ୍‍ସରେ ଯୁବକଙ୍କ ଅଙ୍ଗ ଦାନ, ଅନ୍ୟ ୨ ଜଣଙ୍କ ଜୀବନରେ ଆଶାର ଆଲୋକ ସଞ୍ଚାର

ଭୁବନେଶ୍ୱର : ଜଣେ ବ୍ରେନ୍‍ ଡେଡ‍ ରୋଗୀଙ୍କ ଅଙ୍ଗ ଦାନ ଫଳରେ ଅନ୍ୟ ଦୁଇଜଣଙ୍କ ଜୀବନରେ ଆଶାର ଆଲୋକ ସଞ୍ଚାର ହୋଇଛି ।  ଅନୁଗୁଳର ଜଣେ ୨୮ବର୍ଷୀୟ ଅବିବାହିତ ଯୁବକ ମେ ୩୦ ତାରିଖରେ ଦୁର୍ଘଟଣାଗ୍ରସ୍ତ ହୋଇ ସଙ୍କଟାପନ୍ନ ଅବସ୍ଥାରେ କିମ୍ସ ହସ୍ପପିଟାଲରେ ପହଞ୍ଚିଥିଲେ ।  ଚିକିତ୍ସାଧୀନ ଅବସ୍ଥାରେ…

ବାଜିଲା ଡେଙ୍ଗୁରା, ଲାଗିଲା ଲଟକା : କୁଖ୍ୟାତ ନିଶା ବେପାରୀ ଲୋକନାଥ ସାମଲଙ୍କ ଘରେ ଲାଗିଲା ଲଟକା

ଭୁବନେଶ୍ବର : ବାଜିଲା ଡେଙ୍ଗୁରା ଲାଗିଲା ଲଟକା ।  ଭୁବନେଶ୍ବର ଲିଙ୍ଗରାଜ ଥାନା ନାଗେଶ୍ଵର ଟାଙ୍ଗୀ ଅଞ୍ଚଳର କୁଖ୍ୟାତ ନିଶା ବେପାରୀ ଲୋକନାଥ ସାମଲଙ୍କ ଘରେ ଲାଗିଲା ଲଟକା । କୋର୍ଟଙ୍କ ନିର୍ଦ୍ଦେଶରେ ଲିଙ୍ଗରାଜ ଥାନା ପକ୍ଷରୁ ଲଟକା ଜାରି ହୋଇଛି ।  ଯଦି ୩୦ ଦିନ ମଧ୍ୟରେ ଥାନାରେ ହାଜର…

ବଢିଲା +୩ ନାମଲେଖା ଆବେଦନ ଅବଧି, ଜୁନ୍ ୪ତାରିଖ ଯାଏଁ କରିପାରିବେ ଆବେଦନ

ଭୁବନେଶ୍ୱର  : ବଢିଲା +୩ ନାମଲେଖା ଆବେଦନ ଅବଧି ।  ଜୁନ୍ ୪ତାରିଖ ଯାଏଁ କରିପାରିବେ ଆବେଦନ ।  ୪ ତାରିଖ ରାତି ୧୧ଟା ୪୩ ଯାଏ ଆବେଦନ କରିପାରିବେ ।  ଛାତ୍ରଛାତ୍ରୀ ଅଭିଭାବକଙ୍କ ଦାବି ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି  । ଜୁନ୍‌ ୧ ତାରିଖ ରାତି ୧୧.୪୫ରେ ଶେଷ…

ବାପା ଅଟୋ ଚଲାନ୍ତି, ଝିଅ ଦଶମ ପରୀକ୍ଷାରେ A1 ଗ୍ରେଡରେ ପାସ୍ କରିଛନ୍ତି

ଆମେ ବସ୍ତିରେ ରହୁଛୁ ବୋଲି କଣ ସ୍ବପ୍ନ ଦେଖିବୁନି ? ଯଦି ଦେଖିଲୁ ତାହେଲେ ତାକୁ ପୂରଣ କରିବା ଲାଗି ପରିଶ୍ରମ ତ କରିବାକୁ ପଡିବ…..ବାବୁ l ଏ ଗରିବୀର କଷାଘାତ ସହି ଆମେ ନିଆକୁ ଦେଖାଇବୁ ଯେ ଗରିବ ଶବ୍ଦ ଆଜି ଆମ ପାଖରେ ହାରି ଯାଇଛି l ହଁ ଆଜ୍ଞା,ଦଶମ ପାସ କରି ଭଲ ମାର୍କ ରଖି ଉତ୍ତୀର୍ଣ୍ଣ…

ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ, ଦଳର ବରିଷ୍ଠ ନେତା ବିଜେଡି ସଭାପତିଙ୍କୁ ଭେଟି କଲେ ଆଲୋଚନା

ଭୁବନେଶ୍ଵର : ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ।  ଦଳର ବରିଷ୍ଠ ନେତା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ।  ପ୍ରସନ୍ନ ଆଚାର୍ଯ୍ୟ, ଶଶୀଭୂଷଣ ବେହେରା, ନୃସିଂହ ସାହୁ ପ୍ରମୁଖ ବୈଠକରେ ଯୋଗ ଦେଇଛନ୍ତି ।  ବୈଠକରେ ମୁଖ୍ୟତଃ ସାଂଗଠନିକ ନିର୍ବାଚନ ଓ…

୨୨ ରେ ଓଡ଼ିଶା ଆସିପାରନ୍ତି ଅମିତ ଶାହ, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ୱର : ଆସନ୍ତା ୨୨ ଓଡ଼ିଶା ଆସିପାରନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।  ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ।  ରାଜ୍ୟ ବିଜେପି ସଭାପତି ଚୟନ ବିଳମ୍ବିତ ହେଉଥିବାରୁ ଏହି ପ୍ରସଙ୍ଗରେ ସେ ଦଳୀୟ ନେତାଙ୍କ ସହ ଆଲୋଚନା କରିପାରନ୍ତି ।  ବିଧାନସଭା ବଜେଟ ଅଧିବେଶନ ସରିବା ପରେ…

ତାତିଲେ ଆଶା କର୍ମୀ, ତୁରନ୍ତ ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର : ରାଜଧାନୀରେ ଗର୍ଜିଲେ ଆଶା କର୍ମୀ ।  ୧୮ ଦଫା ଦାବିରେ ଆଶାକର୍ମୀଙ୍କ ଭୁବନେଶ୍ବର ଲୋୟର ପିଏମଜିରେ ଗଣଧାରଣା । ଡବଲ ଇଂଜିନ ସରକାର ତୁରନ୍ତ ଦାବି ପୂରଣ ନକଲେ ଆଶାକର୍ମୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।…

ଭୁବନେଶ୍ୱରରେ ସିରିଜ୍ ଦୁର୍ଘଟଣା, ଅନେକ ଗାଡ଼ି କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ହୋଇଛି ସିରିଜ୍ ଦୁର୍ଘଟଣା । ଏହି ଅଘଟଣ ଦିନ ଦ୍ବିପ୍ରହରରେ ହୋଇଛି । ଗୋଟିଏ କାର୍ ସମେତ ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ଭୁବନେଶ୍ୱରର ଡମଣା ଛକ -ଶୈଳଶ୍ରୀ ବିହାର ରାସ୍ତାରେ ଏକ କାର ଅନେକ ଗାଡ଼ିକୁ ଧକ୍କା ଦେବା ପରେ ସିରିଜ୍ ଦୁର୍ଘଟଣା ଘଟିଛି…

କିସ୍ ଶିବ ମନ୍ଦିରରେ ଭକ୍ତଙ୍କ ସମାଗମ, ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି

ଭୁବନେଶ୍ବର : ଭୁବନେଶ୍ବର କିସ୍ ପରିସରରେ ଥିବା ଶିବ ମନ୍ଦିରରେ ଭକ୍ତଙ୍କ ସମାଗମ।  ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ସକାଳୁ ଆରମ୍ଭ ହୋଇ ଯାଇଥିଲା ଗହଳି।  ବହୁ ଭକ୍ତଙ୍କ ସମାଗମ ହୋଇଛି। ଧାଡ଼ିରେ ଆସି ପୂଜାର୍ଚ୍ଚନା କରୁଛନ୍ତି ଭକ୍ତ। କିସ୍ ଶିବ ମନ୍ଦିରରେ ଆଜି ରାତି ୮.୩୦ ରେ ଉଠିବ ମହାଦୀପ ।…

ପ୍ରକୃତିଙ୍କ ନାଁରେ କିଟରେ ମେଧାବୃତ୍ତି ଘୋଷଣା କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା

ଭୁବନେଶ୍ୱର : କିଟ୍‍ ଛାତ୍ରୀ ପ୍ରକୃତିଙ୍କ ମୃତଦେହ ତାଙ୍କ ବାପା  ଓ  ମାମୁଙ୍କୁ ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟ ଶେଷ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କ ସହ ସାକ୍ଷାତ କରିଥିଲେ । ପ୍ରକୃତିଙ୍କ ଅକାଳ ମୃତ୍ୟୁରେ ଶ୍ରୀ ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ…