ଆଇପିଏଲ ୨୦୨୪ ଖେଳସୂଚୀରେ ପରିବର୍ତ୍ତନ କଲା ବିସିସିଆଇ, ବଦଳିଲା ଦୁଇଟି ମ୍ୟାଚ ତାରିଖ
ଆଇପିଏଲ ୨୦୨୪ର ପ୍ରଥମ ସପ୍ତାହ ବହୁତ ରୋମାଞ୍ଚଭରା ରହିଛି । ଏହି ଟୁର୍ଣ୍ଣାମେଣ୍ଟ ୨୬ ମଇ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ବିସିସିଆଇ ଆଇପିଏଲ ସିଜିନର ୨ଟି ମ୍ୟାଚରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମ ମ୍ୟାଚ କୋଲକତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହୋଇଛି ।…