Browsing Tag

bcci

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ, ଶାମି ଏବଂ ଈଶାନଙ୍କୁ ମିଳିଲାନି ସ୍ଥାନ

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଟେଷ୍ଟ ସିରିଜରେ ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଇଥିବା ବେଳେ ଯଶପ୍ରୀତ ବୁମରା ଉପନାୟକ ହୋଇଛନ୍ତି । ତେବେ ଟେଷ୍ଟ ସିରିଜରେ ଜଣେ ୨୨ ବର୍ଷୀୟ…

ଜନ୍ମ ମାଟିରେ ପହଞ୍ଚିଲେ BCCI ସିନିୟର ଟିମ ମ୍ୟାନେଜରସତବୀର ସିଂ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାର ପୁଅ BCCI ସିନିୟର ଟିମ ମ୍ୟାନେଜରଙ୍କୁ ଭବ୍ୟ ସ୍ୱାଗତ । ଭାରତୀୟ ସିନିୟର କ୍ରିକେଟ ଟିମ ମ୍ୟାନେଜର ସତବୀର ସିଂ ରିଆର ନିଜ ଦାୟିତ୍ୱ ସରିବା ପରେ ଏବେ ଭିଟାମାଟି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପହଞ୍ଚିଲେ। ସତବୀର ପହଞ୍ଚିବା ପରେ…

ବୟସ ଜାଲିଆତି ପାଇଁ ସୁମିତ ଶର୍ମାଙ୍କୁ ବାସନ୍ଦ କଲା ବିସିସିଆଇ

ଓସିଏରେ ପୁଣି ବୟସ ଜାଲିଆତି ଅଭିଯୋଗ। ରଣଜୀ ଦଳରେ ସ୍ଥାନ ପାଇଥିବା ସୁମିତ ଶର୍ମାଙ୍କୁ ବୟସ ଜାଲିଆତିରେ ବାସନ୍ଦ କଲା ବିସିସିଆଇ। ଦୁଇବର୍ଷ ଯାଏ ସେ କୌଣସି ପ୍ରକାର ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବାର ସୁଯୋଗ ପାଇବେ ନାହିଁ। ୨୦୧୫-୧୬ରେ ସେ ଜୁନିଅର ଲେଭଲ ଟୁର୍ଣ୍ଣାମେଣ୍ଟ ପାଇଁ ଦେଇଥିବା…

ବିସିସିଆଇର ନିଷ୍ପତ୍ତି : ସାଉଥ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ କୋଚ ରହିବେନି ଦ୍ରାବିଡ୍‌, ଦାୟିତ୍ୱ ନେବେ…

ଆସନ୍ତାକାଲିରୁ ଭାରତୀୟ ଟିମ୍‌ ସାଉଥ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ୩ଟି ମ୍ୟାଚ ବିଶିଷ୍ଟ ସିରିଜ ପୂର୍ବରୁ କୋଚିଂ ଷ୍ଟାଫରେ ବଡ ପରିବର୍ତ୍ତନ କରାଯାଇଛି । ରାହୁଲ ଦ୍ରାବିଡ ଦିନିକିଆ ସିରିଜରେ ଟିମ୍‌ର କୋଚ ରହିବେ ନାହିଁ । ଏହି ସିରିଜ ପାଇଁ ଟିମ୍‌ ପାଖରେ ନୂଆକୋଚିଂ ଷ୍ଟାଫ…

ଧୋନିଙ୍କୁ ମିଳିଲା ସଚିନଙ୍କ ଭଳି ସମ୍ମାନ; ନମ୍ବର-୧୦ ଭଳି ନମ୍ବର-୭ର ଜର୍ସିକୁ ମଧ୍ୟ ଦିଆଗଲା ଅବସର

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୭ ନମ୍ବର ଜର୍ସିକୁ ଆଉ କୌଣସି ଖେଳାଳି ପିନ୍ଧି ପାରିବେ ନାହିଁ। ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ସେ ଖେଳିଲା ବେଳେ ୭ ନମ୍ବର ଜର୍ସି ପିନ୍ଧୁଥିଲେ। ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କ ଅବଦାନକୁ…

ଟି୨୦ ବିଶ୍ୱକପକୁ ନେଇ ବିସିସିଆଇ ଅଧିକାରୀଙ୍କୁ ମନର କଥା ଜଣାଇଲେ ରୋହିତ ଶର୍ମା

ବିଶ୍ୱକପ ୨୦୨୩ ପରେ ଭାରତୀୟ ଟିମର ପ୍ରଦର୍ଶନକୁ ରିଭ୍ୟୁ କରିବା ପରେ ବିସିସିଆଇ ଅଧିକାରୀ ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ କଥାବାର୍ତ୍ତା ହୋଇଛି । ଏହି ବୈଠକରେ ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡଙ୍କୁ ନେଇ ଆଲୋଚନା କରାଯାଇଥିଲା…

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିବେ ରାହୁଲ ଦ୍ରାବିଡ, କାର୍ଯ୍ୟକାଳ ବୃଦ୍ଧି କଲା BCCI

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦରେ ରହିବେ ରାହୁଲ ଦ୍ରାବିଡ । ତାଙ୍କ କାର୍ଯ୍ୟକାଳରୁ ପୁଣି ବୃଦ୍ଧି କରିଛି ବିସିସିଆଇ । ଫଳରେ ରାହୁଲଙ୍କ ନେଇ ଚାଲିଥିବା ସସପେନ୍ସ ଉପରେ ଯବନିକା ପଡ଼ିଛି । ତାଙ୍କ ସହ ପୁରୁଷ କ୍ରିକେଟ ଟିମର ସପୋର୍ଟ ଷ୍ଟାଫଙ୍କ କାର୍ଯ୍ୟକାଳ ବି ବଢାଇଛି ବିସିସିଆଇ । ବିଶ୍ବକପ୍…

ରାହୁଲ ଦ୍ରାବିଡ ଏବଂ ବିସିସିଆଇ ମଧ୍ୟରେ କଥାବାର୍ତ୍ତା, ଖୁବଶୀଘ୍ର ନୂଆ କୋଚ ନିଯୁକ୍ତି

ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତୀୟ କ୍ରିକେଟ ଟିମ୍‌ ଦମଦାର ପ୍ରଦର୍ଶନ କରିଥିବା ବେଳେ ଟ୍ରଫି ଜିତିପାରିନଥିଲା ସତ କିନ୍ତୁ ଫ୍ୟାନ୍ସଙ୍କ ହୃଦୟ ଜିତିପାରିଛି । ଫାଇନାଲ ମ୍ୟାଚରେ ଟିମ୍‌ ଅଷ୍ଟ୍ରେଲିଆ ଠାରୁ ୬ ଓ୍ଵିକେଟରେ ହାରିଛି । ଏହାସହିତ ଭାରତୀୟ ଟିମର ମୁଖ୍ୟ କୋଚ ରାହୁଲ ଦ୍ରାବିଡ…

ସାଉଥ ଆଫ୍ରିକା ଟୁର ପାଇଁ ବଡ଼ ପ୍ରସ୍ତୁତି କରୁଛି ବିସିସିଆଇ, ସିନିଅର ଖେଳାଳିଙ୍କୁ ଅଭ୍ୟାସ କରିବା ପାଇଁ ମିଳିବ ସୁଯୋଗ

ଭାରତୀୟ ଟିମ୍‌ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଏବେ ଟି-୨୦ ସିରିଜ ଖେଳୁଛି । ଏହି ସିରିଜ ସରିବା ପରେ ଟିମ ସାଉଥ ଆଫ୍ରିକା ଗସ୍ତ କରିବ । ସେଠାରେ ୩ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ, ତିନିଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍‌ ସିରିଜ ଖେଳିବ । ବିସିସିଆଇ ଟେଷ୍ଟ ସିରିଜକୁ ଦେଖି ୩/୪…

ବିଶ୍ୱକପ ମ୍ୟାଚରେ ମୁମ୍ବାଇ ଓ ଦିଲ୍ଲୀରେ ଫୁଟିବନି ବାଣ, ବିସିସିଆଇ ନେଲା ନିଷ୍ପତ୍ତି

ଚଳିତ ବିଶ୍ୱକପ ୨୦୨୩ରେ ଗୁରୁବାର ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚରେ ଷ୍ଟାଡିୟମରେ ଥିବା ଦର୍ଶକ ମ୍ୟାଚ ପରେ ଆତଶବାଜିର ମଜା ନେଇପାରିବେ ନାହିଁ । କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଏଭଳି ହେବ । ଏହି ଦୁଇଟି…

ବିଶ୍ୱକପ ଫିଭର ବେଳେ ଚାଲିଗଲେ କ୍ରିକେଟର ସୁପରଫ୍ୟାନ୍‌ ଅଙ୍କଲ ପର୍ସି, ବିସିସିଆଇ ଟ୍ଵିଟ୍‌ କରି ଜଣାଇଲା ଶ୍ରଦ୍ଧାଞ୍ଜଳି

ବିଶ୍ୱକପ କ୍ରେଜ ଚାଲିଥିବା ବେଳେ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର । କ୍ରିକେଟର ପ୍ରଥମ ସୁପର ଫ୍ୟାନ୍‌ କୁହାଯାଉଥିବା ଅଙ୍କଲ ପର୍ସିଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଏହି ବ୍ୟକ୍ତି ଜଣକ ଶ୍ରୀଲଙ୍କା ଟିମ୍‌କୁ ଏହି ବୟସରେ ସପୋର୍ଟ କରିବା…

ଭାରତ ବନାମ ନ୍ୟୁଜିଲାଣ୍ଡ ବିଶ୍ୱକପ ମ୍ୟାଚ୍‌ : ହାର୍ଦ୍ଦିକଙ୍କ ସ୍ଥାନରେ କାହାକୁ ମିଳିବ ସ୍ଥାନ ! ଚିନ୍ତାରେ ଟିମ୍‌…

ଆଘାତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ ମ୍ୟାଚରୁ ବାଦ୍‌ ପଡିଛନ୍ତି । ତେବେ ଏବେ ହାର୍ଦ୍ଦିକଙ୍କ ସ୍ଥାନରେ କେଉଁ ଖେଳାଳି ଟିମରେ ସାମିଲ ହେବେ ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ନ୍ୟୁଜିଲାଣ୍ଡ ଟିମ୍‌ ବିଶ୍ୱକପ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଭାରତ…