Browsing Tag

bcci

ବିଶ୍ୱକପ୍ ପାଇଁ ବିସିସିଆଇର ବଡ଼ ପ୍ରସ୍ତୁତି, ବାଦ ପଡିପାରନ୍ତି ଅନେକ ଟପ୍ ଖେଳାଳି

ନୂଆଦିଲ୍ଲୀ : ଆଗାମୀ ଓ୍ଵାଲ୍ଡ କପ୍ ପାଇଁ ବିସିସିଆଇର ଚାଲିଛି ବଡ଼ ପ୍ରସ୍ତୁତି । ଅନେକ ଟପ୍ ଖେଳାଳିଙ୍କୁ ଆଇପିଏଲ୍ ସମୟରେ ଦିଆଯାଇପାରେ ବିଶ୍ରାମ । ଯେଉଁ ଖେଳାଳିମାନଙ୍କୁ ଆଘାତ ଲାଗିଛି ସେମାନଙ୍କୁ ଆଇପିଏଲ୍ ନଖେଳିବାକୁ ପରାମର୍ଶ ଦିଆଯାଇଛି । ରୋହିତ୍ ଶର୍ମା, କେଏଲ୍ ରାହୁଲ, ଜସପ୍ରିତ…

ଟିମ୍‌ ଇଣ୍ଡିଆର ଜର୍ସିରୁ ଖୁବଶୀଘ୍ର ହଟିଯିବ BYJU’S ଏବଂ MPL ର ନାମ, କଣ୍ଟ୍ରାକ୍ଟ ଶେଷ କରିବାକୁ ନିଷ୍ପତ୍ତି ନେଲା…

ଭାରତୀୟ କ୍ରିକେଟ ଟିମର ଦୁଇଟି ବଡ଼ ପ୍ରୟୋଜକ BYJU’S ଏବଂ MPL Sports ବିସିସିଆଇ ସହିତ ନିଜର କଣ୍ଟ୍ରାକ୍ଟ ସମାପ୍ତ କରିବାକୁ ଚାହୁଁଛି । ଜୁନରେ BYJUS ପାଖାପାଖି ୩.୫୦ କୋଟି ଡଲାରରେ ବିସିସିଆଇ ସହିତ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟ କରିଥିଲା । କିନ୍ତୁ ଏବେ ବାୟଜୁସ ବିସିସିଆଇ…

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍‌ ପଡିବେ ରୋହିତ ଶର୍ମା ! ଦାୟିତ୍ୱ ନେବେ କେଏଲ ରାହୁଲ

ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ହାରିବା ପରେ ଭାରତ ଟେଷ୍ଟ ସିରିଜ ଖେଳିବ। ଟେଷ୍ଟ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଛି । ଟେଷ୍ଟ ସିରିଜରୁ ବାଦ୍‌ ପଡିପାରନ୍ତି ରୋହିତ ଶର୍ମା ! ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଟିମ୍‌ ଇଣ୍ଡିଆର ଦାୟିତ୍ୱ ଉପ ଅଧିନାୟକ କେଏଲ ରାହୁଲଙ୍କୁ…

ଭାରତୀୟ କ୍ରିକେଟ ଟିମ୍‌ ସିଲେକ୍ଟର ପାଇଁ ଆବେଦନ କଲେ ଚେତନ ଶର୍ମା ଏବଂ ଅଜିତ୍‌ ଅଗରକର, ଚେତନଙ୍କୁ ପୂର୍ବରୁ ବିସିସିଆଇ…

କେନ୍ୟୁଜ୍‌ ବ୍ୟୁରୋ: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତ ବାଦ ପଡ଼ିବା ପରେ ବିସିସିଆଇ ଏକ ଦମ ଆକ୍ସନ ମୁଡ୍‌ରେ ଆସିଥିଲା । ତା ପରେ ଚେତନ ଶର୍ମାଙ୍କ ତେତୃତ୍ୱରେ ଥିବା ସିଲେକ୍ସନ କମିଟିକୁ ବରଖାସ୍ତ କରିଥିଲା । ଆନ୍ତର୍ଜାତୀୟ କ୍ରିକେଟରେ ଭାରତର ଲଗାତାର ପରାଜୟ ଏହାର କାରଣ ଥିଲା । ବିସିସିଆଇ…

BCCIକୁ ଦ୍ୱିତୀୟ ଥର ମିଳିଲା ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ! ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ୧ ଲକ୍ଷରୁ ଅଧିକ ଦର୍ଶକ…

BCCI ପୁଣିଥରେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ଆଇପିଏଲ୍‌ ୨୦୨୨ର ଫାଇନାଲ ମ୍ୟାଚ୍‌ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦର୍ଶକଙ୍କ ମୋଟ ସଂଖ୍ୟା ଥିଲା ୧୦୧,୫୬୬। ପ୍ରଥମ ଥର ବିଶ୍ୱର କୌଣସି ଷ୍ଟାଡିୟମ୍‌ରେ ୧ ଲକ୍ଷରୁ ଅଧିକ ଦର୍ଶକ ଆସି ମ୍ୟାଚ୍‌ ଉପଭୋଗ କରିଥିଲେ, ଯାହାକି ଏକ ବଡ଼…

ଭାରତ ଟି୨୦ ବିଶ୍ୱକପରୁ ହାରିବା ପରେ ଆକ୍ସନରେ ବିସିସିଆଇ, ଟିମରୁ ବିଦା ଦେଲେ ପେଡି ଆପ୍ଟନ

ଟି-୨୦ ବିଶ୍ୱକପରେ ଭାରତୀୟ ଟିମର ଶୋଚନୀୟ ପରାଜୟ ପରେ ଆକ୍ସନ ମୋଡରେ ବିସିସିଆଇ । ଏହି ଟୁର୍ଣ୍ଣାମେଣ୍ଟର ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ଇଂଲଣ୍ଡ ଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା। ଆଉ ଏହି ପରାଜୟ ପରେ ବିସିସିଆଇ ଚେତନ ଶର୍ମାଙ୍କ ଚୟନ କମିଟିକୁ ବରଖାସ୍ତ କରିବା ପରେ ପୁଣି ଆଉ…

ବାଂଲାଦେଶ ସିରିଜ ପାଇଁ ଦଳ ଘୋଷଣା କଲା ବିସିସିଆଇ, ବାଦ ପଡ଼ିଲେ ରବିନ୍ଦ୍ର ଜାଡ଼େଜା ଓ ୟଶ୍‌ ଦୟାଲ

କେନ୍ୟୁଜ୍‌ : ବାଂଲାଦେଶ ସିରିଜ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଭାରତୀୟ ଦଳ ଘୋଷଣା କରିଛି । ଘୋଷଣା ହୋଇଥିବା ଦଳରେ ଚୟନକର୍ତ୍ତା ଦୁଇ ଜଣ ଷ୍ଟାର ଖେଳାଳି ରବିନ୍ଦ୍ର ଜାଡ଼େଜା ଓ ୟଶ୍‌ ଦୟାଲଙ୍କୁ ଦଳରୁ ବାଦ ଦେଇଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତ ପରେ ବାଂଲାଦେଶ ଗସ୍ତରେ ଯିବ ଭାରତୀୟ ଦଳ,…

ଚୟନକର୍ତ୍ତା କମିଟିକୁ ବରଖାସ୍ତ କରିବା ପରେ ରୋହିତ ଶର୍ମାଙ୍କୁ ନେଇ ବଡ ନିଷ୍ପତ୍ତି ନେଇପାରେ ବିସିସିଆଇ, ଯାଇପାରେ…

ଟି-୨୦ ବିଶ୍ଵକପ୍ ୨୦୨୨ ସେମିଫାଇନାଲରୁ ବାହାରିବା ପରେ ବିସିସିଆଇ ଆକ୍ସନ ମୋଡରେ ରହିଛି। ବିସିସିଆଇର ଚୟନକର୍ତ୍ତା କମିଟି ଭାଙ୍ଗିସାରିଛି । ସମସ୍ତ ଚୟନକର୍ତ୍ତା କମିଟିକୁ ବରଖାସ୍ତ କରାଯାଇଛି। ଉତ୍ତରାଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ଚେତନ ଶର୍ମା, ହରବିନ୍ଦିର ସିଂ, ସୁନୀଲ ଯୋଶୀ ଏବଂ…

T20: ବିଶ୍ୱକପରେ ପରାଜୟ ପରେ ବଡ଼ ଆକ୍ସନ ନେଲା ବିସିସିଆଇ, ସମସ୍ତ ଚୟନକର୍ତ୍ତା ବରଖାସ୍ତ

ଆକ୍ସନ ମୁଡ୍‌ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଟି-ଟେ୍ଵଣ୍ଟି ବିଶ୍ୱକପରେ ଟିମ୍‌ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ପରେ କଡ଼ା ପଦକ୍ଷେପ ନେଇଛି ବିସିସିଆଇ । ଜାତୀୟ ଚୟନ କମିଟିକୁ ବରଖାସ୍ତ କରାଯାଇଛି । ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ବରିଷ୍ଠ ଚୟନ କମିଟିକୁ ସମ୍ପୂର୍ଣ୍ଣ ଭାବରେ ବରଖାସ୍ତ…

ଟି-୨୦ କ୍ରିକେଟକୁ ଫେରୁଛନ୍ତି କ୍ୟାପଟେନ କୁଲ୍‌, ଦ୍ରାବିଡଙ୍କ ଉପରୁ ଚାପ କୋହଳ ପାଇଁ ବିସିସିଆଇ ଦେଇପାରେ ବଡ ଦାୟିତ୍ୱ

ଆଇସିସି ଟି-୨୦ ବିଶ୍ୱକପ ସେମିଫାଇନାଲରୁ ଭାରତ ବାଦ୍‌ ପଡିବା ପରେ ବିସିସିଆଇ ଆକ୍ସନ ମୋଡରେ ରହିଛି। ଆଉ ଏଥିପାଇଁ ଖୁବଶୀଘ୍ର ଡ୍ରେସିଂ ରୁମରେ କ୍ୟାପଟେନ କୁଲ୍‌ ମହେନ୍ଦ୍ର ସିଂ ଧୋନିଙ୍କୁ ପୁଣିଥରେ ଦେଖିବାକୁ ମିଳିପାରେ। ଯାହାର ଯୋଜନା କରୁଛି ବିସିସିଆଇ । ରିପୋର୍ଟ ମୁତାବକ, ବିସିସିଆଇ ଟି-୨୦…

ଫ୍ୟାନ୍ସ ଏବଂ ଟିମ୍‌ ମେମ୍ବରଙ୍କ ଭଲପାଇବା ଦେଖି ଫିଟନେସ୍‌ କଥା ଭୁଲିଗଲେ ବିରାଟ କୋହଲି, ଖାଇଚାଲିଲେ କେକ୍‌; ଭିଡିଓ…

ଟିମ୍‌ ଇଣ୍ଡିଆର ଧୂଆଁଦାର ବ୍ୟାଟସମ୍ୟାନ୍‌ ବିରାଟ କୋହଲି ଆଜି ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏବେ ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରଲିଆରେ ରହିଛି। ତେଣୁ ବିରାଟ ନିଜର ଜନ୍ମଦିନ ଅଷ୍ଟ୍ରେଲିଆରେ ଟିମ୍‌ ମେମ୍ବରଙ୍କ ସହିତ ସେଲିବ୍ରେସନ କରୁଛନ୍ତି। ଜନ୍ମଦିନ ପାଇଁ ଏମସିଜିର…

BCCIର ଐତିହାସିକ ଘୋଷଣା! ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କୁ ମିଳିବ ସମାନ ମ୍ୟାଚ୍‌ ଫି’

BCCI ଏକ ଐତିହାସିକ ଘୋଷଣା କରିଛି। ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ମ୍ୟାଚ୍‌ ଫି’କୁ ବର୍ତ୍ତମାନ ପୁରୁଷ କ୍ରିକେଟରଙ୍କ ବରାବର କରି ଦେଇଛି। BCCI ସଚିବ ଜୟ ଶାହ ଟ୍ଵିଟ୍‌ କରି ଏହି ବଡ଼ ଘୋଷଣା କରିଛନ୍ତି। ଜୟ ଶାହ କହିଛନ୍ତି କି, ଏବେଠାରୁ ମହିଳାମାନଙ୍କୁ ବି ପୁରୁଷଙ୍କ ସମାନ ମ୍ୟାଚ୍‌ ଫି’…