Browsing Tag

bdo arrested

ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହେଲେ ପୂର୍ବତନ ବିଡିଓ ରମେଶ ସାହୁ, ନୂଆଦିଲ୍ଲୀରୁ କାଲି ଗିରଫ କରାଯାଇଥିଲା

ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହେଲେ ଦୁର୍ନୀତି ଅଭିଯୋଗରେ ଗିରଫ ପୂର୍ବତନ ବିଡିଓ ରମେଶ ସାହୁ। ଭିଜିଲାନ୍ସ ଏସପିଙ୍କ ନିକଟରେ ତାକୁ ହାଜର କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ। ପରେ ପଟିଆଲା ହାଉସ କୋର୍ଟରେ ହାଜର ପରେ ତାଙ୍କୁ ତିନିଦିନିଆ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବନ୍ଧାହେଲେ ବିଡିଓ, ଆୟ ଠାରୁ ୧୦୬% ଅଧିକ ସମ୍ପତ୍ତି ଥିବା ସୂଚନା

ବଲାଙ୍ଗିର (କେନ୍ୟୁଜ): ବନ୍ଧାହେଲେ ବିଡିଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଖଡିଆଳ ବିଡିଓ ନାରାୟଣ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ଠାରୁ ୧୦୬% ଅଧିକ ସମ୍ପତ୍ତି ଥିବା ସୂଚନା। ଗଣ୍ଡା ଗଣ୍ଡା ପ୍ଲଟ୍‌ ସହ ଜବତ ହୋଇଥିଲା ପୁଳା ପୁଳା ସୁନା। ବଲାଙ୍ଗିର ସହରରେ ରହିଛି କେବଳ ୨୧ଟି…

ଗିରଫ ହେଲେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ, ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ

ଜଳେଶ୍ୱର (କେନ୍ୟୁଜ): ଗିରଫ ହେଲେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ । କୁବେର ବିଡିଓଙ୍କ ଅଚଳାଚଳ ସଂପତ୍ତି । ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । କେନ୍ଦ୍ରାପଡ଼ା ଓ କଟକର ପ୍ରମୁଖ ସ୍ଥାନରେ ତାଙ୍କର ୨୪ଟି ପ୍ଲଟ ଠାବ ।…