ଆଠଗଡ଼ ବିଡିଓ ପ୍ରଦୀପ ସାହୁଙ୍କୁ ବାନ୍ଧିଲା ଭିଜିଲାନ୍ସ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ
ଭୁବନେଶ୍ୱର : OAS ବାବୁ ଗିରଫ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ ଗିରଫ । ତାଙ୍କୁ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି । ଆୟଠୁ ଅଧିକ ସଂପତ୍ତି ଠୁଳ ନେଇ ପ୍ରଦୀପଙ୍କ ବିରୋଧରେ ମାମଲା ରଜୁ ହୋଇଛି । ତାଙ୍କର ଦୁଇଟି କୋଠା, ଭୁବନେଶ୍ବରେ ଏକ ଫ୍ଲାଟ ଓ…