ଅଭୟାରଣ୍ୟରେ ବର୍ଜ୍ୟ ପ୍ଲାଷ୍ଟିକ ରାସ୍ତା ନିର୍ମାଣ, ବିପଦରେ ବନ୍ୟଜନ୍ତୁ
ଗୋପ: କୋଣାର୍କ - ପୁରୀ ବେଳାମାର୍ଗ ମୁଖ୍ୟରାସ୍ତା ଖାଲକଟାପାଟଣା ଗ୍ରାମ ସମ୍ମୁଖ ସ୍କୁଲ ପାର୍ଶ୍ବରେ ଥିବା ଅଭ୍ୟାରଣ୍ୟରେ ବର୍ଜ୍ୟ ପ୍ଲାଷ୍ଟିକ ରାସ୍ତା ନିର୍ମାଣ କରିଛନ୍ତି ଦୁର୍ବୃତ୍ତ । ଅଭୟାରଣ୍ୟ ଆଇନକୁ ଖୋଲାଖୋଲି ଭାବେ କରାଯାଇଛି ଅମାନ୍ୟ । ବିଳମ୍ବିତ ରାତିରେ ପ୍ରସାଶନର ବିନା ଅନୁମତିରେ…