ଜନବସତି ଭିତରକୁ ପଶିଆସିଛି ଛୁଆ ଭାଲୁ, ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ବନବିଭାଗ କର୍ମଚାରୀ
ବାଲେଶ୍ବର : ଗାଁ ଭିତରେ ଭାଲୁ। ମାଆକୁ ଛାଡି ଜନବସତି ଭିତରକୁ ପଶିଆସିଛି ଛୁଆ ଭାଲୁ । ବାଲେଶ୍ବର ନୀଳଗିରି ଏନଏସି ୮ ନମ୍ବର ୱାର୍ଡର କାଳନ୍ଦୀଚରଣ ଜେନାଙ୍କ ବାଡିରୁ ଏକ ଚାରି ମାସର ଛୁଆ ଭାଲୁକୁ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ମହୁଲ ଲୋଭରେ ଭାଲୁ ଛୁଆଟି ଜଙ୍ଗଲରୁ ଚାଲି ଆସି ଜନବସତି…