Browsing Tag

bear attack

ଭାଲୁର ରୂପ ଦେଖି ଡରି ଛାନିଆ ହୋଇଗଲା ବାଘ…, ଆଖି ବୁଜି ମାରିଲା ଡିଆଁ

ମହାରାଷ୍ଟ୍ରର ଚନ୍ଦ୍ରପୁରସ୍ଥିତ ତାଡୋବା ଟାଇଗର ରିଜର୍ଭରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଏହି ଭିଡିଓକୁ ପର୍ଯ୍ୟଟକମାନେ ନିଜ ମୋବାଇଲ ଫୋନ୍‌ରେ କଏଦ କରିଛନ୍ତି । ଏଥିରେ ଦେଖିବାକୁ ମିଳୁଛି ଯେ ଏକ ବାଘ ହଠାତ୍‌ ଭାଲୁ ସାମ୍ନାରେ ଆସି ଛିଡ଼ା ହେଉଛି । ଏତିକି ବେଳେ ଭାଲୁ…

ଭାଲୁ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ରେଢ଼ାଖୋଲ(କେନ୍ୟୁଜ୍‌) : ଜଙ୍ଗଲକୁ ଯାଇଥିଲେ ବୃଦ୍ଧ । ଆକ୍ରମଣ କଲା ଭାଲୁ । ରେଢ଼ାଖୋଲ ବନଖଣ୍ଡ ବଡ଼ବାହଲ ରେଞ୍ଜ ଟାଲ ଖେସରା ଜଙ୍ଗଲରେ ଭାଲୁ ଆକ୍ରମଣରେ ବୃଦ୍ଧ ମୃତ । ଟାଲ ଗ୍ରାମର ଅଭି ସେଠୀ ବୟସ ୬୫ ପାଖ ଜଙ୍ଗଲକୁ ମହୁଲ ଗୋଟାଇ ଯାଇଥିବା ବେଳେ ଭାଲୁ ଆକ୍ରମଣ ରେ ଗୁରୁତର ହୋଇଥିଲେ । ଗୁରୁତର…

ଭାଲୁ ଆକ୍ରମଣରେ ଦୁଇ ଯୁବକ ଗୁରୁତର, ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ମେଡିକାଲରେ ଭର୍ତ୍ତି

ଆନନ୍ଦପୁର (କେନ୍ୟୁଜ): ସବୁଦିନ ଭଳି ଆଜି ବି ପ୍ରତ୍ୟେକ ଦିନର କାମ ସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଜଣ ଯୁବକ । କିନ୍ତୁ ସେମାନେ ଜାଣି ନଥିଲେ ଯେ ପୋଖରୀ କୂଳରେ ଭାଲୁ ଛକି ବସିଛି । ଯେମିତି ଦୁଇ ଜଣ ଯୁବକ ପାଣି ଭିତରକୁ ଗାଧୋଇବାକୁ ଓହ୍ଲାଇଥିଲେ ଭାଲୁ ଟି ହଠାତ କେଉଁ ଆଡ଼େ ଥିଲା…

ଖାଦ୍ୟ ଅନ୍ବେଷଣରେ ଦମକଳବାହିନୀ କେନ୍ଦ୍ରରେ ପଶିଲା ଭାଲୁ, ଘଉଡ଼ାଇବାକୁ ଚେଷ୍ଟା କରିଥିଲେ କର୍ମଚାରୀ

ଭୁବନ (କେନ୍ୟୁଜ): ଏବେ ଗାଁରେ ଗାଁରେ ଦେଖାଯାଉଛି ଭାଲୁ ଆତଙ୍କ । ଭୟରେ ସନ୍ଧ୍ୟା ହେଲେ ମଣିଷ ଘରୁ ବାହାରୁ ନାହିଁ । କାହିଁକି ନା ଘର ବାହାରେ ବୁଲୁଛି ଭାଲୁ । ଖାଦ୍ୟ ଅନ୍ବେଷଣରେ ଭାଲୁ ସହର ମୁହାଁ ହୋଇଥିବା ଆଶଙ୍କା କରାଯାଉଛି । ଏଭଳି ଘଟଣା ଭୁବନ ବନାଞ୍ଚଳ ଅଧିନ ଦମକଳବାହିନୀ କେନ୍ଦ୍ରରେ…

ଗାଁରେ ଭାଲୁ ଆତଙ୍କ : ଜଣେ ଗୁରୁତର, ୫ ଆହତ

ନୀଳଗିରି (କେନ୍ୟୁଜ) : ଗାଁରେ ପଶିଲା ଭାଲୁ । ଆକ୍ରମଣରେ ଜଣେ ଗୁରୁତର, ୫ ଆହତ । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଔପଦା ବ୍ଳକ ବାଉଁଶବଣିଆ ପଞ୍ଚାୟତ ଟଣକା ଗାଁରେ ଭାଲୁ ଆତଙ୍କ । ଗୁରୁତର ଲକ୍ଷ୍ମୀଧର ନାୟକଙ୍କୁ ନୀଳଗିରି ହସପିଟାଲରେ ଭର୍ତ୍ତି କରାଯାଇଛି । ଭାଲୁ ଭୟରେ ଲୋକେ ପୋଖରୀକୁ…

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର

କୁଚିଣ୍ଡା(କେନ୍ୟୁଜ): ଭାଲୁ ଆକ୍ରମଣରେ ଦୁଇ ଗୁରୁତର । ସମ୍ବଲପୁର ଜିଲ୍ଲା ଜମନକିରା ରେଞ୍ଜ ଟିକିଲିପଡା ପଂଚାୟତ ବରାମୁଣ୍ଡି ଗାଁର ୨ ଜଣ ବ୍ୟକ୍ତି ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା । ଗୁରୁତର ଉଭୟଙ୍କୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ପରେ…

କଳାହାଣ୍ଡିରେ ମାତିଛି ଭାଲୁ: ମହିଳାଙ୍କୁ ମାରି ଖାଇଲା

ଧର୍ମଗଡ଼ (କେନ୍ୟୁଜ): ଭାଲୁ ଆକ୍ରମଣରେ ମହିଳା ମୃତ । ଏପରି ଏକ ଅଘଟଣ ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଆମପାଣି ଫରେଷ୍ଟ ଅଞ୍ଚଳ ବରାଡ଼ଙ୍ଗା ଗାଁରେ ଘଟିଛି। ମୃତ ମହିଳା ପାତ୍ରବସା ଗାଁର ଭବାନୀ ବାଗ ବୋଲି ସୂଚନା ମିଳିଛି । ମହିଳା ଜଣକ ଆଜି ଭୋରରୁ ଶୌଚ ହେବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା…

ଆନନ୍ଦପୁର: ଛତୁ ତୋଳିବା ହେଲା କାଳ: ଭାଲୁ ଆକ୍ରମଣ ବୃଦ୍ଧାଙ୍କ ମୃତ୍ୟୁ

ଆନନ୍ଦପୁର(କେନ୍ୟୁଜ୍‌): ଭାଲୁ ଆକ୍ରମଣ ଜଣେ ବୃଦ୍ଧାଙ୍କ ମୃତ୍ୟୁ । କେନ୍ଦୁଝର ଆନନ୍ଦପୁର ଥାନା ପଣସଡିହା ପଞ୍ଚାୟତ ଡୁମରିଡିହା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଉଛନ୍ତି ସୁମୀ ଘାଗରାଇ । ସେ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବା ବେଳେ ସେଠାରୁ ଫେରି ବାଟରେ ଛତୁ ତୋଳୁଥିଲେ । ଏହି…

ଗାଁ ଦାଣ୍ଡରେ ବୁଲୁଛି ଭାଲୁ! ଲୋକଙ୍କ ହାତରୁ ଖାଉଛି ଖାଦ୍ୟ

ନୂଆପଡ଼ା(କେନ୍ୟୁଜ୍): ଗାଁ ଦାଣ୍ଡରେ ବୁଲୁଛି ଭାଲୁ। ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଗୋଡଫୁଲା ଗାଁ ଦାଣ୍ଡରେ ବୁଲୁଛି ଭାଲୁ। ଆଜି ସକାଳୁ ଭାଲୁଟି ଖାଦ୍ୟ ଅନେ୍ଵଷଣରେ ଗୋଡଫୁଲା ଗାଁକୁ ଚାଲି ଆସିଥିଲା। ଭାଲୁଟି ଗାଁ ଲୋକଙ୍କୁ ଦେଖି ଗାଁ ଦାଣ୍ଡକୁ ଚାଲି ଆସିଥିଲା। ବର୍ତ୍ତମାନ ଗାଁ ଦାଣ୍ଡରେ ଘୁରି…

ଗାଁ ଦାଣ୍ଡରେ ବୁଲିଲେ ଜଙ୍ଗଲି ଭାଲୁ, ଲୋକେ ଦେଖି ଭୟଭିତ

ଆନନ୍ଦପୁର (କେନ୍ୟୁଜ୍): ଗାଁ ଦାଣ୍ଡରେ ବୁଲିଲେ ଜଙ୍ଗଲି ଭାଲୁ । ଆନନ୍ଦପୁର ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ବାହାରି ଦିନରେ ଗାଁ ଦାଣ୍ଡରେ ବୁଲିଲେ ୩ ଭାଲୁ । ଭାଲୁଙ୍କୁ ଦେଖି ଲୋକେ ଭୟଭିତ ହୋଇଯାଇଥିବା ବେଳେ ଲୋକଙ୍କ ପାଟି ଶୁଣି ଭାଲୁ ପୁଣି ଜଙ୍ଗଲ ମୁହାଁ ହୋଇଛନ୍ତି । ଖାଦ୍ୟ ଅନେ୍ଵଷଣରେ…

ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲେ ଭାଲୁ, ଲଢେଇ କରି ବଞ୍ଚାଇଲେ ଜୀବନ

ସୋର (କେନ୍ୟୁଜ): ଦୁଇଟି ଭାଲୁ କାମୁଡ଼ାରେ ଜଣେ ଗୁରୁତର। ଲୋକଟି ଦୁଇ ଭାଲୁଙ୍କ ସହିତ ଲଢେଇ କରି ବର୍ତ୍ତି ଯାଇଛି । ଜଙ୍ଗଲ ଅବକ୍ଷୟ ଯୋଗୁ ଭାଲୁ ମାନେ ଖାଦ୍ୟ ଅନ୍ବେଷଣ ପାଇଁ ଗାଁକୁ ପଶି ଲୋକଙ୍କୁ କରୁଛନ୍ତି ଆକ୍ରମଣ । ସୋର ମଣିପୁର ପଂଚାୟତ ଯାତପଦା ଗାଁର ଗୋପୀନାଥ କିସ୍କୁ ଶୌଚ ଯାଇଥିବା ବେଳେ…