Browsing Tag

bears dead

ଅଜଣା ଗାଡି ଧକ୍କାରେ ୩ ଭାଲୁ ମୃତ

ବାଲେଶ୍ଵର (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ତିନୋଟି ଭାଲୁ ମୃତ । ବାଲେଶ୍ୱର ଜିଲ୍ଲା ନୀଳଗିରି ବନବିଭାଗ ଅଧୀନ ଆଯୋଧ୍ୟା ମିତ୍ରପୁର ରାସ୍ତାରେ ଘଟିଛି ଏହି ଘଟଣା । ମୃତ ଭାଲୁଙ୍କ ମଧ୍ୟରେ ଦୁଇଟି ଛୁଆ ସହ ମା ରହିଥିବା ଜଣାପଡିଛି । ଖବର ଅନୁଯାୟୀ, ରବିବାର ଭୋର ସମୟରେ ତିନୋଟି ଭାଲୁ…