ମହିଳାଙ୍କୁ ଲିଫ୍ଟ ଦେଇ ମାଡ଼ ଖାଇଲେ ଡ୍ରାଇଭର
ଆନନ୍ଦପୁର(କେନ୍ୟୁଜ): ମହିଳାଙ୍କୁ ଲିଫ୍ଟ ଦେଇ ମାଡ଼ ଖାଇଲେ ଡ୍ରାଇଭର । ଗାଡିର ପିଛା କରି ଡ୍ରାଇଭରଙ୍କୁ ଅଟକାଇ ମହିଳାଙ୍କ ସ୍ୱାମୀ ଓ ୧୦ରୁ ଊର୍ଦ୍ଧ୍ୱ ସମ୍ପର୍କୀୟ ତାଙ୍କୁ ଆକ୍ରମଣ କରିଥିଲେ । ଡ୍ରାଇଭର ଗୁରୁତର ଆହତ ହୋଇ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି ହୋଇଛନ୍ତି । ଗୁରୁତର ଡ୍ରାଇଭର ହେଲେ…