ଶୀତଦିନେ ଲଗାନ୍ତୁ ‘କଦଳୀ-ପୁଦିନା’ ଫେସ୍ପ୍ୟାକ୍, ତ୍ୱଚାରେ ଆସିବ ଉଜ୍ୱଳ
ଶୀତଦିନେ ତ୍ୱଚାରେ ରୁକ୍ଷପଣ ଦେଖାଦିଏ। କିନ୍ତୁ ଶୀତଦିନରେ ଦୁଇପ୍ରକାର ସ୍କିନ ଦେଖିବାକୁ ମିଳିଥାଏ। ଗୋଟେ ତୈଳାକ୍ତ ଏବଂ ଅନ୍ୟଟି ଶୁଷ୍କ। ଏମିତିରେ ନିଜ ତ୍ୱଚାରେ କୌଣସି ବିୟୁଟି ପ୍ରଡକ୍ଟ ବ୍ୟବହାର କରିବା ପୂର୍ବରୁ ନିଜ ତ୍ୱଚା ବିଷୟରେ ଜାଣିନେବା ଉଚିତ। କିନ୍ତୁ କଦଳୀ ଏବଂ ପୁଦିନା…