Odisha News
Browsing Tag

before independent

ଫୁଙ୍ଗୁଳା ପାଦ ଆଉ ରଙ୍ଗହୀନ ଚେହେରା, ବିଭାଜନ ସମୟରେ ଦେଖନ୍ତୁ କେମିତି ପାକିସ୍ତାନରୁ ହିନ୍ଦୁସ୍ତାନ ଆସିଥିଲେ ଲୋକ

ପ୍ରାୟ ୨୦୦ ବର୍ଷ ଶାସନ ପରେ ଇଂରେଜ କବଳରୁ ମୁକ୍ତ ହୋଇଥିଲା ଭାରତ । ହେଲେ ଯିବା ପୂର୍ବରୁ ବି ବଡ଼ ଧରଣର ଷଡଯନ୍ତ୍ର ରଚିଯାଇଥିଲେ ଇଂରେଜ । କିଛି ଏମିତି ଚକ୍ରାନ୍ତ କରିଯାଇଥିଲେ ଯେ ସ୍ୱାଧୀନତାର ଖୁସି ପାଇଁ ଆମକୁ ବିଭାଜନ ପରି ବଡ ମୂଲ୍ୟ ଦେବାକୁ ପଡିଥିଲା । ଅଖଣ୍ଡ ଭାରତ ବିଭାଜିତ ହୋଇଥିଲା…