Browsing Tag

beggar

ଭିକାରୀ ହୋଇ ମଧ୍ଯ ବଢାଇଲେ ସହାୟତାର ହାତ, ଯୋଗାଇଲେ ରାସନ୍ ବାଣ୍ଟିଲେ ମାସ୍କ

ଦେଶରେ ଏଭଳି କିଛି ଲୋକ ରହିଛନ୍ତି ଯେଉଁମାନେ ଭିକ ମାଗି ନିଜର ପେଟ ପୋଷିଥାନ୍ତି କିନ୍ତୁ ପଞ୍ଜାବର ପଠାନକୋଟରେ ଏଭଳି ଜଣେ ଭିକାରୀ ରହିଛନ୍ତି, ଯିଏ ବର୍ତ୍ତମାନ ପରିସ୍ଥିତିରେ କରୋନା ଯୋଦ୍ଧା ସାଜିଛନ୍ତି। ଭିକ ମାଗି ଚଳୁଥିବା ରାଜୁ ଏଭଳି ଏକ ପଦକ୍ଷେପ ନେଇଛନ୍ତି, ଯାହା ମନରୁ କେବେ ବି ଲିଭି…

ରାଜ୍ୟରେ ଅଛନ୍ତି ୫,୯୫୦ ଭିକାରୀ, ବିଧାନସଭାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସୂଚନା

କେନ୍ୟୁଜ୍(ବ୍ୟୁରୋ): ଓଡିଶାରେ ଅଛନ୍ତି ୫,୯୫୦ ଭିକାରୀ।  ବିଧାନସଭାରେ ବଜେଟ ଅଧିବେସନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି  ଉତ୍ତର ରଖିଛନ୍ତି। କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳଙ୍କ ଲିଖିତ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ…

୭୩ ବର୍ଷୀୟ ଲକ୍ଷପତି ଭିକାରୀ, ଯେଉଁ ମନ୍ଦିର ସାମ୍ନାରେ ଭିକ ମାଗୁଥିଲେ ସେହି ମନ୍ଦିରକୁ ଦାନ କଲେ ୮ ଲକ୍ଷ

ଆନ୍ଧ୍ରର ବିଜୟଓ୍ଵାଡାରେ ଜଣେ ୭୩ ବର୍ଷୀୟ ଭିକାରୀ ୟାଦି ରେଡ୍ଡିକୁ ନେଇ ଏକ ଚାରିଆଡେ ଚର୍ଚ୍ଚା। ଏବେ ତାଙ୍କୁ ନେଇ ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ରେଡ୍ଡି ବିଜୟଓ୍ଵାଡା ମନ୍ଦିରରେ ଭିକ ମାଗୁଥିଲେ। ଏହି ଭିକାରୀ ଜଣଙ୍କ ଏମିତି କାମ କରି ଦେଖାଇଛନ୍ତି ଯାହାକୁ ଜାଣିଲା…

ବଡଦାଣ୍ଡର ବି-ଟେକ ଭିକାରୀଙ୍କ ଘରବାହୁଡା, ପରିବାର ଲୋକେ ଘରକୁ ଫେରାଇନେଲେ

କେନ୍ୟୁଜ୍(ବ୍ୟୁରୋ): ଘର ବାହୁଡିଲେ ବିଟେକ ଭିକାରୀ। ବଡଦାଣ୍ଡରୁ ଘରକୁ ଫେରିଛନ୍ତି ଗିରିଜା ଶଙ୍କର ମିଶ୍ର। ଆଜି ପରିବାର ଲୋକେ ତାଙ୍କୁ ଘରକୁ ଫେରାଇଆଣିଥିବାର ସୂଚନା ମିଳିଛି। ଗତକାଲିଠାରୁ ଗଣମାଧ୍ୟମର ବଡ ଖବର ପାଲିଟିଥିଲା  ଏହି ପାଠୁଆ ଭିକାରୀଙ୍କ ପ୍ରସଙ୍ଗ। ଇଞ୍ଜିନିୟରିଂ କରି ସେ କଣ…

ଭିକାରୀର ଝୁମ୍ପୁଡ଼ିରୁ ମିଳିଲା ଏତେ ପଇସା, ଗଣୁ ଗଣୁ ହୋଇଗଲା ରାତି, ପରଦିନ ବି ହିସାବ ଲଗେଇ ପାରିଲାନି ପୋଲିସ!

ମୁମ୍ବାଇରେ ଜଣେ ଭିକାରୀର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ପୋଲିସ ତାଙ୍କ ଘରେ ପହଞ୍ଚି ଯାହା ଦେଖିଲା, ଆଖି ଖୋସି ହୋଇଗଲା। ଘରେ ଏତେ ପରିମାଣର ପଇସା ଥିଲା ଯେ ପୋଲିସର ହୋସ୍ ଉଡ଼ିଗଲା। ଦୁଇଦିନ ଧରି ପୋଲିସ ସେଠାରେ ହିସାବ-କିତାବ ଚଲେଇଲା। ମିଡିଆ ରିପୋର୍ଟ ଅନୁସାରେ, ରେଲେଓ୍ଵ ପୋଲିସ ଜଣେ…

ସଚ୍ଚୋଟ ପଣିଆ ପାଇଁ ଭିକାରୀଙ୍କୁ ସମ୍ମାନିତ କଲେ ବାରବାଟୀ ବିଧାୟକ ଏବଂ ପିସିସି ସଭାପତି

କଟକ(କେନ୍ୟୁଜ୍): ଭିକାରୀଙ୍କ ମହାନତା ପାଇଁ ପ୍ରଶଂସା । କିଛି ଦିନ ତଳେ ଜଣେ ଭିକାରୀ ରାସ୍ତାରୁ ୧୨ ହଜାର ୫ଶହ ଟଙ୍କା ପାଇଥିଲେ । ତେବେ ଏହି ଟଙ୍କାକୁ ସେ ସମାଜ ଅଫିସକୁ ପ୍ରଦାନ କରିଥିଲେ । ଏହାପରେ ଟଙ୍କା ହଜିଥିବା ବ୍ୟକ୍ତି ତାଙ୍କର ଟଙ୍କା ଫେରି ପାଇଥିଲେ । ନିଜର ସଚ୍ଚୋଟ ପଣିଆ ଏବଂ…

ଏହି ଦିନ ବୃଦ୍ଧା ଭିକାରୀକୁ ଦାନ କରନ୍ତୁ ଏହି ଜିନିଷ, ଖୋଲିଯିବା ଆପଣଙ୍କ ଭାଗ୍ୟ

ହିନ୍ଦୁ ପରମ୍ପରା ଅନୁଯାୟୀ, ଦାନ କରିବା ଦ୍ୱାରା ମନୁଷ୍ୟ ସବୁଠାରୁ ଅଧିକ ପୁଣ୍ୟ ଅର୍ଜନ କରିଥାନ୍ତି। ଏହାଛଡ଼ା ଶାସ୍ତ୍ରରେ ଏପରି ଅନେକ ଦାନ ବିଷୟରେ ମଧ୍ୟ ଲେଖାଯାଇଛି ଯାହା ଦ୍ୱାରା ଜୀବନର ଅନେକ ବାଧାବିଘ୍ନ ଦୂର ହୋଇଥାଏ। ଏଣୁ ଜୀବନରେ ସୁଖଶାନ୍ତି ପ୍ରାପ୍ତ କରିବା ପାଇଁ ଭିକାରୀଙ୍କ…

ହାଇଟେକ୍ ଭିକାରୁଣୀ : ଜିନ୍ସ, ଟି ସାର୍ଟ ପିନ୍ଧି ଅଟୋରେ ବୁଲି ମାଗୁଛନ୍ତି ଭିକ

କଟକ : ରାଜ୍ୟର ବିିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରୁଛନ୍ତି ସୁନ୍ଦରୀ ତରୁଣୀ। ଏବେ କଟକର ବିଭିନ୍ନ ସ୍ଥାନରେ ଏଭଳି ଯୁବତୀଙ୍କୁ ଦେଖିବାକୁ ମିଳିଛି। ଦିନବେଳା ସହରର ଘର ଘର ବୁଲି ଭିକ୍ଷାବୃତ୍ତି କରୁଥିବାରୁ ଏହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି…

ମୃତ ଦେହକୁ ମିଳିଲାନି କାନ୍ଧ, ଅର୍ଥ ସଂଗ୍ରହ କରି ସ୍ଥାନୀୟ ଲୋକ କଲେ ଶବ ସତ୍କାର

କେନ୍ଦ୍ରାପଡା : ମୃତ ଦେହକୁ ମିଳିଲାନି କାନ୍ଧ । ଶେଷରେ ସ୍ଥାନୀୟ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରି ଶବ ସତ୍କାର କରିଛନ୍ତି ପରିବାର । କେନ୍ଦ୍ରାପଡା ଟାଉନ ଥାନା ନିକଟସ୍ଥ ସାନ୍ତସାହି କେନାଲ ବନ୍ଧରେ ରହୁଥିଲେ ବସପୁର ଗାଁର ଗୋବିନ୍ଦ ଚନ୍ଦ୍ର । ଦୀର୍ଘ ବର୍ଷ ହେବ ସେ ଭିକ୍ଷା ମାଗି ଚଳୁଥିଲେ ।…

ଏମାନେ ହେଉଛନ୍ତି ଦେଶର ଧନୀ ଭିକାରୀ, ଆୟ ଜାଣି ଉଡିଯିବ ଆପଣଙ୍କ ହୋସ୍

ଯେଉଁମାନଙ୍କୁ ଆପଣ ଖୁଚୁରା ଟଙ୍କା (୧ଟଙ୍କା ବା ୨ଙ୍କା) ଦେଉଛନ୍ତି ସେମାନଙ୍କ ସହି ଜଡିତ ଏହି ଖବର ଆପଣଙ୍କୁ ନିଶ୍ଚୟ ଚମକାଇଦେବ । ଟ୍ରାଫିକ୍ ହେଉ ବା ମନ୍ଦିର, ଗାଁ ହେଉ ବା ସହର ପ୍ରାୟ ସବୁ ସ୍ଥାନରେ ଭିକ ମାଗୁଥିବା ଭିକାରୀ ନଜର ଆସନ୍ତି । ଯେଉଁମାନଙ୍କୁ ଆମେ ମାତ୍ର କିଛି ଟଙ୍କା ଦେଇ…

ପ୍ରେମିକ ସାଜିଲା ହାଇଟେକ୍ ଭିକାରୀ : ପ୍ରେମିକାଙ୍କୁ ପିଜା ବର୍ଗର ଖୋଇବାକୁ ଭିକ ମାଗୁଛି ଯୁବକ

ସମ୍ବଲପୁର : ଅକ୍ଷମ ବ୍ୟକ୍ତିମାନେ ବଂଚି ରହିବା ପାଇଁ ଭିକ୍ଷା ବୃତ୍ତି କରନ୍ତି । କେହିକେହି ଅଳସୁଆପଣରୁ କାମ ନକରି ଭିକ ମାଗି ଚଳନ୍ତି । ଏହି ଦୁଇ ପ୍ରକାର ଭିକାରୀଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ପ୍ରେମିକା ପାଇଁ କେହି ଯୁବକ ଭିକ ମାଗିବା ଆପଣ ଜାଣିଛନ୍ତି କି ? ଏମିତି ଏକ ଘଟଣା ସମ୍ବଲପୁର…

ଭିକ ମାଗିବା ପାଇଁ ପ୍ଲେନରେ ଚଢିଗଲା ଭିକାରୀ : ଜାଣନ୍ତୁ କଣ ହେଲା ତା ପରେ

ଏପର୍ୟ୍ୟନ୍ତ ଆପଣ ଟ୍ରେନରେ ଲୋକଙ୍କୁ ଭିକ ମାଗୁଥିବା ଦେଖିଥିବେ । ଖାସ୍ କରି ପାସେଞ୍ଜର ଟ୍ରେନରେ ତ ଏହା ସାଧାରଣ କଥା । କିନ୍ତୁ ଉଡାଯାହାଜରେ ଭିକ ମାଗିବା କେବେ ଶୁଣିଛନ୍ତି ବା ଦେଖିଛନ୍ତି ? ଆପଣଙ୍କୁ ଆଶ୍ଚଯ୍ୟ କରୁଥିବା ଏହି ଘଟଣାଟି ସଂପୂର୍ଣ୍ଣ ସତ । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ…