Browsing Tag

begunia

ଗୋଟିଏ ରାତିରେ ସିରିଜ ଲୁଟ, ଘର ତାଲା ଭାଙ୍ଗି ଲୁଟପାଟ କଲେ ଦୁର୍ବୃତ୍ତ

ବେଗୁନିଆ :  ଘର ତାଲା ଭାଙ୍ଗି ଲୁଟପାଟ କଲେ ଦୁର୍ବୃତ୍ତ। ଗୋଟିଏ ରାତିରେ ବେଗୁନିଆ ଗେଡିଆପଲ୍ଲୀ ଓ ସାଲତରା ଗାଁରେ ସିରିଜ ଲୁଟ।  ଅବସରପ୍ରାପ୍ତ ବିଚାରପତିଙ୍କୁ ବି ଛାଡ଼ିଲେନି ଲୁଟେରା। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବେଗୁନିଆ ଥାନାର ସାଲତରା ଗାଁର ସନ୍ତୋଷ କୁମାର ପଣ୍ଡାଙ୍କ…

ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ମନମୁଖୀ ଶାସନ, ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ

ବେଗୁନିଆ (କେନ୍ୟୁଜ): ଶିକ୍ଷା ବ୍ୟବସ୍ଥାକୁ ସରକାର ଯେତେ ସୁଧାରିବାକୁ ଚେଷ୍ଟା କଲେ ବି ଶିକ୍ଷକଙ୍କ ମନମାନିରେ ଭୁଶୁଡିପଡୁଛି ସରକାରଙ୍କ ଶିକ୍ଷା ବ୍ୟବସ୍ଥା । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏଠିକାର ଶିକ୍ଷକଙ୍କ…

ବାବା ବାଲୁଙ୍କେଶ୍ଵର ଦେବଙ୍କ ପୀଠରେ ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ

ବେଗୁନିଆ(କେନ୍ୟୁଜ୍‌): ବୋଲଗଡ ବ୍ଲକ ଗେଡିଆପଲ୍ଲୀ ପଞ୍ଚାୟତ ସାଲତରା ଗାଁର ବାବା ବାଲୁଙ୍କେଶ୍ଵର ଦେବଙ୍କ ପୀଠରେ ଚାଲିଛି ବିଶ୍ୱଶାନ୍ତି ମହାଯଜ୍ଞ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରବଚନ ଆଦି ଅନୁଷ୍ଠିତ ହେଉଛି। ଆଖପାଖ ଅଞ୍ଚଳର ଠାକୁର ବିମାନରେ ବିରାଜମାନ କରି…

ଦୁର୍ଲଭ ଚନ୍ଦନ ବନର ମହକରେ ଆତ୍ମବିଭୋର ପର୍ଯ୍ୟଟକ, କିନ୍ତୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଉନି ଏ ପାହାଡ଼

ବେଗୁନିଆ (କେନ୍ୟୁଜ): ଓଡ଼ିଶାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । କିଛି ପର୍ଯ୍ୟଟନସ୍ଥଳୀ ଲୋକଲୋଚନରେ ରହିଥାଏ ତ କିଛି ପର୍ଯ୍ୟଟନସ୍ଥଳୀ ବିଷୟରେ ଲୋକଙ୍କ ଜଣାନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ପର୍ଯ୍ୟଟନସ୍ଥଳୀ ବିଷୟରେ ଜଣାଇବାକୁ ଯାଉଛୁ, ଯାହା ବିଷୟରେ ଜାଣିବା ପରେ ଆପଣ ବି ଏଠାକୁ…

ଚର୍ଚ୍ଚାରେ ବେଗୁନିଆର ଦୁଇଭାଇଙ୍କ କୋବିଚାଷ, ଏବେ ବିଦେଶ ଆଉ ବାହାର ରାଜ୍ୟ ନୁହେଁ ଓଡିଶାରେ ମଧ୍ୟ ମିଳିଲାଣି ଲେଟ୍ୟୁସ୍…

ଚର୍ଚ୍ଚାରେ ବେଗୁନିଆ ବୋତଳମା ଗାଁର ଦୁଇଭାଇଙ୍କ କୋବିଚାଷ । ବଜାର ଚାହିଦା ମୁତାବକ ନୂତନ ପ୍ରଜାତିର କୋବିଚାଷ କରି ହୋଇଛନ୍ତି ଲାଭବାନ । ଆଉ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଖୋର୍ଦ୍ଧା ବେଗୁନିଆ ବଜାରରେ ଶୀତ ଦିନିଆ ଫସଲ କୋବିରେ ଲେଟ୍ୟୁସ୍ ଏବଂ ବ୍ରୋକଲିର ଚାହିଦା ଖୁବ ଅଧିକ । ଏବେ…

ଦିନରାତି ଜଗି ବସିଛନ୍ତି ଚାଷକୁ କିନ୍ତୁ ବନ୍ୟଜନ୍ତୁଙ୍କ ଉପଦ୍ରବରେ ନଷ୍ଟ ହୋଇଯାଉଛି ସବୁକିଛି, ଧ୍ୟାନ ଦେଉନି ବନ ବିଭାଗ

ଗାଁରେ ଚାଷ ହେଉଛି ବିଭିନ୍ନ ପ୍ରକାରର ପନିପରିବା । ଖାଲି ପରିବା ନୁହେଁ ବଜାର ଚାହିଦା ମୁତାବକ ଫୁଲ ଚାଷକୁ ମଧ୍ୟ ଆଦରି ନେଲେଣି ଲୋକେ । ହେଲେ ବନ୍ୟଜନ୍ତୁ କରୁଛନ୍ତି ଘାଇଲା । ପ୍ରତିରୋଧ ପାଇଁ ଅନେକ ଘରୋଇ ଉପାୟ ମଧ୍ୟ କରି ଦିନରାତି ଜଗି ବସୁଛନ୍ତି ଚାଷୀମାନେ । ତେବେ ଦିନ ରାତି ଅକ୍ଳାନ୍ତ…

ଦିନରେ ଜବତ ରାତିରେ ଚାଲାଣ ଘଟଣାରେ କାର୍ଯ୍ୟାନୁଷ୍ଠାନ, ବଦଳିଲେ ବେଗୁନିଆ ଆଇଆଇସି

କେନ୍ୟୁଜ୍(ବ୍ୟୁରୋ): ବଦଳିଲେ ବେଗୁନିଆ ଥାନା ଅଧିକାରୀ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଆଇଆଇସି ବିଶ୍ବଜିତ ରାଉତରାୟଙ୍କ ବଦଳି। ବିଶ୍ବଜିତଙ୍କୁ ଖୋର୍ଦ୍ଧା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶରେ ଏହି ବଦଳି କରାଯାଇଛି।…

ଦିନରେ ଜବତ ରାତିରେ ଚୋରା ଚାଲାଣ, ହରଡ଼ଘଣାରେ ବେଗୁନିଆ ଥାନ ପୋଲିସ  

ବେଗୁନିଆ(କେନ୍ୟୁଜ୍): ଚର୍ଚ୍ଚାରେ ବେଗୁନିଆ ଥାନା ପୋଲିସ  । ଦିନରେ ଜବତ ଜିନିଷ ରାତିରେ ଥାନାରୁ ଚାଲାଣ   ।ଏ ନେଇ ବେଗୁନିଆ ଅଞ୍ଚଳର ଲୋକେ ଦେଖିଦେବା ପରେ ହରଡଘଣାରେ ପୋଲିସ  ।ଘଟଣାଟି ହେଲା ଗତକାଲି ବେଗୁନିଆ ପୋଲିସ ବିପୁଳ ପରିମାଣର ବାଣ ନିକଟସ୍ଥ କଣ୍ଟାବାଡ ଗାଁରୁ ଜବତ କରିଥିବା ବେଳେ…

ବେଗୁନିଆ: ନାତିର ନିର୍ବନ୍ଧ ଦିନ ଚାଲିଗଲା ଜେଜେର ଜୀବନ, ବସ୍ ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ

ବେଗୁନିଆ(କେନ୍ୟୁଜ୍): ବେଗୁନିଆ ବ୍ଲକ ସିମୋର କୁଞ୍ଜବିହାରୀଦେବ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ।ଆଜି ସକାଳୁ ସିମୋର  ଗାଁର ଯୁଗଳ ବେହେରା ରାସ୍ତା କଡରେ ଯାଉଥିବା ବେଳେ କଣ୍ଟିଲୋରୁ ପୁରୀ ଯାଉଥିବା ରେଣୁକା ନାମକ ଘରୋଇ ବସ୍ ଧକ୍କା ଦେଇ ପଳାଇଥିଲା । ଘଟଣା…

ବେଗୁନିଆ: କାର ଧକ୍କାରେ ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କ ମୃତ୍ୟୁ

ବେଗୁନିଆ(କେନ୍ୟୁଜ୍): କାର ଧକ୍କାରେ ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କ ମୃତ୍ୟୁ ।ତାଙ୍କ ନାମ ପ୍ରଦୀପ କୁମାର ମିଶ୍ର ।ସେ ଆଜି ମଧ୍ୟାହ୍ନରେ କଲେଜ ସାରି ନିଜ ସ୍କୁଟିରେ ଘରକୁ ବାହାରୁଥିବା ବେଳେ କଲେଜ ସମ୍ମୁଖ ରାସ୍ତା ବ୍ଲକ ନିକଟରେ ନୟାଗଡ ଅଭିମୁଖେ ଦ୍ରୁତ…

ବେଗୁନିଆର ପ୍ରସିଦ୍ଧ ଶୈବପୀଠ ବାବା ହଟ୍ଟକେଶ୍ୱର ମହାଦେବଙ୍କ ମନ୍ଦିରରୁ ଲୁଟ୍‌, ସିସିଟିଭିରେ କଏଦ ହୋଇଛି ଚୋରି ସମୟର…

ବେଗୁନିଆ(କେନ୍ୟୁଜ୍):  ମନ୍ଦିରରୁ ଚୋରି । ବେଗୁନିଆର ଅଞ୍ଚଳର ଅଟ୍ରି ସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ହଟ୍ଟକେଶ୍ୱର ମହାଦେବଙ୍କ ମନ୍ଦିରରୁ ଲୁଟ୍‌ ଅଭିଯୋଗ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ରାତିରେ କିଛି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ମହାଦେବଙ୍କ ରୁପାରେ ନିର୍ମିତ…

ମଦ୍ୟପ ଡ୍ରାଇଭରର ଉନ୍ମତ୍ତ କାଣ୍ଡ, ମଦ ପିଇ ଆମ୍ବୁଲାନ୍ସ ଚଳାଇବା ବେଳେ କାବୁ କଲେ ଗାଁ ଲୋକ

ବେଗୁନିଆ (କେନ୍ୟୁଜ): ସାହି ଭିତରେ ମଦ୍ୟପ ଉନ୍ମତ୍ତ କାଣ୍ଡ। ମଦ ପିଇ ଏକ ଆମ୍ବୁଲାନ୍ସ ଡ୍ରାଇଭର ସାହି ଭିତରେ ଏଣେ ତେଣେ ଧକ୍କା ଦେବା ସହିତ ଏକ ଟ୍ରାକ୍ଟରକୁ ଧକ୍କା ଦେଇଛି ହେଲେ ଅଳ୍ପକେ ବର୍ତ୍ତିଯାଇଛି ଅନେକ ଧନ ଜୀବ । ଘଟଣାଟି ଘଟିଛି ଗତରାତିର ବେଗୁନିଆ ଗଁପୁର ଗାଁରେ। ବେଗୁନିଆ ଗଁପୁର…