Browsing Tag

Belpaharad closed

ଟ୍ରେନ ରହଣି ଦାବିରେ ଆନ୍ଦୋଳନ, ଆଜି ବେଲପାହାଡ଼ ବନ୍ଦ

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ା ରେଳ ରୋକ ଆନ୍ଦୋଳନରେ ଆଜି ବେଲପାହାଡ଼ ବନ୍ଦ। ସକାଳ ୭ଟାରୁ ଆରମ୍ଭ ହୋଇଛି ରେଳ ରୋକ ଆନ୍ଦୋଳନ। ବେଲପାହାଡ ଲଖନପୁର ରେଳ ୟୁଜର ଫୋରମ ଏହି ରେଳ ରୋକ ଆନ୍ଦୋଳନ ଡାକରା ଦେଇଛି। ବେଲପାହାଡ ରେଳ ଷ୍ଟେସନରେ ୯ଟି ଟ୍ରେନର ରହଣି ଦାବିରେ ଏହି ପ୍ରତିବାଦ…