Browsing Tag

benefits

ଶୀତଦିନେ ପିଲାଙ୍କ ପାଇଁ ଲାଭଦାୟକ ଜାଇଫଳ ଗୁଣ୍ଡ, ଥଣ୍ଡା ଓ କାଶକୁ କରେ ଦୂର

ଭାରତୀୟ ଖାଦ୍ୟରେ ଅନେକ ପ୍ରକାରର ଗୋଟା ମସଲା ବ୍ୟବହାର କରାଯାଏ । ସେହି ସବୁ ଗୋଟା ମସଲା ମଧ୍ୟରୁ ଜାଇଫଳ ଏକ ଅତ୍ୟନ୍ତ ଲାଭଦାୟକ ମସଲା । ଯାହା ଖାଦ୍ୟର ସ୍ୱାଦ ଏବଂ ସୁଗନ୍ଧ ବଢାଇବା ସହିତ ଔଷଧ ଭାବେ ମଧ୍ୟ କାର୍ଯ୍ୟ କରିଥାଏ । ତେବେ ଏହା ଘରୋଇ ଉପଚାର ମଧ୍ୟରୁ ଏକ ଅନ୍ୟତମ ଉପାୟ । ଯାହା…

ଗୋଟିଏ ନୁହେଁ ଫ୍ଲାଇଟ୍ ମୋଡରେ ମିଳିବ ଅନେକ ଫାଇଦା, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

ଆପଣ କେବେ ଭାବିଛନ୍ତି କି ଆପଣଙ୍କ ଫୋନରେ ଥିବା ଫ୍ଲାଇଟ୍ ମୋଡ୍‌ର ଫ୍ଲାଇଟ୍ ବାହାରେ ବି କିଛି ଲାଭ ଅଛି କି? ପ୍ରକୃତରେ ଫ୍ଲାଇଟ୍ ସିଗନାଲ୍‌ରେ କୌଣସି ପ୍ରକାରର ବାଧା ସୃଷ୍ଟି ନକରିବା ପାଇଁ ଫୋନକୁ ଫ୍ଲାଇଟ୍ ମୋଡ୍‌ରେ ରଖାଯାଏ । ଥରେ ଆକ୍ଟିଭ ହେବା ପରେ, ମୋବାଇଲ୍ ନେଟୱାର୍କ, ୱାଇ-ଫାଇ ଏବଂ…

ରାତିରେ ଶୋଇବା ସମୟରେ ବନ୍ଦ ରଖନ୍ତୁ ୱାଇ-ଫାଇ, ବିଦ୍ୟୁତ୍ ସଞ୍ଚୟ ହେବା ସହ ମିଳିବ ଅନେକ ଫାଇଦା

ଆଜିକାଲି ଇଣ୍ଟରନେଟ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ଦିନ ହେଉ କି ରାତି ପ୍ରତ୍ୟେକ ଘରେ ସବୁବେଳେ Wi-Fi ଚାଲୁ ରହିଥାଏ । ଇଣ୍ଟରନେଟ୍ ବିନା ସ୍ମାର୍ଟଫୋନ୍, ଲାପଟପ୍, ସ୍ମାର୍ଟ ଟିଭି ଏବଂ ଅନ୍ୟାନ୍ୟ ଗ୍ୟାଜେଟ୍ ଅସମ୍ପୂର୍ଣ୍ଣ ମନେହୁଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି…

ଖରାଦିନେ କଲରା ଖାଉଛନ୍ତି କି ? ତେବେ ଜାଣନ୍ତୁ ଏହା ଶରୀରକୁ କେତେ ଫାଇଦା ଓ କ୍ଷତି ପହଞ୍ଚାଇଥାଏ

କଲରା ଏକ ସ୍ୱାସ୍ଥ୍ୟ ଉପଯୋଗୀ ପରିବା । ଏହାର ସ୍ୱାଦ ପିତା ହୋଇଥିବା କାରଣରୁ ଏହାକୁ ବହୁ ଲୋକେ ଖାଇବାକୁ ପସନ୍ଦ କରିନଥାଆନ୍ତି । ହେଲେ ପାଟିକୁ ସୁସ୍ୱାଦୁ ନଲାଗିଲେ ମଧ୍ୟ କଲରାର ବହୁ ଔଷଧୀୟ ଗୁଣ ରହିଛି । ଏହା ଆମ ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଗ୍ରୀଷ୍ମ ଋତୁରେ ଲୋକମାନେ…

ସ୍ମରଣ ଶକ୍ତି ବଢାଇବାର ସହଜ ଉପାୟ ସ୍ପିରୁଲିନା ପାଉଡର, ପ୍ରାକୃତିକ ଗୁଣରେ ଭରପୁର

ସ୍ପିରୁଲିନା ପାଉଡରରେ ଔଷଧୀୟ ତତ୍ତ୍ୱ ରହିଥିବାର ଖୁବ କମ ଲୋକଙ୍କୁ ଜଣାଥାଏ । ଏହା ଏକ ନ୍ୟାଚୁରାଲ ପାଉଡର । ନ୍ୟାଚୁରାଲ ପାଉଡର ଦେହ ପାଇଁ ହିତକାରୀ ହୋଇଥାଏ । ସ୍ପିରୁଲିନା ଏକ ପ୍ରକାର ଆୟୁର୍ବେଦିକ ଔଷଧ । ଯାହାକି ଦେହ ପାଇଁ ହିତକାରୀ । ଏହାକୁ ସମସ୍ତ ବର୍ଗର ଲୋକ ଖାଇପାରିବେ । ଏହାର…

ମହିଳାମାନଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ C? ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ଭିଟାମିନ୍ Cର ଅଭାବ ହେତୁ ଜଣେ ମହିଳା ଅନେକ ଗମ୍ଭୀର ରୋଗର ଶିକାର ହୁଅନ୍ତି ।  ମହିଳାମାନେ ନିଜ ଘର ଏବଂ ପରିବାର ପ୍ରତି ଯେତିକି ଧ୍ୟାନ ଦିଅନ୍ତି, ସେମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ସେତେଟା ଧ୍ୟାନ ଦିଅନ୍ତି ନାହିଁ । ତେଣୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଜଣେ ମହିଳାଙ୍କ ପାଇଁ…

ପ୍ରତିଦିନ କରନ୍ତୁ ଶବାସନ, ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମିଳିବ ମୁକ୍ତି

ବର୍ତ୍ତମାନ ସମୟରେ ହେଲଦି ଏବଂ ଫିଟ ରହିବା ପାଇଁ ପ୍ରତିଦିନ କିଛି ନା କିଛି ନା ଫିଜିକାଲ ଆକ୍ଟିଭିଟି, ଯୋଗ ଓ ଆସନ କରିବା ବହୁତ ଜରୁରୀ । ଯାହାଫଳରେ ଆପଣ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ । କିନ୍ତୁ ସବୁ ଆସନ ମଧ୍ୟରେ ଶବାସନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ…

ଶୀତଦିନେ ଏହି ଉପାୟରେ ଡାଏଟରେ ସାମିଲ କରନ୍ତୁ ଅଁଳା, ମିଳିବ ଅନେକ ସ୍ୱାସ୍ଥ୍ୟ ଉପକାରିତା

ଆୟୁର୍ବେଦ ଅନୁଯାୟୀ, ଅଁଳାରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ ରଖିଥାଏ । ଯଦି ଆପଣ ନିଜକୁ ସୁସ୍ଥ ରଖିବାକୁ ଚାହାଁନ୍ତି ତେବେ ପ୍ରତିଦିନ ଅଁଳା ଖାଇବା ଆରମ୍ଭ କରନ୍ତୁ । ଆପଣଙ୍କ ସୂଚନା ପାଇଁ, କହି ରଖୁଛୁ ଯେ ଡାଇବେଟିସ ରୋଗୀଙ୍କୁ ଅଁଳା ରସ ପିଇବାକୁ ପରାମର୍ଶ ଦିଆଯାଇଛି ।…

ପୁରୁଷଙ୍କ ପାଇଁ ବେଶ ଲାଭଦାୟକ ହୋଇଥାଏ ଡାଲଚିନି, ଜାଣନ୍ତୁ ଡାଏଟରେ କିପରି କରିବେ ସାମିଲ

ଭାରତର ପ୍ରତ୍ୟେକ ଲୋକଙ୍କ ରୋଷେଇ ଘରେ ଡାଲଚିନି ନିଶ୍ଚୟ ଥିବ । ରୋଷେଇଶାଳାରେ ଡାଲଚିନି ସ୍ଥାନ ଆଉ କେହି ନେଇପାରିବେ ନାହିଁ । ଏହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରେ । ଏହା ସହିତ ଏଥିରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିବାର କ୍ଷମତା ଅଛି । ଯଦି ଡାଲଚିନି ଖାଦ୍ୟରେ ଅନ୍ତର୍ଭୂକ୍ତ…

ଡାଏଟରେ ସାମିଲ କରନ୍ତୁ ଧଳା ରାଶି, ନିୟନ୍ତ୍ରଣରେ ରହିବ ହାଇ କୋଲେଷ୍ଟ୍ରଲ୍

ଆପଣମାନେ ଜାଣିଥିବେ ଶୀତ ଆସିବା ମାତ୍ରେ ଲୋକ ମାନେ ବହୁତ ଅଳସୁଆ ହୋଇଯାନ୍ତି । ଏହା ସହ ଲୋକମାନେ ଏହି ଦିନରେ ବହୁତ ତେଲିଆ ଖାଦ୍ୟ ଖାଆନ୍ତି । ତେବେ ପ୍ରବଳ ଥଣ୍ଡା ହେତୁ ବ୍ୟାୟାମ କରିବା ମଧ୍ୟ କମିଯାଏ । ଯେଉଁ କାରଣରୁ ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି ହେବାର ଆଶଙ୍କା ଥାଏ । ଯଦି ଆପଣ ଜଣେ…

ପ୍ରତିଦିନ ଏହି ପନିପରିବା ରସ ସହିତ କରନ୍ତୁ ଦିନର ଆରମ୍ଭ, ମିଳିବ ଅନେକ ଫାଇଦା

ଶୀତ ଦିନେ ବଜାରରେ ବହୁ ମାତ୍ରାରେ ପନିପରିବା ମିଳିଥାଏ । ଏହି ସମୟରେ ପନିପରିବା ଦାମ ମଧ୍ୟ କମ ଥାଏ । ପାନିପରିବାରେ ବହୁ ଭିଟାମିନ ଓ ଖଣିଜ ଦ୍ରବ୍ୟ ଥାଏ । ଯଦି ଆପଣ ସବୁଦିନ ଏହି ସବୁ ପରିବା ଖାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ । କିନ୍ତୁ ଅଧିକାଂଶ ଲୋକ କଫି…

ପ୍ରତିଦିନ ଯଅ ପାଣି ପିଅନ୍ତୁ, ଅନେକ ଗମ୍ଭୀର ରୋଗରୁ ମୁକ୍ତି ପାଆନ୍ତୁ

ଆଜିକାଲି ଅନେକ ଲୋକ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏଥିରୁ ବଞ୍ଚିବା ପାଇଁ ନିଜର ଖାଦ୍ୟଶୈଳୀ ଏବଂ ଜୀବନ ଶୈଳୀ ପରିବର୍ତ୍ତନ କରିବା ନିତାନ୍ତ ଆବଶ୍ୟକ । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଯଅ ପାଣି ଅନେକ ସ୍ଵାସ୍ଥ୍ୟ ସମସ୍ୟା ଦୂର କରିବାରେ ବେଶ ଉପଯୋଗୀ ହୋଇଥାଏ ।…