Browsing Tag

benefits

ଗ୍ରୀଷ୍ମ ଋତୁରେ ପ୍ରତିଦିନ ପିଅନ୍ତୁ ଅଁଳା ଜୁସ୍‌ ମିଳିବ ଅନେକ ଲାଭ, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଅଁଳାରେ ଅନେକ ଔଷଧୀୟ ଗୁଣ ମିଳିଥାଏ । ଆପଣ ଏହାକୁ ଆଚାରରେ ମିଶାଇ କିମ୍ବା ଜୁସ୍‌ ଆକାରରେ ମଧ୍ୟ ଖାଇପାରିବେ । ଏହା ଅନେକ ଔଷଧ ତିଆରିରେ ମଧ୍ୟ ବ୍ୟବହୃତ ହୋଇଥାଏ । ଅଁଳା କେବଳ ରକ୍ତକୁ ସଫା କରିନଥାଏ ବରଂ ଡାଇଭେଟିସ୍‌, ଜଣ୍ଡିସ, ଏସିଡିଟି ଏବଂ ଏନିମିୟା ସମସ୍ୟାରେ ମଧ୍ୟ ବହୁତ ଲାଭଦାୟକ…

ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଓଟ୍ସ, ମିଳିବ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି 

ଯଦି ଆପଣ ପ୍ରତିଦିନ ସକାଳେ ଏକ ହେଲଦି ବ୍ରେକ୍‌ଫାଷ୍ଟ ଖାଉଛନ୍ତି, ତେବେ ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ । ଏହା ସହ କୌଣସି ପ୍ରକାରର ରୋଗ ମଧ୍ୟ ଆପଣଙ୍କ ଆଖପାଖରେ ରହିବ ନାହିଁ । ସେଥିପାଇଁ ଲୋକମାନେ ପ୍ରାୟତଃ ସକାଳର ଖାଦ୍ୟରେ ହେଲଦି ଏବଂ ହାଲୁକା ଜଳଖିଆ ଖାଇବାକୁ ପସନ୍ଦ କରନ୍ତି ।…

ମହିଳାମାନଙ୍କ ପାଇଁ ଭିଟାମିନ୍ ସି କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ଭିଟାମିନ୍ Cର ଅଭାବ ହେତୁ ଜଣେ ମହିଳା ଅନେକ ଗମ୍ଭୀର ରୋଗର ଶିକାର ହୁଅନ୍ତି ।  ମହିଳାମାନେ ନିଜ ଘର ଏବଂ ପରିବାର ପ୍ରତି ଯେତିକି ଧ୍ୟାନ ଦିଅନ୍ତି, ସେମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ସେତେଟା ଧ୍ୟାନ ଦିଅନ୍ତି ନାହିଁ । ତେଣୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଜଣେ ମହିଳାଙ୍କ ପାଇଁ…

୭ ଦିନ ପର୍ଯ୍ୟନ୍ତ ପ୍ରତିଦିନ ଖାଆନ୍ତୁ ଡାଳିମ୍ବ, ମିଳିବ ଅନେକ ସମସ୍ୟାରୁ ମୁକ୍ତି

ଡାଳିମ୍ବ ହେଉଛି ଏକ ଏପରି ଫଳ ଯେଉଁଥିରେ ଅଧିକ କ୍ୟାଲୋରୀ, ଫାଇବର, ଭିଟାମିନ୍ ଏବଂ ଖଣିଜ ପଦାର୍ଥରେ ଭରପୂର ରହିଥାଏ । ତେବେ ଆପଣ ବର୍ଷସାରା ଏହାକୁ ଖାଇପାରିବେ । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହାକୁ ଖାଆନ୍ତି ନାହିଁ । କିନ୍ତୁ ଡାଳିମ୍ବ ଖାଇବା ଆପଣଙ୍କୁ ଅନେକ ରୋଗରୁ ରକ୍ଷା…

ଅଧିକ ଆଳୁ ଖାଉଥିଲେ ଆଜି ହିଁ ବନ୍ଦ କରନ୍ତୁ, ମିଳିବ ଅନେକ ସମସ୍ୟାରୁ ମୁକ୍ତି

ଆପଣମାନେ ତ ଜାଣିଥିବେ ଯେ ଆଳୁକୁ ପନିପରିବାର ରାଜା କୁହାଯାଏ । ଆମ ରୋଷେଇ ଘରେ ଆଳୁର ଏକ ବିଶେଷ ସ୍ଥାନ ରହିଥାଏ । ଅନେକ ଜିନିଷ ଆଳୁରୁ ତିଆରି । ବହୁତ ଲୋକ ଆଳୁ ଖାଇବାକୁ ପସନ୍ଦ କରନ୍ତି । ଏହାର ଅନେକ ଲାଭ ମଧ୍ୟ ରହିଛି । ତଥାପି ଆଳୁ ଖାଇବାର ଅସୁବିଧା ମଧ୍ୟ ରହିଥାଏ । ଯାହାକୁ ପଟାଟୋ ସାଇଡ୍…

ଜାଣନ୍ତୁ କ’ଣ ରହିଛି ପାଦ ମାଲିସ କରିବାର ଲାଭ? ଦିନସାରାର ଷ୍ଟ୍ରେସରୁ ମିଳିବ ମୁକ୍ତି

ଶରୀରର ସମ୍ପୂର୍ଣ୍ଣ ଓଜନ ଆମ ପାଦରେ ପଡିଥାଏ । ଅନେକ ଥର ଅଧିକ ସମୟ ଧରି ଠିଆ ହେବା, ହିଲ୍ ପିନ୍ଧିବା କିମ୍ବା ବହୁତ ଚାଲିବା ଦ୍ୱାରା ପାଦରେ ଯନ୍ତ୍ରଣା ହୋଇଥାଏ । ଗୋଡରେ ଯନ୍ତ୍ରଣା ହେତୁ ଲୋକମାନେ ଶୋଇପାରନ୍ତି ନାହିଁ ଏବଂ ଅସ୍ଥିର ରହିଥାନ୍ତି । ଯଦି ଆପଣଙ୍କର ଏପରି ସମସ୍ୟା ହେଉଛି ତେବେ…

ହାଇ ୟୁରିକ୍‌ ଏସିଡ୍‌କୁ ନିୟନ୍ତ୍ରଣ କରେ ଗୋଲାପ ଫୁଲରୁ ତିଆରି ହୋଇଥିବା ଏହି ଜିନିଷ, ଜାଣନ୍ତୁ ଖାଇବାର ସଠିକ୍ ଉପାୟ

ଶରୀରରେ ୟୁରିକ୍ ଏସିଡ୍‌ ବଢିବା ଦ୍ୱାରା ଗଣ୍ଠିରେ ଯନ୍ତ୍ରଣା ହେବା ସହ ଗଣ୍ଠି ଫୁଲା ମଧ୍ୟ ବଢିଯାଏ । ଏହା ବ୍ୟତୀତ ଏହା ଷ୍ଟୋନ୍‌ ଆକାରରେ ଗଣ୍ଠି ମଧ୍ୟରେ ଜମା ହୋଇଯାଏ ଏବଂ ଗ୍ୟାପ୍‌ ମଧ୍ୟ ବଢିବାକୁ ଲାଗିଥାଏ । ଏହି କାରଣରୁ ହାଡରେ ଏତେ କଷ୍ଟ ହୋଇଥାଏ ଯେ ଅଙ୍ଗଗୁଡ଼ିକକୁ ଚାଲାଇବା କଷ୍ଟକର…

କେଶ ଝଡିବା ସମସ୍ୟାକୁ ନେଇ ଚିନ୍ତିତ କି ? ପ୍ରତିଦିନ ଲଗାନ୍ତୁ ଏହି ଲେମନ୍‌ ଗ୍ରାସ୍‌ ତେଲ

କେଶ ପାଇଁ ଲେମନ୍‌ ଗ୍ରାସ୍‌ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା କେଶକୁ ଭିତରୁ ମଜ୍‌ବୁତ ରଖିବାରେ ସାହାଯ୍ୟ କରିଥାଏ । ଯେଉଁମାନଙ୍କ କେଶ ଅଧିକ ଝଡୁଛି ସେମାନଙ୍କ ପାଇଁ ଏହା ଏକ ଭଲ ଉପାୟ ହୋଇପାରେ । ଏଥିରେ ଥିବା ପୁଷ୍ଟିକର ପ୍ରକୃତି ଯୋଗୁ,…

ଶୀତଦିନେ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଏକ ଚାମଚ ଜାଇଫଳ ଗୁଣ୍ଡ, ଥଣ୍ଡା, କାଶ ଏବଂ ଅନ୍ୟ ସମସ୍ୟା ହେବ ଦୂର

ଭାରତୀୟ ଖାଦ୍ୟରେ ଅନେକ ପ୍ରକାରର ଗୋଟା ମସଲା ବ୍ୟବହାର କରାଯାଏ । ସେହି ସବୁ ଗୋଟା ମସଲା ମଧ୍ୟରୁ ଜାଇଫଳ ଏକ ଅତ୍ୟନ୍ତ ଲାଭଦାୟକ ମସଲା । ଯାହ ପନିପରିବାର ସ୍ୱାଦ ଏବଂ ସୁଗନ୍ଧ ବଢାଇବା ବ୍ୟତୀତ ଅନେକ ଔଷଧରେ ଜାଇଫଳ ବ୍ୟବହାର କରାଯାଏ । ତେବେ ଏହା ଘରୋଇ ଉପଚାର ମଧ୍ୟରୁ ଏକ ଅନ୍ୟତମ ଉପାୟ, ଯାହା…

ପ୍ରତିଦିନ ସକାଳେ କରନ୍ତୁ ଏହି କାମ, ମିଳିବ ଅନେକ ରୋଗରୁ ମୁକ୍ତି

ଡିସେମ୍ବରରେ ଅଧିକ ଶୀତ ପରେ,ଜାନୁଆରୀରେ ଉଜ୍ଜ୍ୱଳ ସୂର୍ଯ୍ୟକିରଣ ହୋଇଥାଏ । ତେବେ ପ୍ରତିଦିନ ସକାଳୁ ସୂର୍ଯ୍ୟ ଉଦ୍ଦୟ ହୋଇଥାଏ । ସେହିପରି ସୂର୍ଯ୍ୟକିରଣ ଦେଖିବା ମାତ୍ରେ ଲୋକଙ୍କ ମୁହଁରେ ସୁଖ ଦେଖାଯାଏ ଏବଂ ସେମାନଙ୍କ ଶରୀରରେ ନୂତନ ଶକ୍ତି ମିଳିଥାଏ । ଶୀତଦିନେ ସୂର୍ଯ୍ୟ କିରଣର ଅଭାବ ହେତୁ…

ଜାଣନ୍ତୁ ବ୍ରିସ୍କ ଓ୍ଵାକ୍‌ କ’ଣ ? ଓଜନ କମ କରିବାରେ କରେ ସାହାଯ୍ୟ ଏବଂ ହାର୍ଟକୁ ରଖେ ହେଲ୍‌ଦି

ଲୋକମାନଙ୍କ ବର୍ତ୍ତମାନର ଖାଦ୍ୟ ଏବଂ ଲାଇଫ୍‌ଷ୍ଟାଇଲ୍‌ରେ ଅନେକ ପରିବର୍ତ୍ତନ ହେଉଛି । ତେବେ ବାହାରର ଖାଦ୍ୟ ଏବଂ ଜଙ୍କ୍ ଫୁଡ୍ ଯୋଗୁ ଲୋକଙ୍କର ଓଜନ ବଢିବା ପାଇଁ ଲାଗିଛି । ଯେଉଁଥିପାଇଁ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଲୋକମାନେ ଓଜନ କମ କରିବାକୁ ଜିମ୍ ଯାଆନ୍ତି, ଯୋଗ…

ମଣ୍ଣିଂ ଓ୍ଵାକ୍‌ ପରେ ବି ଓଜନ କମୁନି ! ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

ଚାଲିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା କେବଳ ଶରୀରକୁ ଅନେକ ଲାଭ ଯୋଗାଏ ନାହିଁ, ଅନେକ ରୋଗର ହେବାର ଆଶଙ୍କା ମଧ୍ୟ କମିଯାଏ । ଚାଲିବା ଓଭରାଲ ହେଲଥ୍‌ ପାଇଁ ଲାଭଦାୟକ ହୋଇଥାଏ । ସୂଚନା ମୁତାବକ, ଯେଉଁମାନେ ପ୍ରତିଦିନ ୮ ରୁ ୧୦ ହଜାର ଷ୍ଟେପ୍ ଚାଲନ୍ତି,…