Browsing Tag

benefits

ବାସ୍ତୁ ଟିପ୍ସ : ଘରେ ଅର୍ଥ ସମସ୍ୟା ଦୂର କରିବ ଲୁଣ ଓ ଲବଙ୍ଗ, ଜାଣନ୍ତୁ କିପରି

ବର୍ତ୍ତମାନ ଆମେ ଘରେ ଅର୍ଥ ସମସ୍ୟା ଦୂର ହେବା ସହ ଆଶୀର୍ବାଦ ମିଳିବା ବିଷୟରେ ବାସ୍ତୁ ଶାସ୍ତ୍ରରେ ଅନେକ କଥା ଆଲୋଚନା ହୋଇଥାଏ । ତେବେ ଏକ ଗ୍ଲାସ୍‌ ପାତ୍ରରେ କିଛି ଲୁଣ ନିଅନ୍ତୁ ଏବଂ ସେହି ପାତ୍ରରେ ଲୁଣ ସହିତ ଚାରି ରୁ ପାଞ୍ଚଟି ଲବଙ୍ଗ ରଖନ୍ତୁ । ଏହା ସହ ଆପଣ ଏହାକୁ ନେଇ ଘରର କୌଣସି…

ଶୀତଦିନେ ଆଣ୍ଠୁ ଓ ଗଣ୍ଠି ଯନ୍ତ୍ରଣା ହେଉଥିଲେ ଲଗାନ୍ତୁ ଏହି ବିଶେଷ ତେଲ, ତୁରନ୍ତୁ ମିଳିବ ଆରାମ

ଶୀତଦିନ ଆସିବା ମାତ୍ରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତାମଧ୍ୟରୁ ଆଣ୍ଠୁ ଏବଂ ଗଣ୍ଠି ଯନ୍ତ୍ରଣା ଏକ ବଡ ସମସ୍ୟା, ଯାହା ଶୀତ ଦିନରେ ଅଧିକ ବଢି ଯାଏ । ବିଶେଷଭାବେ ବୃଦ୍ଧମାନଙ୍କର ଗଣ୍ଠି ଏବଂ ହାଡ ଯନ୍ତ୍ରଣା ବଢିଯାଇଥାଏ । ତେବେ ଶୀତଦିନେ ତାପମାତ୍ରା ଯଥେଷ୍ଟ କମିଯାଏ ଏବଂ…

କ’ଣ ରହିଛି ପାନ ପତ୍ରର ବିଶେଷତା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

୧୯୭୮ ମସିହାରେ ଏକ ଫିଲ୍ମ ମୁକ୍ତିଲାଭ କରିଥିଲା ​​। ଏହି ଫିଲ୍ମର ନାମ ଥିଲା 'ଡନ୍' । ଏହି ଫିଲ୍ମରେ ଏକ ଗୀତ ଥିଲା 'ଖାଇକେ ପାନ ବନାରସ ୱାଲା' ଏବଂ ଏହାକୁ କିଶୋର କୁମାର ଗାଇଥିଲେ । ଆମେ ସମସ୍ତେ ଆମ ପିଲାଦିନରେ ଏହି ଗୀତ ବହୁତ ଶୁଣିଛୁ ଏବଂ ଆଜି ମଧ୍ୟ ଏହି ଗୀତ ବହୁତ ଶୁଣାଯାଏ । କିନ୍ତୁ…

ଜାଣନ୍ତୁ ବହୁତ ଶୁଭ ହୋଇଥାଏ ତୁଳସୀ ଗଛରେ ନାଲି ସୂତା ବାନ୍ଧିବା, ମିଳିଥାଏ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ

ହିନ୍ଦୁ ଧର୍ମରେ ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ଭାରତର ଅଧିକାଂଶ ଲୋକଙ୍କ ଘରେ ତୁଳସୀ ଗଛ ପୂଜା କରାଯାଏ । ସାଧାରଣତଃ ଘରେ ପ୍ରତିଦିନ ସକାଳେ ତୁଳସୀ ଗଛରେ ଜଳ ଚଢାଯାଏ ଏବଂ ସନ୍ଧ୍ୟାରେ ଏକ ଘିଅ ଦୀପ ଜଳାଯାଏ । ଏହା ସହିତ ଦେବଥାନି ଏକାଦଶିରେ ପୂରା ରୀତିନୀତିରେ ତୁଳସୀ…

H-1B ଭିସାକୁ ନେଇ USର ବଡ ନିଷ୍ପତ୍ତି, ଆମେରିକାରେ ଥିବା ଭାରତୀୟଙ୍କୁ ମିଳିବ ସୁବିଧା

ଆମେରିକାରେ ସୀମିତ ସଂଖ୍ୟାକ H-1B ବିଶେଷ ବ୍ୟାବସାୟ କରୁଥିବା କର୍ମଚାରୀଙ୍କୁ ଜାନୁଆରୀ ମାସରେ ନିଜ ଭିସା ରିନ୍ୟୁ କରିବା ପାଇଁ ଅନୁମତି ଦିଆଯିବ । ବିଦେଶ ବିଭାଗର ଅଧିକାରୀଙ୍କ କହିବା ଅନୁସାରେ, H-1B ଡୋମେଷ୍ଟିକ୍‌ ଭିସା ରିନ୍ୟୁଆଲ ପାଇଲଟଙ୍କ ରୋଲ୍‌ ଆଉଟ୍‌ର ଆରମ୍ଭ କେବଳ ୨୦,୦୦୦ ଲୋକଙ୍କ…

ଓରେଗାନୋର ପତ୍ର ଶରୀର ପାଇଁ ଅତି ଲାଭଦାୟକ, ଜାଣନ୍ତୁ କିପରି?

ପିଜା ଓ ପାସ୍ତାରେ ବ୍ୟବହାର କରାଯାଉଥିବା ଓରେଗାନୋର ପତ୍ର ଶରୀର ପାଇଁ ବହୁ ଲାଭଦାୟକ । ଏହା ଅନେକ ସମସ୍ୟାରୁ ଆରାମ ଦେବାରେ ସାହାଯ୍ୟ କରିଥାଏ। ଯେଉଁ ବ୍ୟକ୍ତିମାନଙ୍କୁ ହାର୍ଟ ଜନିତ ସମସ୍ୟା ଅଛି, ସେହି ବ୍ୟକ୍ତିମାନଙ୍କ ପାଇଁ ଓରେଗାନୋ ବେଶ୍ ଫାଇଦା ଦେଇଥାଏ । ଏଥିରେ…

ମଥାରେ ଲଗାନ୍ତୁ କେସର ତିଳକ, ମାତା ଲକ୍ଷ୍ମୀ ଓ କୁବେର ଦେବଙ୍କ ରହିବ ଶୁଭାଶିର୍ବାଦ

ଖାଦ୍ୟର ସ୍ୱାଦ ଓ ରଙ୍ଗ ବଢ଼ାଇବା ପାଇଁ ତ ଆମେ କେସର ବ୍ୟବହାର କରୁ। କିନ୍ତୁ ବୋଧେ କମ୍‌ ଲୋକ ଜାଣିଥିବେ ଯେ ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ବ୍ୟବହାର କରାଯାଏ। ସନାତନ ଧର୍ମରେ କେସରର ବେଶ୍‌ ଗୁରୁତ୍ୱ ରହିଛି। ହିନ୍ଦୁ ଧର୍ମରେ ପୂଜା ପାଠରେ କେସର ବ୍ୟବହାର କରାଯାଏ। ବୈଦିକ ଶାସ୍ତ୍ରରେ…

ଡାଇବେଟିସ୍‌ ପାଇଁ ରାମବାଣ ହୋଇପାରେ କଞ୍ଚା କଦଳୀ, ବ୍ଲଡ୍‌ ସୁଗାର ରହିବ କଣ୍ଟ୍ରୋଲରେ

କଞ୍ଚା କଦଳୀରେ ଖୁବ୍‌ କମ୍‌ ଶର୍କରା ଥାଏ। ଏହି କାରଣରୁ କଞ୍ଚା କଦଳୀ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଗ୍ଲାଇସେମିକ ଇଣ୍ଡେକ୍ସ (ଜିଆଇ) ୫୫ରୁ କମ୍‌ ଥିବା ଯୋଗୁଁ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କମ୍‌ ଜିଆଇ ଥିବା ଖାଦ୍ୟ ପଦାର୍ଥ ରକ୍ତରେ…

ମଙ୍ଗଳବାର କରନ୍ତୁ ଏପରି ପୂଜା, ଆର୍ଥିକ ବୃଦ୍ଧି ସହିତ ଦୂରେଇଯିବ ଆପଣଙ୍କର ସବୁ ସଙ୍କଟ

ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରାଯାଏ। ମାନ୍ୟତା ରହିଛି କି ଏହିଦିନ ବିଧିବିଧାନରେ ପୂଜା କରିବା ଦ୍ୱାରା ହନୁମାନ ପ୍ରସନ୍ନ ହୋଇଥାନ୍ତି। ପ୍ରଭୁ ବଜରଙ୍ଗବାଲି ନିଜ ଭକ୍ତର ସମସ୍ତ ସଙ୍କଟ ହରଣ କରନ୍ତି। ମଙ୍ଗଳବାର ଦିନ ଏଥିପାଇଁ ଉପବାସ କରାଯାଏ ଏବଂ ଆପଣ ଯଦି କୌଣସି ଶାରୀରିକ ସଙ୍କଟରେ ଗତି…

ଖରାଦିନେ କଲରା ଖାଉଛନ୍ତି କି ? ତେବେ ଜାଣନ୍ତୁ ଏହା ଶରୀରକୁ କେତେ ଫାଇଦା ଓ କ୍ଷତି ପହଞ୍ଚାଇଥାଏ

କଲରା ଏକ ସ୍ୱାସ୍ଥ୍ୟ ଉପଯୋଗୀ ପରିବା । ଏହାର ସ୍ୱାଦ ପିତା ହୋଇଥିବା କାରଣରୁ ଏହାକୁ ବହୁ ଲୋକେ ଖାଇବାକୁ ପସନ୍ଦ କରିନଥାଆନ୍ତି । ହେଲେ ପାଟିକୁ ସୁସ୍ୱାଦୁ ନଲାଗିଲେ ମଧ୍ୟ କଲରାର ବହୁ ଔଷଧୀୟ ଗୁଣ ରହିଛି । ଏହା ଆମ ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ଗ୍ରୀଷ୍ମ ଋତୁରେ ଲୋକମାନେ…