Browsing Tag

bengal weather forecast

ପଶ୍ଚିମବଙ୍ଗରେ ମଧ୍ୟରାତ୍ରିରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ: ୨୬ ମୃତ, ଶୋକ ବ୍ଯକ୍ତ କଲେ ମୋଦି ଏବଂ ଶାହା

ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ମଧ୍ୟରାତ୍ରିରେ ପ୍ରବଳ ବର୍ଷା ପବନ ଓ ବଜ୍ରପାତ ଯୋଗୁଁ ୨୬ ଜଣଙ୍କ ପ୍ରାଣହାନୀ ଘଟିଛି। ରାଜ୍ୟର ୩ ଜିଲ୍ଲାରେ ସୋମବାର ବଜ୍ରପାତରେ ୨୬ ମୃତ୍ୟୁବରଣ କରିଥିବା ବେଳେ ୧୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୁର୍ଶିଦାବାଦର ୯ ଏବଂ ହୁଗଳୀରେ ୧୧ ଜଣ ଲେଖାଁଏ…