Browsing Tag

Berhampur

ଧକ୍କା ଦେଲା ବାଲି ବୋଝେଇ ହାଇୱା, ଦୁଇ ଶଗଡିଆ ମୃତ

ବ୍ରହ୍ମପୁର : ଧକ୍କା ଦେଲା ବାଲି ବୋଝେଇ ହାଇୱା। ଦୁଇ ଶଗଡିଆଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜଗନ୍ନାଥପୁର-ପ୍ରତାପଗିରି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ନାଥ ଜେନା ଓ ବିଜୟ ଗୌଡ଼ । ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଦୁଇଜଣ ଶଗଡ଼ରେ ବାଉଁଶ ନେଇ…

ପୋଲିସର ସ୍ପେସାଲ ଡ୍ରାଇଭ ଜାରି, କୁଖ୍ୟାତ ଅପରାଧୀଙ୍କୁ ୪୮ ଘଣ୍ଟା ଭିତରେ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ

ବ୍ରହ୍ମପୁର : କୁଖ୍ୟାତ ଅପରାଧୀ ମାନଙ୍କୁ ୪୮ ଘଣ୍ଟା ଭିତରେ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ। ପୋଲିସର ସ୍ପେସାଲ ଡ୍ରାଇଭ ଜାରି । ଦୁର୍ଦ୍ଦାନ୍ତ ଅପରାଧୀ ବଳିଆ ଧରା ନ ଦେଲେ କିଛି ବି ଘଟିପାରେ । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଆକ୍ସନ ମୋଡରେ ପୋଲିସ । ଅପରାଧିକ ଦୁନିଆରୁ ଓହରି ଯିବାକୁ ଅପରାଧୀ…

ବ୍ରହ୍ମପୁରରେ ପୁଣି ଡବଲ ଏନକାଉଣ୍ଟର, ପରିସ୍ରା କରିବା ବାହାନାରେ ଫେରାର ହେଉଥିଲେ ଅଭିଯୁକ୍ତ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଡବଲ ଏନକାଉଣ୍ଟର । ୧୦ ଦିନରେ ୫ ଏନକାଉଣ୍ଟର। ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ମାମଲାରେ ଫେରାର ଅଭିଯୁକ୍ତ ରଞ୍ଜନ ଓ ସରୋଜକୁ ଏନକାଉଣ୍ଟର କଲା ପୋଲିସ । ବରଗଡ଼ ଥାନା ନୂଆ ଗାଁ ର ରଞ୍ଜନ ମଲ୍ଲିକ ଓ ହିଞ୍ଜିଳି ଥାନା ସିକିରୀ ଗାଁ ପାଢ଼ୀ ସାହିର ସରୋଜ…

ବ୍ରହ୍ମପୁର ଜିଲ୍ଲାରେ ଆଉ ଏକ ଏନକାଉଣ୍ଟର୍, ପୋଲିସ ଗୁଳିରେ ଆହତ ହୋଇଛି ଅଭିଯୁକ୍ତ

ଭୁବନେଶ୍ବର: ପୋଲିସ ଏନକାଉଣ୍ଟରରେ ଜଗା ଆହତ। ଏନକାଉଣ୍ଟର୍ ସଂଖ୍ୟା ୯ ଦିନରେ ୩କୁ ବୃଦ୍ଧି । ପୁଣି ବ୍ରହ୍ମପୁର ଜିଲ୍ଲାରେ ଆଉ ଏକ ଏନକାଉଣ୍ଟର୍, ବିଳମ୍ବିତ ରାତିରେ ପୋଲିସ ଗୁଳିରେ ଆହତ ହୋଇଛି ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ଓରଫ ଜଗନ୍ନାଥ ସାହୁ । ଜଗା ର ଦୁଇ ଗୋଡରେ…

ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର, ଚିକିତ୍ସା ପାଇଁ ମେଡିକାଲରେ ଅଭିଯୁକ୍ତ ଭର୍ତ୍ତି

ବ୍ରହ୍ମପୁର : ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର । ଗିରିରୋଡରେ ଦୁଇ ଜଣଙ୍କୁ ବିଚରାସ୍ତାରେ ପିଟିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୋଲିସର ଏନକାଉଣ୍ଟର। ଗତକାଲି ବିଳମ୍ବିତ ରାତିରେ ଟାମଣା ଘାଟିରେ ପୋଲିସ ଓ ମୁକେଶ ମୁହାଁ ମୁହିଁ ହେବା ପରେ ମୁକେଶ ପୋଲିସ ଉପରକୁ ଗୁଳି କରିଥିଲା।…

ବ୍ରହ୍ମପୁରରେ ଯୁବକଙ୍କୁ ନିର୍ଘାତ ମାଡ଼ ଘଟଣାରେ ବଡ଼ ଖବର, ଜଣେ ଅଭିଯୁକ୍ତଙ୍କୁ ଉଠାଇ ନେଲା ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁରରେ ଯୁବକଙ୍କୁ ନିର୍ଘାତ ମାଡ଼ ଘଟଣାରେ ବଡ଼ ଖବର । ଜଣେ ଅଭିଯୁକ୍ତଙ୍କୁ ଉଠାଇ ନେଲା ପୋଲିସ । ଘଟଣାର ଅନ୍ୟତମ ଅଭିଯୁକ୍ତ ହେଉଛି ରାଜ ମାଲହୋତ୍ରା । ରାଜକୁ ମାରାଥନ ଜେରା କରୁଛି ପୋଲିସ । ଘଟଣାର ମାଷ୍ଟରମାଇଣ୍ଡ ଦୁଇ ଫେରାର ଥିବା ବେଳେ ଧରାପଡ଼ିଲା ରାଜ ମାଲହୋତ୍ରା । ଫେରାର…

ଘରେ କଳାକନା ବୁଲାଇଦେଲେ ଲୁଟେରା, ଲୁଟିନେଲେ କିଲେ ସୁନା ଓ ଦେଢ଼ ଲକ୍ଷ ଟଙ୍କା

ବ୍ରହ୍ମପୁର : କିଲେ ସୁନା, ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ । ଘରେ କଳାକନା ବୁଲାଇଦେଲେ ଲୁଟେରା । ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅନ୍ତର୍ଗତ ପ୍ରେମ ନଗରରେ ରହୁଥିବା ଜଣେ ବ୍ୟବାସାୟୀ ପି. ରାଜ ପ୍ରଭାକର ରାଓଙ୍କ ଘରୁ ବଡ଼ ଧରଣର ଲୁଟ ଅଭିଯୋଗ । ଆଜି ସକାଳୁ କଳାକନା ବୁଲାଇଛନ୍ତି ଲୁଟେରା ।…

ତାଣ୍ଡବ ରଚୁଛି କାଳବୈଶାଖୀ, OSRTC ବସ୍ ଉପରେ ପଡିଗଲା ଗଛ

ବ୍ରହ୍ମପୁର : କାଳବୈଶାଖୀରେ ବସ ଉପରେ ପଡିଗଲା ଗଛ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀ ନାରାୟଣପୁର ନିକଟରେ OSRTC ବସ ଉପରେ ପଡିଗଲା ଗଛ। ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ଦିଗପହଣ୍ଡିରୁ ବିଜୟଲକ୍ଷ୍ମୀ ନାରାୟଣପୁରକୁ ଯାତ୍ରୀଙ୍କୁ ନେଇ ଯାଉଥିଲା OSRTC ବସ । ବସ ଯାଉଥିବା…

ଗାଁରେ ବ୍ୟାପିଛି ବାଘ ଗୁଜବ, ଭୟଭୀତ ଲୋକେ

ବ୍ରହ୍ମପୁର: ଗାଁରେ ବ୍ୟାପିଛି ବାଘ ଗୁଜବ। ଭୟଭୀତ ଲୋକେ । ଗଞ୍ଜାମ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିନ ଲଙ୍କା-ସୁନାଖଳା ପାହାଡ଼ ଉପରେ ଏକ କଲରାପତିରିଆ ବାଘ ବସିଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବନବିଭାଗକୁ ଖବର ଦେବା ପରେ ତଦନ୍ତ ଆରମ୍ଭ ହୋଇଛି । ବନ ବିଭାଗ ପକ୍ଷରୁ ଲଙ୍କା ଗ୍ରାମ…

ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ, ସୂଚନା ଦେଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ବ୍ରହ୍ମପୁର : ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ । ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ ପ୍ରାଣୀ ସମ୍ପଦ ଓ ଗୋଟିଏ କୃଷି କଲେଜ ଖୋଲିବ। ସୋନପୁରରେ ଖୋଲାଯିବ ମତ୍ସ୍ୟ ବିଜ୍ଞାନ…

ବ୍ୟବସାୟୀ ଓ ବିଲଡରଙ୍କ ଘରେ ଇଡି ରେଡ୍, ଆର୍ଥିକ ହେରଫେରକୁ କେନ୍ଦ୍ର କରି ଚଢଉ ହୋଇଥିବା ସନ୍ଦେହ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଇଡି ରେଡ୍ । ଏକାଧିକ ବ୍ୟବସାୟୀ ଓ ବିଲଡରଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି । ଲାଞ୍ଜିପଲ୍ଲି ଗଣେଶ ନଗରରେ ବିଲଡର କାଳୀ ଚରଣ ଦାସଙ୍କ ଘରେ ଚଢଉ ହୋଇଛି । ସେହିପରି ଲାଞ୍ଜିପଲ୍ଲି ଢିପ ସାହିର ଶରତ ବେହେରାଙ୍କ ଘରେ ରେଡ୍ କରିଛି ଇଡି । ଗତକାଲି ସନ୍ଧ୍ୟାରେ…

ବ୍ରହ୍ମପୁର ଓଭରବ୍ରିଜରେ ଭୟଙ୍କର ଦୁର୍ଘଟଣା, ୫ ମୃତ

ବ୍ରହ୍ମପୁର : ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜରେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟଣା । ଘଟଣାର ସରଜମିନ ତଦନ୍ତ ପାଇଁ ହଳଦିଆପଦର ଓଭରବ୍ରିଜରେ ପହଞ୍ଚିଲେ ଉଚ୍ଚସ୍ତରୀୟ ବୈଷୟିକ ଟିମ୍ । ଓଭରବ୍ରିଜ ନିର୍ମାଣରେ ହୋଇଥିବା ତ୍ରୁଟିର ତଦନ୍ତ କରୁଛନ୍ତି ଟିମ୍ । ବ୍ରିଜର ପିଲର୍, କଂକ୍ରିଟ ଗଠନ,…