Odisha News
.
Browsing Tag

berhampur

ବ୍ରହ୍ମପୁରରୁ ବ୍ରାଉନ ସୁଗାର ଜବତ, ୧୨ ଗ୍ରାମ ବ୍ରାଉନ ସୁଗାର ସହ  ଦୁଇ ଗିରଫ 

ବ୍ରହ୍ମପୁର(କେନ୍ୟୁଜ୍): ରାଜଧାନୀ ଭୂବନେଶ୍ୱର ପରେ ଏବେ ରେଶମ ସହର ବ୍ରହ୍ମପୁରରେ ବ୍ରାଉନ ସୁଗାର। ଆଜି ସଂଧ୍ୟାରେ ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୋଲିସ ବ୍ରାଉନ ସୁଗାର ବିକ୍ରୀ କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିବା ସହ ୧୨ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି  । ଗିରଫ ଦୁଇ ଜଣ…

ବ୍ରହ୍ମପୁର: ରୋଡ ଉପରେ ମହିଳା ପ୍ରସବ ଘଟଣା, ଦୁଇ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ…

ଦୁଇ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କର୍ତ୍ତୃପକ୍ଷ । ଗତକାଲି ବ୍ରହ୍ମପୁର ସହରର କୋର୍ଟପେଟା ଛକ ରାସ୍ତା ମଝିରେ ପ୍ରସବ କରିଥିଲେ ମହିଳା। ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ଅଞ୍ଚଳର ଗର୍ଭବତୀ ମହିଳା କେ. ପାର୍ବତୀ ପ୍ରସବ ପାଇଁ ବ୍ରହ୍ମପୁର ବଡ ମେଡିକାଲ…

ଗୋପାଳପୁରସ୍ଥିତ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପରିସରରେ ପ୍ରତିଷ୍ଠା ହେବ ଦ୍ୱିତୀୟ ସଂଗ୍ରହାଳୟ

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଗୋପାଳପୁରକୁ ଆହୁରୀ ଅଧିକ ଆକର୍ଷଣୀୟ ତଥା ପର୍ଯ୍ୟଟକ ମାନଙ୍କୁ ଗୋପାଳପୁର ପ୍ରତି ଆକୃଷ୍ଟ କରିବା ପାଇଁ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ନୂଆ ପ୍ରୟାସ । ଗୋପାଳପୁରଠାରେ ଥିବା ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆରେ ପୂର୍ବରୁ ବିଭାଗୀୟ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁରର DFO ବାବୁ, ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହେଲେ ଗିରଫ

ବ୍ରହ୍ମପୁର DFO ଆଶିଷ କୁମାର ବେହେରା ଗିରଫ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନସ । ଆଶିଷଙ୍କ ଘର ଓ ଅଫିସ ସମେତ ୯ଟି ସ୍ଥାନରେ ଚଢାଉ ବେଳେ ମୋଟ ୨ କୋଟି ୧୯ଲକ୍ଷ ୩୭ ହଜାର ୧୬୫ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ ହୋଇଛି । ତାଙ୍କର ଭୁବନେଶ୍ୱରରେ ଏକ…

ଟ୍ରାଫିକ ସମସ୍ୟାରେ ସୁଧାର ଆଣିବାକୁ ଅଣ୍ଟାଭିଡିଲା ବ୍ରହ୍ମପୁର ମହାନଗର ନିଗମ, ମୁଖ୍ୟ ଛକମାନଙ୍କରେ ଲଗାଗଲା ସିସିଟିଭି…

ବ୍ରହ୍ମପୁର ସହରର ମୁଖ୍ୟ ସମସ୍ୟା ହେଉଛି ଟ୍ରାଫିକ ସମସ୍ୟା। ଏଥିରେ ସୁଧାର ଆଣିବାକୁ ଅଣ୍ଟା ଭିଡିଛି ବ୍ରହ୍ମପୁର ମହାନଗର ନିଗମ। ସହରର ମୁଖ୍ୟ ଛକମାନଙ୍କରେ ଲଗାଯାଇଛି ସିସି କ୍ୟାମେରା ଓ ଟ୍ରାଫିକ ଲାଇଟ ସିଷ୍ଟମ। ଏହାର କଣ୍ଟ୍ରୋଲ ରୁମ ବିଏମସି କାର୍ଯ୍ୟାଳୟରେ ରହିଛି। ଏଥିରୁ ଅପରାଧୀକ…

ବ୍ରହ୍ମପୁର:ଚୋରି ପଡିଲା ଭାରି, ଛାତରୁ ଡେଇଁ ଯୁବକ ଗୁରୁତର

ବ୍ରହ୍ମପୁର(କେନ୍ୟୁଜ୍):ବ୍ରହ୍ମପୁର ସହରର ଭୈରବୀ ନଗର ଦ୍ୱିତୀୟ ଲାଇନରେ ଜଣେ ବ୍ୟକ୍ତି ଚୋରି କରିବାକୁ ଯାଇଥିବା ବେଳେ ଛାତରୁ ଡେଉଁ ଗୁରୁତର ଆହାତ ହୋଇଛି । ରାଜକୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ କେହି ନଥିବାରୁ ସୁଯୋଗ ନେଇ ଜଣେ ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଘରର ଗ୍ରୀଲ ଖୋଲି…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଲାଞ୍ଚ ନେବା ବେଳେ ଧରାପଡିଲେ MKCG ମେଡିକାଲର ମୁଖ୍ୟ କିରାଣୀ

ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ମୁଖ୍ୟ କିରାଣୀ ନିଳକଣ୍ଠ ସାହୁ ବ୍ରହ୍ମପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଆଜି ଅବସର ପ୍ରାପ୍ତ ଡାକ୍ତର ରସାନନ୍ଦ ମଙ୍ଗୁଆଳଙ୍କ ଠାରୁ ଜିପିଏଫ ଓ ଅନ୍ୟାନ୍ୟ କାଗଜ ପତ୍ର କରିବା ଲାଗି ୫ ହଜାର ଟଙ୍କା ଲାଞ୍ଚ…

ରେଶମ ସହରରେ ଆକର୍ଷଣ ପାଲିଟିଛି ଅଦରକାରୀ ସାମଗ୍ରୀରେ ପ୍ରସ୍ତୁତ କଳାକୃତି

ବ୍ରହ୍ମପୁର : ବ୍ରହ୍ମପୁର ସହରକୁ ସୁନ୍ଦର ଓ ରାଜ୍ୟର ଏକନମ୍ବର ସହରଭାବେ ଗଢି ତୋଳିବାକୁ ଅଣ୍ଟା ଭିଡିଛି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ । ଅମୃତ ଯୋଜନାରେ ସାମିଲ ହୋଇ ସ୍ମାର୍ଟ ସିଟି ଦୗଡରେ ଥିବା ରେଶମ ସହର ବ୍ରହ୍ମପୁର ଯେମିତି ଚଳିତ ସର୍ଭେରେ ସ୍ମାର୍ଟ ତାଲିକା ଭୁକ୍ତ ହେବ…

ନିର୍ବାଚନ ଫଳ ବାହାରିବା ପୂର୍ବରୁ ଅଶାନ୍ତ ହେଲା ବ୍ରହ୍ମପୁର, ଗୁଳିମାଡରେ ଗୁରୁତର ଆହତ ଆସିକା କଂଗ୍ରେସ ବିଧାୟକ…

ବ୍ରହ୍ମପୁର (କେ ନ୍ୟୁଜ୍‌) : ଆସିକା ବିଧାନ ସଭାପ୍ରାର୍ଥୀ ମନୋଜ ଜେନାଙ୍କୁ ଗୁଳିମାଡ, ବ୍ରହ୍ମପୁର ଏନଏଚର ଲାଞ୍ଜିପଲ୍ଲି ଅକ୍ସଫୋର୍ଡ଼ ସ୍କୁଲ ସାମ୍ନାରେ ମନୋଜଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ମନୋଜ କଂଗ୍ରେସ ଦଳ ତରଫରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ । ମନୋଜଙ୍କୁ ଗୁରୁତର ଅଛନ୍ତି ।…

ବ୍ରହ୍ମପୁର : ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହକାରୀଙ୍କୁ ସହାୟତା ଯୋଗାଇଲା ବିଏମସି

ବ୍ରହ୍ମପୁର(କେନ୍ୟୁଜ୍) : ବଦଳିବାକୁ ଯାଉଛି ବ୍ରହ୍ମପୁର ସହର ତଥା ଏହାର ଆଖପାଖ ଅଞ୍ଚଳରେ ପ୍ଲାଷ୍ଟିକ୍ ଆବର୍ଜନା ସଂଗ୍ରହ ଓ ବିଭିନ୍ନ ସ୍ଥାନରୁ ଗୋଟାଉଥିବା ଲୋକଙ୍କ ଭାଗ୍ୟ । ଦିଲ୍ଲୀର ଜେମ୍ ଏନଭାଇରୋ ମ୍ୟାନେଜମ୍ୟାଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀ ଏବଂ ବ୍ରହ୍ମପୁର ମହାନଗର ନିଗମ…

ବ୍ରହ୍ମପୁର ନାବାଳିକା ଗଣଦୁଷ୍କର୍ମ ମାମଲା : ୪ ଦୋଷୀଙ୍କୁ ୨୫ ବର୍ଷ ଜେଲ, ୫୦ ହଜାର ଟଙ୍କା ଜରିମାନା

ବ୍ରହ୍ମପୁର : ବ୍ରହ୍ମପୁରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଦୋଷୀଙ୍କୁ ୨୫ ବର୍ଷ ଲେଖାଏଁ ଜେଲ । ଏଥିସହ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ । ଜରିମାନା ଅନାଦେୟ ପ୍ରତ୍ୟେକଙ୍କୁ ଆଉ ଏକ ବର୍ଷ ଲେଖାଏଁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଅତିରିକ୍ତ ଜିଲ୍ଲା ଓ…

ବ୍ରହ୍ମପୁର : ପୋଲିସର ପରିଚୟ ଦେଇ ଲୁଟି ନେଲେ ସୁନା ଅଳଙ୍କାର

ବ୍ରହ୍ମପୁର(କେନ୍ୟୁଜ୍): ଦିନକୁ ଦିନ ଲୁଟ୍ କରିବାର ତରିକା ବଦଳାଉଛନ୍ତି ଲୁଟେରା । କେତେବେଳେ ପୋଲିସର ପରିଚୟ ତ ଆଉ କେତେବେଳେ ସାହାଯ୍ୟ କରିବାର ଆଳ ଦେଖାଇ ଲୁଟି ନେଉଛନ୍ତି । ଆଉ ସାଧାରଣ ଲୋକଟିଏ ଲୁଟେରା ମାନଙ୍କ କଥାକୁ ବିଶ୍ୱାସ କରି ଲୁଟର ଶିକାର ହେଉଛନ୍ତି । ଏଭଳି ଘଟଣା ବ୍ରହ୍ମପୁର ସହରର…