ଅଙ୍ଗନବାଡ଼ି ଛତୁଆ ଖାଇ ଚାଲିଗଲା ୨ ଶିଶୁଙ୍କ ପ୍ରାଣ, ଦୁଇ ଗୁରୁତର
ଗଜପତି : ଛତୁଆ ଖାଇ ଜୀବନ ଗଲା । ଛତୁଆ ସ୍ବାସ୍ଥ୍ୟ ପାଇଁ କେତେ ଉପଯୋଗୀ ସମସ୍ତେ ଜାଣନ୍ତି । ଛୋଟ ପିଲାଠୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ଏହି ଛତୁଆ ଖାଇବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ ଏହି ଛତୁଆ ଖାଇ ଏମିତି ଜୀବନ ଯିବ ସେକଥା ଏଇ କୁନି କୁନି ପିଲା ୨ ଜଣ କେବେ ସ୍ବପ୍ନରେ ସୁଦ୍ଧା ଭାବି…